ମୌସୁମୀ ବର୍ଷାକୁ ଆହୁରି ସକ୍ରିୟ କରିବା ପାଇଁ ବଙ୍ଗୋପସାଗରରେ ଏକ ପ୍ରମୁଖ ପାଣିପାଗ ପ୍ରକ୍ରିୟା ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ …
ଭୁବନେଶ୍ୱର: ଓଡ଼ିଶା ପୋଲିସ ପାଇଁ ଆସିଛି ଏକ ଐତିହାସିକ ଗୌରବର ମୁହୂର୍ତ୍ତ। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ **‘ପ୍ରେସିଡେଣ୍ଟସ୍ କଲର’ (President’s Colour)**ରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯିବ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପରେଡ୍ …
ଚଳିତ ଶିକ୍ଷାବର୍ଷରେ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ; ସଂଶୋଧିତ ପୁସ୍ତକରେ ପଢ଼ିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟଗୁଡ଼ିକୁ ବଣ୍ଟନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ ନାହିଁ। ଏହା ପରିବର୍ତ୍ତେ ସଂଶୋଧିତ ପୁସ୍ତକ ପ୍ରତ୍ୟେକ ବିଦ୍ୟାଳୟକୁ ଯୋଗାଇ ଦିଆଯିବ ଏବଂ ସେହି ପୁସ୍ତକ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ। ଏହି ସୂଚନା ଦେଇଛନ୍ତି …
ଏଆଇଏଡିଏମ୍କେକୁ ବଡ଼ ଝଟ୍କା; ବିଧାୟକ ଏମ୍.ଆର୍. ବିଜୟଭାସ୍କରଙ୍କ ଇସ୍ତଫା, ଟିଭିକେରେ ଯୋଗଦାନ ନେଇ ଚର୍ଚ୍ଚା
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏଆଇଏଡିଏମ୍କେକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ବିଧାୟକ ଏମ୍.ଆର୍. ବିଜୟଭାସ୍କର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ନେତୃତ୍ୱର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ ଏହି ନିଷ୍ପତ୍ତି ନେଇଥିବା ସୂଚନା …
କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଆଦିବାସୀ ସଂସ୍କୃତି ଓ ପାରମ୍ପରିକ ନୀତିନିୟମ ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି। ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ଓ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ସକାଳେ …
ସମବାୟ ସମିତି ମାଧ୍ୟମରେ ସାର ବଣ୍ଟନକୁ ପ୍ରୋତ୍ସାହନ: ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଇବା ଏବଂ କଳାବଜାରୀକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ସମବାୟ ବିଭାଗର ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି। “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ …
ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦିବ୍ୟ ‘ଗଜବେଶ’: ଜାଣନ୍ତୁ ହାତୀବେଶ ପଛରେ ରହିଥିବା ଭକ୍ତିର ଅପୂର୍ବ କାହାଣୀ
ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳା ଯେତିକି ରହସ୍ୟମୟ, ଭକ୍ତଙ୍କ ପାଇଁ ସେତିକି ଭାବପୂର୍ଣ୍ଣ ଓ ପ୍ରେରଣାଦାୟକ। ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ‘ଗଜବେଶ’ ବା ‘ହାତୀବେଶ’ ଅନ୍ୟତମ। ଏହାକୁ ଗଜାନନ ବେଶ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ …
ଅଣସର ଦର୍ଶନ ପାଇଁ ଅଲାରନାଥରେ ବ୍ୟାପକ ପ୍ରସ୍ତୁତି: ୭ ପ୍ଲାଟୁନ ପୁଲିସ ଫୋର୍ସ, ୭୦ରୁ ଅଧିକ ଅଧିକାରୀ ମୁତୟନ
ବ୍ରହ୍ମଗିରି (ସୁରେଶ ଦାଶ): ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ଭକ୍ତମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିରକୁ ମୁହାଁଇଥାନ୍ତି। ଜୁନ୍ ୩୦ରୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାର …
ମହାପ୍ରଭୁଙ୍କ ସ୍ନାନଯାତ୍ରା: ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମାଗମ, ସାହାଣମେଳାରେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁ ମେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କୁ ସମ୍ବାଦ ଡିଜିଟାଲ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, …
ତେଲକୋଇ: ତାମିଲନାଡୁର ଏକ ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡ଼ି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ମାମଲା ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି)ରେ ପହଞ୍ଚିଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର …
