ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏଥିପାଇଁ ୧ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ସିଧାସଳଖ …
Sunita Jena
ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମଶତବାର୍ଷିକୀ, ଐତିହ୍ୟ ଗ୍ରାମ ହେବ ଗୁରୁଜାଙ୍ଗ
ଅନୁଗୋଳ ଜିଲ୍ଲାର ତାଳଚେର ନିକଟ ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ବିଶେଷ ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନ, ସେବା ଓ ଆଦର୍ଶକୁ ସ୍ମରଣ କରିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀ …
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ବର୍ଷୀୟାନ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ …
ପୁଣି ଚର୍ଚ୍ଚାରେ ‘କ୍ୟାପ୍ଟେନ୍ ଇଣ୍ଡିଆ’, କାର୍ତ୍ତିକଙ୍କ ସହ ନଜର ଆସିପାରନ୍ତି ପାର୍ବତୀ
ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘କ୍ୟାପ୍ଟେନ୍ ଇଣ୍ଡିଆ’କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ୨୦୨୧ରେ ଘୋଷଣା ହୋଇଥିବା ଏହି ପ୍ରୋଜେକ୍ଟ ଦୀର୍ଘ ସମୟ ଧରି ଅନିଶ୍ଚିତତାରେ ରହିଥିଲା। ଏବେ ଫିଲ୍ମର କାଷ୍ଟ ଓ ନିର୍ଦ୍ଦେଶନାକୁ ନେଇ ନୂଆ ଖବର …
‘ବନ୍ଦେ ମାତରମ୍’ ଗୀତ ଗାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାନ କରିବା ନିଷ୍ପତ୍ତି ନେଇଥିବା ଖବର ପରେ …
ଲଣ୍ଡନର ଐତିହାସିକ ଲର୍ଡ୍ସ ମଇଦାନରେ ଭାରତୀୟ ମିଶ୍ରିତ ଦିବ୍ୟାଙ୍ଗ କ୍ରିକେଟ୍ ଦଳ ଚମତ୍କାର ବିଜୟ ହାସଲ କରିଛି। ଇଂଲଣ୍ଡ ବିପକ୍ଷ ସାତ ମ୍ୟାଚ୍ ବିଶିଷ୍ଟ ଦିବ୍ୟାଙ୍ଗ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ଭାରତ ୧୧୮ ରନ୍ର ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ …
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା ଓ ତିଥିକୁ ନେଇ ଇସ୍କନ୍ ବିରୋଧରେ ପୁଣିଥରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଜୁଲାଇ ୧୫ ଓ ୧୬ ତାରିଖରେ ୟୁରୋପ, ଇଂଲଣ୍ଡ, କାନାଡା, ଆମେରିକା, ନେଦରଲ୍ୟାଣ୍ଡସ୍, ସ୍ୱିଜରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ ସମେତ ବିଭିନ୍ନ ସ୍ଥାନରେ …
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଦୋଳିତା ଅଞ୍ଚଳର ରଜିଆ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଥିବାରୁ ପାଠପଢ଼ା ପ୍ରଭାବିତ …
ରାଜ୍ୟରେ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଜଣାଇବା ପ୍ରକ୍ରିୟାକୁ ଆହୁରି ସହଜ କରାଯାଇଛି। ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଥିବାକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ‘ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍’ ମାଧ୍ୟମରେ ନୂଆ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରିଛି।ଏଣିକି ରାଜସ୍ୱ ବିଭାଗର …
ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ ଅଟକ ରଖିବା ସହ ଗିରଫ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ବ୍ୟାବସାୟିକ ବିବାଦକୁ ନେଇ ଦାଏର ସାମୁଦ୍ରିକ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଆସିଛି।ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ …
