ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିବେ ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି। ଗଣମାଧ୍ୟମକୁ …
ନିଗମ ଇତିହାସରେ ସର୍ବାଧିକ ଡିଭିଡେଣ୍ଡ, କାରବାରରେ ମଧ୍ୟ ନୂଆ କୀର୍ତ୍ତିମାନ ଭୁବନେଶ୍ୱର, ୩ ଜୁଲାଇ: ଗୃହ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ୨୧.୨୮ …
ଜୁଲାଇ ୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ …
ଭୁବନେଶ୍ୱର, ୩ ଜୁଲାଇ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଭାଗ ଅଧୀନସ୍ଥ ଚାରିଟି ନିଗମ ସହ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରାଯାଇଛି। ଏଥିରେ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା …
ଜାପାନୀ କମ୍ପାନୀ ସହ ଐତିହାସିକ ଚୁକ୍ତି : ଓଡ଼ିଶାରେ ୬୭ ହଜାର କୋଟି ଟଙ୍କାର ନିବେଶ, ସୃଷ୍ଟି ହେବ ୭,୬୦୦ ନିଯୁକ୍ତି
ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାକୁ ବିଶ୍ୱସ୍ତରୀୟ ଗ୍ରୀନ୍ ଏନର୍ଜି ହବ୍ରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜାପାନର ପ୍ରମୁଖ ଶିଳ୍ପ ସଂସ୍ଥା ACME ଗ୍ରୁପ୍ ଓ IHI କର୍ପୋରେସନ୍ ସହ ଓଡ଼ିଶା ସରକାର …
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାରର ବୁଡ଼ି ଅଞ୍ଚଳରେ ରବି ଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ୨୦୨୫-୨୬ ରବି ଋତୁରେ ଏହି ଅଞ୍ଚଳରେ ଚାଷ କରିଥିବା ୭୯୬ …
ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ! ସଙ୍ଗଠନକୁ ଫେରିପାରନ୍ତି ବିଜେପିର କିଛି ପ୍ରମୁଖ ନେତା
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ପୁନର୍ଗଠନ ହୋଇପାରେ। ସୂତ୍ର ଅନୁସାରେ, ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଏହି ଅଦଳବଦଳ ଚୂଡ଼ାନ୍ତ ରୂପ ନେଇପାରେ। ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା …
ଭାରତ ସାମ୍ନାରେ ପାକିସ୍ତାନର ସ୍ୱୀକାରୋକ୍ତି! କୋଚ୍ ମାଇକ୍ ହେସନ୍ କହିଲେ— ‘ଭାରତ ହିଁ ବିଶ୍ୱର ନମ୍ବର ୱାନ୍ ଦଳ’
ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ୍ ଦଳ। ତାଙ୍କ କହିବା ଅନୁସାରେ, କେବଳ ପାକିସ୍ତାନ ନୁହେଁ, ବରଂ ବିଶ୍ୱର ପ୍ରାୟ ସମସ୍ତ ଦଳ ଭାରତକୁ ପରାସ୍ତ …
ଅୟାତୁଲ୍ଲା ଅଲି ଖାମେନେଇଙ୍କ ରାଜକୀୟ ଶେଷକୃତ୍ୟ ପାଇଁ ଭାରତୀୟ ନେତାଙ୍କୁ ଇରାନର ନିମନ୍ତ୍ରଣ, ଯୋଗ ଦେବେ ମହବୁବା ମୁଫ୍ତି
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ରାଜକୀୟ ଶେଷକୃତ୍ୟରେ ଯୋଗଦେବା ପାଇଁ ଇରାନ ସରକାର ଭାରତର ଅନେକ ନେତାଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇଛନ୍ତି। ଜୁଲାଇ ୪ରୁ ଜୁଲାଇ ୯, ୨୦୨୬ ପର୍ଯ୍ୟନ୍ତ ତେହରାନ, କୋମ୍ ଓ ମଶହଦ ସହରରେ …
ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ ରଘୁବଂଶୀଙ୍କ ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ମିଳିଥିବା ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ମେଘାଳୟ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ନୋଟିସ ଜାରି କରିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି …
