ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଏକ ଭାଇରାଲ୍ ଅଡିଓ ରେକର୍ଡିଂ ଏବେ ଚର୍ଚ୍ଚାର କେନ୍ଦ୍ରରେ। ଅଡିଓରେ ଗଞ୍ଜେଇ କାରବାର, ଟଙ୍କା ନେଣଦେଣ ଏବଂ କିଛି ପୁଲିସ ଅଧିକାରୀଙ୍କ ନାମ ନେଇ କଥାବାର୍ତ୍ତା ହୋଇଥିବା ଦାବି କରାଯାଉଛି। ତେବେ ଅଡିଓଟିର ସତ୍ୟତା …
Sunita Jena
କଳାହାଣ୍ଡି ଜିଲ୍ଲାର ମାଟି ତଳେ ରହିଛି ମୂଲ୍ୟବାନ ରତ୍ନପଥରର ଭଣ୍ଡାର। ହେଲେ ଏହି ଖଣିଜ ସମ୍ପଦ ଅଞ୍ଚଳବାସୀଙ୍କ ପାଇଁ ରୋଜଗାରର ବାଟ ଖୋଲିବା ବଦଳରେ ଏବେ ବିବାଦ ଓ ବେଆଇନ ଖନନ ଅଭିଯୋଗର କାରଣ ପାଲଟିଛି। ଜୁନାଗଡ଼ ଅଞ୍ଚଳର ହିଞ୍ଜିଲିବାହାଲି ଓ …
ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ଦିନକୁ ଦିନ ଗରମ ହେଉଛି। ବିଲ୍ର ବିଭିନ୍ନ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ପ୍ରଶ୍ନ କରୁଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଓ ନାଗରିକ ମଞ୍ଚ ମଧ୍ୟ ଏହାକୁ ବିରୋଧ …
ପାରାଦୀପରୁ ଚୀନ ଯାଉଥିବା ଜାହାଜ ନିଖୋଜ: ୨ ଉଦ୍ଧାର, ୨୨ କର୍ମଚାରୀଙ୍କ ପତ୍ତା ମିଳୁନି
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ପାନାମା ପତାକା ଲାଗିଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ଆଣ୍ଡାମାନ ନିକଟ ସମୁଦ୍ରରେ ବୁଡ଼ିଯାଇଥିବା ନିଶ୍ଚିତ ହୋଇଛି। ତେବେ ଘଟଣାର ଦେଢ଼ ଦିନ ପରେ ମଧ୍ୟ ଜାହାଜଟିକୁ ଠାବ କରିବାରେ ଉଦ୍ଧାରକାରୀ …
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବାବେଳେ କେନ୍ଦୁଝର ଜିଲ୍ଲାର ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ନିକଟରେ ମାଟି ଅତଡ଼ା ଧସି ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଦ୍ରାସାହିରୁ କୋଇଡା ଅଭିମୁଖେ ଯାଇଥିବା ରାସ୍ତାର ବାମ ପାର୍ଶ୍ୱରେ ପାହାଡ଼ରୁ ମାଟି …
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ଓ ବର୍ଷା ପରିସ୍ଥିତି ଏବେ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ର ସ୍ଥିତି ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବଡ଼ ଧରଣର ବିପଦ ନଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ତଳିଆ …
ରତ୍ନଭଣ୍ଡାର ଗଣତି ମଣତି ପାଇଁ ତାରିଖ ଧାର୍ଯ୍ୟ, ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ହେବ ଗଣନା
ପୁରୀ ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ରତ୍ନଭଣ୍ଡାରକୁ ନେଇ ପୁଣି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି। ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାର, ରତ୍ନ ଓ ଅନ୍ୟାନ୍ୟ ସାମଗ୍ରୀର ଗଣତି ମଣତି ପାଇଁ ଦୁଇଟି ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର …
ରାସ୍ତା ନଥିବାରୁ ଅଟକିଛି ମୋବାଇଲ ଟାୱାର: ରାୟଗଡ଼ାର ଅନେକ ଦୁର୍ଗମ ଗାଁରେ ଡିଜିଟାଲ ସଂଯୋଗ ବାଧାପ୍ରାପ୍ତ
ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି (DBN) ଅଧୀନରେ ମୋବାଇଲ ଟାୱାର ସ୍ଥାପନ ପ୍ରକଳ୍ପ ଚାଲିଛି। ହେଲେ ଆବଶ୍ୟକ ଯାତାୟାତ ରାସ୍ତା ନଥିବାରୁ ରାୟଗଡ଼ା ଜିଲ୍ଲାର ଅନେକ ସ୍ଥାନରେ ଏହି ପ୍ରକଳ୍ପ …
ସମୟ ସହ ଭାଷାର ପରିବର୍ତ୍ତନ ଓ ନୂଆ ପିଢ଼ିର ଆବଶ୍ୟକତା ସହ ଏହାକୁ ଯୋଡ଼ିବା ଜରୁରୀ। ହିନ୍ଦୀକୁ ଆଧୁନିକ ଜ୍ଞାନ, ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବିକଶିତ କରିବା ଦରକାର ବୋଲି ଓଡ଼ିଶାର ରାଜ୍ୟପାଳ ଡ. …
ଭୁବନେଶ୍ୱର: ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ ସ୍ତରରେ ଶୁକ୍ରବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏକାଥରକେ ୬ ଜଣ ବରିଷ୍ଠ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।୨୦୦୩ ବ୍ୟାଚ୍ର IPS ଅଧିକାରୀ …
