ତାମିଲନାଡୁ ସରକାର ଫିଲ୍ମ ପ୍ରଯୋଜକ କେ. ଭେଙ୍କଟ ନାରାୟଣଙ୍କୁ ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜୁନ୍ ୨୩ରେ ଜାରି ହୋଇଥିବା ଆଦେଶ ଅନୁସାରେ, ଏହି ନିଯୁକ୍ତି ଗୋଟିଏ ବର୍ଷ ପାଇଁ କରାଯାଇଛି। ଏହି …
ଯଦି ଆଜି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କୌଣସି ଜରୁରୀ କାମ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ। ଆଜି ଜୁନ୍ ୨୭, ୨୦୨୬ ଶନିବାର ଥିବାରୁ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଶାଖା ବନ୍ଦ ରହିବ। …
ପାକିସ୍ତାନରେ ଶନିବାର ସକାଳେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ୟୁରୋପିୟ-ମେଡିଟେରେନିଆନ ସିସ୍ମୋଲଜିକାଲ ସେଣ୍ଟର (EMSC) ଅନୁସାରେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଦେଶର ଅନେକ ସ୍ଥାନରେ ଏହି ଝଟ୍କା ଅନୁଭୂତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ …
୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ଚାଲିଲା ଏକାଧିକ ସ୍ଥାନରେ ଚଢ଼ାଉ
ନବରଙ୍ଗପୁର ଜିଲ୍ଲାରେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତେନାତ ଧରିଛି। ଏହାପରେ ଅଭିଯୁକ୍ତଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଏକାସାଙ୍ଗେ ଚଢ଼ାଉ ମଧ୍ୟ କରାଯାଇଛି। ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗକୁ ନେଇ …
ଭୁବନେଶ୍ୱର: ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଶୁକ୍ରବାର ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି। ଦଳର ସଭାପତି ମହମ୍ମଦ ମୋକିମଙ୍କ ଅନୁମୋଦନକ୍ରମେ ୨୬ ଜଣିଆ ରାଜ୍ୟ କମିଟି ଗଠନ କରାଯାଇଛି। ନୂତନ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, …
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶୁକ୍ରବାର ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିଛି। ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ଏଆଇସିସି ପ୍ରଭାରୀ ଭାବେ ନିଯୁକ୍ତ …
ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଜି ରଥ ନିର୍ମାଣର ୬୭ତମ ଦିବସରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ବିଭିନ୍ନ ସେବକମାନେ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ତିନି ରଥର ୧୨ଟି ଦୁଆର …
୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଓଡ଼ିଆ ସିନେମା ପାଇଁ ଆସିବ ନୂଆ ଚଳଚ୍ଚିତ୍ର ନୀତି, କଳିଙ୍ଗ ଷ୍ଟୁଡିଓ ହେବ ଡିଜିଟାଲ୍ ହବ୍
ଭୁବନେଶ୍ୱର, ୨୬ ଜୁନ: ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଜାତିର ଅସ୍ମିତା ଓ ସଂସ୍କୃତିର ପରିଚୟ। ଏହାର ସର୍ବାଙ୍ଗୀନ ବିକାଶ, କଳାକାରଙ୍କ ସୁରକ୍ଷା ଓ ଆଧୁନିକ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର …
କଟକ, ୨୬ ଜୁନ:କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଅଞ୍ଚଳର କୁଆଁପାଳ ଛକରେ ଶୁକ୍ରବାର ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟିଛି। ମାଣିଆବନ୍ଧ ସନ୍ତରାବାଡ଼ି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା (୩୨)ଙ୍କୁ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଗୁଳିମାଡ଼ …
ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ସରକାରୀ ଶିକ୍ଷକ, ଅନ୍ତଃରାଜ୍ୟ ରାକେଟର ମାଷ୍ଟରମାଇଣ୍ଡକୁ ମଧ୍ୟ ଗିରଫ କଲା STF
ଓଡ଼ିଶାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ୩୩ କେଜି ଗଞ୍ଜେଇ ଚାଲାଣ ବେଳେ ୩ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ଥିବା ଲୋକଙ୍କ ମଧ୍ୟରେ ୨ ଜଣ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ …
