ନିର୍ବାଚିତ ଜନପ୍ରତିନିଧିମାନେ ଶପଥ ଗ୍ରହଣ ସମୟରେ ଆଇନରେ ଉଲ୍ଲେଖ ଥିବା ନିୟମକୁ ହିଁ ଅନୁସରଣ କରିବାକୁ ପଡ଼ିବ। ଦେବଦେବୀ, ଭାରତ ମାତା, ରାଜନୈତିକ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ନାଁ ଯୋଡ଼ି ଶପଥ ନେବା ଆଇନ ସମ୍ମତ ନୁହେଁ ବୋଲି କେରଳ ହାଇକୋର୍ଟ …
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)କୁ ନେଇ ଏକ ବଡ଼ ଟ୍ରେଡ୍ ଡିଲ୍ର ଚର୍ଚ୍ଚା ଜୋର ଧରିଛି। ଖବର ଅନୁସାରେ, ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ଛାଡ଼ିବା ବିଷୟରେ ବିଚାର କରୁଛି। ଏହା …
ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଆଜିଠୁ ଜାତୀୟ ଆଥଲେଟିକ୍ସର ମହାସମରର ସାକ୍ଷୀ ହେବ। ୬୫ତମ ନ୍ୟାସନାଲ ଇଣ୍ଟର-ଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୬ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ, ପ୍ରତିଯୋଗିତା ଜୁନ୍ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ …
ଇରାନ ପ୍ରସଙ୍ଗରେ ଆମେରିକୀୟ ସେନେଟ୍ ଉପରେ ଟ୍ରମ୍ପଙ୍କ କଡ଼ା ଆକ୍ରମଣ, କହିଲେ- “ମୋ କାମକୁ ଆହୁରି କଷ୍ଟକର କରିଦେଲେ”
ଇରାନକୁ ନେଇ ଆମେରିକାର ରାଜନୀତିରେ ପୁଣି ଥରେ ତର୍କ ତୀବ୍ର ହୋଇଛି। ଆମେରିକାର ସେନେଟ୍ ଇରାନ ବିରୋଧରେ ଆଗାମୀ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ନିୟନ୍ତ୍ରଣ ଲଗାଇବାକୁ ଏକ ପ୍ରସ୍ତାବ ପାସ୍ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। …
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର କିଟ୍ ଛକରୁ ପଟିଆ ଛକ ମଧ୍ୟରେ ପାଇଲଟ ପ୍ରକଳ୍ପ ଭାବେ ଡଷ୍ଟ କଲେକ୍ଟର ସ୍ଥାପନ କରାଯାଇଛି। …
ମୁମ୍ବାଇ: ବର୍ଷା ଦିନରେ ଲୋକାଲ ଟ୍ରେନରେ ଘରକୁ ଫେରୁଥିବା ଜଣେ ଯୁବକଙ୍କ ପାଇଁ ସାଧାରଣ ଯାତ୍ରା ଶେଷରେ ମୃତ୍ୟୁରେ ପରିଣତ ହୋଇଛି। ଟ୍ରେନର କବାଟ ବନ୍ଦ କରିବାକୁ କହିବାକୁ ନେଇ ହୋଇଥିବା ଯୁକ୍ତିତର୍କ ପରେ ଚଳନ୍ତା ଟ୍ରେନ ଭିତରେ ତାଙ୍କୁ ଛୁରାମାଡ଼ …
ସାରା ଓଡ଼ିଶାରେ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଆଗକୁ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସମଗ୍ର ଓଡ଼ିଶାକୁ ସ୍ପର୍ଶ କରିଛି। ତେବେ ମୌସୁମୀ ବାୟୁର ଦୁର୍ବଳ ସ୍ଥିତି ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ଏପର୍ଯ୍ୟନ୍ତ ସନ୍ତୋଷଜନକ ହୋଇନାହିଁ। ଗତ ୧୦ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ସାମାନ୍ୟ ବର୍ଷା …
ପୁରୀ: ବଳିଆପଣ୍ଡା ଥାନା ଅନ୍ତର୍ଗତ ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୁରୀ ପୁଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚନ୍ଦନ କୁମାର ପଲାରଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ …
ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥର କଥିତ ହେରଫେର ମାମଲାର ତଦନ୍ତ କରୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT) ତାହାର ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ଦାନ ସଂଗ୍ରହ ଓ ତାହାର ନିରୀକ୍ଷଣ ବ୍ୟବସ୍ଥାରେ ଅନେକ ଅନିୟମିତତା ଥିବା …
୫ ବର୍ଷରେ ଜବରଦସ୍ତ ରିଟର୍ଣ୍ଣ ଦେଇଛି ଏହି ରିଟାୟରମେଣ୍ଟ ମ୍ୟୁଚୁଆଲ ଫଣ୍ଡ, ଜାଣନ୍ତୁ କେଉଁ ଫଣ୍ଡ ରହିଛି ଆଗରେ
ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ଦେଶରେ ମ୍ୟୁଚୁଆଲ ଫଣ୍ଡ ପ୍ରତି ନିବେଶକଙ୍କ ଆଗ୍ରହ ଦ୍ରୁତ ଭାବେ ବଢ଼ିଛି। ବଜାରରେ ଉତ୍ଥାନ-ପତନ ଦେଖାଯାଇଥିଲେ ମଧ୍ୟ ଲୋକମାନେ ଦୀର୍ଘମିଆଦୀ ଲାଭ ଆଶାରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଜାରି ରଖିଛନ୍ତି। ଶିଳ୍ପ କ୍ଷେତ୍ରର ତଥ୍ୟ …
