ଅପରେସନ ସିନ୍ଦୂର ପରେ ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସ୍ଥିତିକୁ ନେଇ ଚର୍ଚ୍ଚା ଜାରି ଥିବାବେଳେ, ଭାରତ ବିରୋଧରେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ନେତାମାନେ। ସିନ୍ଧୁ ଜଳ ବିବାଦକୁ ନେଇ ପାକିସ୍ତାନର ଜଳବାୟୁ ମନ୍ତ୍ରୀ ମୁସାଦିକ ମଲିକ …
କମିଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର, ତଥାପି ଅପରିବର୍ତ୍ତିତ ପେଟ୍ରୋଲ-ଡିଜେଲ ଦାମ; ଜାଣନ୍ତୁ କାହିଁକି
ଅନ୍ତର୍ଜାତୀୟ ବଜାରରେ ଆଜି ଅଶୋଧିତ ତୈଳର ଦର କମିଛି। ବ୍ରେଣ୍ଟ କ୍ରୁଡ୍ର ଦର ୧ ପ୍ରତିଶତରୁ ଅଧିକ ହ୍ରାସ ପାଇ ବ୍ୟାରେଲ ପିଛା ୭୨.୪୦ ଡଲାରକୁ ଖସି ଆସିଛି। ସେହିପରି WTI କ୍ରୁଡ୍ର ଦର ୦.୮୩ ପ୍ରତିଶତ କମି ବ୍ୟାରେଲ ପିଛା …
ରାମ ମନ୍ଦିର ଦାନ ବିବାଦ ପରେ ବଦଳିଲା ଚିତ୍ର, ପୁଣି ବଢ଼ିଲା ଦୈନିକ ଦାନ; ଅଧିକ ଭକ୍ତ ଅନଲାଇନ୍ ମାଧ୍ୟମ ବାଛୁଛନ୍ତି
ଅଯୋଧ୍ୟା ରାମ ମନ୍ଦିରରେ ଦାନ ଚୋରିର କଥିତ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଏହି ମାମଲାରେ ଟିନ୍ନୁ ଯାଦବଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ପୁଲିସ ଚଢ଼ାଉ ଶେଷ କରିଛି। ଏହି ଅଭିଯାନ ସମୟରେ …
ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ରବି ଧାନ କ୍ରୟ ଅବଧିକୁ ଆସନ୍ତା ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ବୋଲି …
ମହାରାଷ୍ଟ୍ର ବିଧାନ ପରିଷଦ ଉପସଭାପତି ନିର୍ବାଚନ: MVA ପକ୍ଷରୁ ଜେଏମ ଅଭ୍ୟଙ୍କର ପ୍ରାର୍ଥୀ, ଶିନ୍ଦେ ଶିବିରରୁ ସଚିନ ଅହିରଙ୍କ ଏଣ୍ଟ୍ରିରେ ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା
ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ପଦକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏହି ପଦ ପାଇଁ ମହାବିକାସ ଆଘାଡ଼ି ବା MVA ପକ୍ଷରୁ ବିଧାନ ପରିଷଦ ସଦସ୍ୟ ତଥା ଶିକ୍ଷାବିଦ୍ ଜେଏମ ଅଭ୍ୟଙ୍କରଙ୍କୁ ପ୍ରାର୍ଥୀ କରାଯାଇଛି। ଏହାରି ମଧ୍ୟରେ ଉଦ୍ଧବ ଠାକରେଙ୍କ …
ଦେବସ୍ନାନ ପୂର୍ଣ୍ଣିମା ଯେଉଁଠି ଭକ୍ତ ପାଇଁ ଭଗବାନ ଦଉଡି ଆସନ୍ତି ସ୍ନାନ ମଣ୍ଡପକୁ । ସେଥିପାଇଁ ତ ତାଙ୍କୁ ପତିତପାବନ କୁହନ୍ତି । ସ୍ନାନ ମଣ୍ଡପକୁ ପ୍ରଭୁ ଆସନ୍ତି ଧାଡି ପହଣ୍ଡି ହୋଇ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଠାକୁର …
ନାଁ କୁ ନେଇ ପ୍ରଶ୍ନ ଘେରରେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ନୂଆ ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବା ସୁଜାତା ରାଉତ ।
ସୁଜାତାରୁ ସୁଜାତା ରାଉତ । ନାଁ କୁ ନେଇ ପ୍ରଶ୍ନ ଘେରରେ ପୂର୍ବତନ ପ୍ରଶାସିକା ତଥା ବିଜୁ ଜନତା ଦଳର ନୂଆ ନେତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବା ସୁଜାତା ରାଉତ । ନିକଟରେ ସୁଜାତା ବିଜୁ ଜନତା ଦଳର ସଭାପତି …
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟୋରରେ ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗ ଆସିବା ପରେ ଷ୍ଟୋର ମେଡିକାଲ ଅଫିସର (ଏସଏମଓ)ଙ୍କୁ ଷ୍ଟୋର ପରିଚାଳନା …
ପାରଳାଖେମୁଣ୍ଡି: ପ୍ରାକୃତିକ ସୌନ୍ଦର୍ଯ୍ୟ, ପାହାଡ଼-ଜଙ୍ଗଲ, ଝରଣା ଏବଂ ସମୃଦ୍ଧ ଆଦିବାସୀ ପରମ୍ପରା ପାଇଁ ପରିଚିତ ଗଜପତି ଜିଲ୍ଲା ଆଜି ନିଜର ଅମୂଲ୍ୟ ଐତିହ୍ୟ ଓ ଲୋକସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ମତ ପ୍ରକାଶ ପାଉଛି। ସଂସ୍କୃତିପ୍ରେମୀ ଓ …
ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସୋମବାର ସକାଳୁ ଭିମସାର, ବୁର୍ଲାର ଏଷ୍ଟାବ୍ଲିସମେଣ୍ଟ ଅଫିସର୍-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ୪ଟି ଠିକଣାରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ନିଜ ଜଣାଶୁଣା ଆୟରୁ ଅଧିକ ସମ୍ପତ୍ତି …
