ଘଟଣା ଘଟିବାର ଦୀର୍ଘ ୨୩ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ଆଇନଗତ ନ୍ୟାୟ ମିଳିଛି। ଏକ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ଅପିଲ୍କୁ ନିମ୍ନ ଅଦାଲତରେ ଆବେଦନକାରୀ କିମ୍ବା ତାଙ୍କ ଆଇନଜୀବୀ ଉପସ୍ଥିତ ନଥିବାରୁ ଖାରଜ …
Sunita Jena
ଏସ୍ସିବିରେ ହେବ ଆଉ ଏକ ମେଡିସିନ୍ ବ୍ଲକ୍, ତ୍ୱରାନ୍ୱିତ ହେବ ମେଗା ପୁନଃବିକାଶ କାର୍ଯ୍ୟ
କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି)ର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏସ୍ସିବି ପରିସରରେ ନୂଆ ମେଡିସିନ୍ ବ୍ଲକ୍ ନିର୍ମାଣ ପାଇଁ ଖୁବଶୀଘ୍ର ଉପଯୁକ୍ତ ସ୍ଥାନ …
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଦମଦାର ଆରମ୍ଭ କରିଛି। ଗଲ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଭାରତ ଘରୋଇ ଦଳକୁ ୧୬୫ ରନ୍ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଏହି ବିଜୟ ଭାରତର ୬୦୦ତମ …
ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ମୁକାବିଲା। ଅଗଷ୍ଟ ୧୯ର ଏହି ପୁଲ୍-ଡି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ମ୍ୟାଚ୍ଟି ନେଦରଲାଣ୍ଡ୍ସର ଆମଷ୍ଟେଲଭିନ୍ସ୍ଥିତ ୱାଗେନର …
ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରୁ ୩ଟି …
ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ MMDR ସଂଶୋଧନ ବିଲ୍କୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍କୁ ଓଡ଼ିଶାର ଖଣି ସମ୍ପଦ ଓ ରାଜସ୍ୱ ଅଧିକାର …
ବନ୍ୟାପାଣି ଘେରରେ ୪ ଦିନ ଧରି ଫସି ରହିଥିବା ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମ ପଞ୍ଚାୟତର କୂଳସାହି ଅଞ୍ଚଳରେ ଥିବା ଏହି ଆବାସିକ ବିଦ୍ୟାଳୟ ନଦୀକୂଳରେ …
ବେଆଇନ ନିଶା ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅଭିଯାନକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ନିଶା କାରବାର ଯୋଗୁଁ ସମାଜରେ ଧନଜୀବନର କ୍ଷତି ଘଟୁଥିବାରୁ ଏହାକୁ ରୋକିବା ପାଇଁ …
ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଦୀର୍ଘ ସମୟ ଧରି ପାଳନ କରାଯାଇନଥିବା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ସୁଯୋଗ ଦିଆଯିବା ସତ୍ତ୍ୱେ ପୂର୍ତ୍ତ ବିଭାଗ ପକ୍ଷରୁ ଆଦେଶ କାର୍ଯ୍ୟକାରୀ ନହେବାରୁ ଅଦାଲତ କଠୋର ନିର୍ଦ୍ଦେଶ ଦେଇଛନ୍ତି। ମାମଲାର …
ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ବଢ଼ିବା ସହ ଜଳସ୍ତର ମଧ୍ୟ ଉପରମୁହାଁ ହେଉଛି। ଜଳଭଣ୍ଡାରର ସ୍ଥିତିକୁ ନଜରରେ ରଖି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତିନିଟି ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯାଇଛି। ଏହାପରେ ହୀରାକୁଦ ବନ୍ଧର ମୋଟ ୧୫ଟି …
