ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଆରମ୍ଭ ହୋଇଛି। ଏହି କ୍ରମରେ ବୁନ୍ଦେଲଖଣ୍ଡର ରାଜନୀତିରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ୨୦୨୪ ଲୋକସଭା ନିର୍ବାଚନରେ ବିଏସପି ଟିକେଟରେ ବାନ୍ଦା-ଚିତ୍ରକୂଟ ଆସନରୁ ନିର୍ବାଚନ ଲଢ଼ିଥିବା ମୟଙ୍କ ଦ୍ୱିବେଦୀ ସମାଜବାଦୀ …
ପଶ୍ଚିମବଙ୍ଗର ରେଜିନଗର ବିଧାନସଭା ଉପନିର୍ବାଚନକୁ ନେଇ ଶନିବାର ବଡ଼ ରାଜନୈତିକ ମୋଡ଼ ସାମ୍ନାକୁ ଆସିଛି। ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ପ୍ରଥମେ ନିଜ ନାମାଙ୍କନ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ କିଛି ଘଣ୍ଟା ପରେ …
ଲୁଧିଆନାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ କାଫିଲା ସାମ୍ନାରେ ବିରୋଧ ପ୍ରଦର୍ଶନ କରିବା ପରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କୁ ପଞ୍ଜାବ ପୋଲିସ ହେପାଜତରେ ନେଇଛି। ଶନିବାର, ସେପ୍ଟେମ୍ବର ୧୯ରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ, ଅର୍ଥାତ୍ PAU …
ପୂର୍ତ୍ତ ବିଭାଗକୁ ନେଇ ମନ୍ତ୍ରୀ ପୃଥ୍ବୀରାଜଙ୍କ ବଡ଼ ବୈଠକ, ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୁବନେଶ୍ୱର: ପୂର୍ତ୍ତ ବିଭାଗକୁ ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। ବୈଠକରେ ପୂର୍ତ୍ତ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବିଭିନ୍ନ …
CM ମାଝୀଙ୍କ UAE ଗସ୍ତରେ ବୈଶ୍ୱିକ ମଞ୍ଚରେ ପହଞ୍ଚିଲା ଓଡ଼ିଶା, ₹୨.୪୩ ଲକ୍ଷ କୋଟିର ନିବେଶ ଓ ରୋଜଗାରର ନୂଆ କିରଣ
ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ସେପ୍ଟେମ୍ବରରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁନାଇଟେଡ୍ ଆରବ ଏମିରେଟ୍ସ (UAE) ଗସ୍ତରେ ଥିଲେ। ଏହି ଗସ୍ତ ସମୟରେ ସେ ଆବୁଧାବି ଓ ଦୁବାଇରେ ବିଭିନ୍ନ ବୈଶ୍ୱିକ ନିବେଶକଙ୍କ ସହ ବୈଠକ କରି ଓଡ଼ିଶାରେ …
ନରାଜରେ ୮୭୦ ଏକର ଜମିରେ ହେବ ‘ଓଡ଼ିଶା ସିଲିକନ୍ ଭାଲି’, ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ସେପ୍ଟେମ୍ବର: ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି। ନୂଆଦିଲ୍ଲୀରେ ଚାଲିଥିବା ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ମୁଖ୍ୟମନ୍ତ୍ରୀ …
ଦିନ ଗଡ଼ୁଛି, ବଢ଼ୁଛି ଚିନ୍ତା: ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଆଡ଼କୁ ମୁହାଁଇପାରେ ପାଣିପାଗ ପ୍ରଣାଳୀ
ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ୁଛି। ଉତ୍ତର ଥାଇଲ୍ୟାଣ୍ଡ ଉପରେ ରହିଥିବା ଘୂର୍ଣ୍ଣିବଳୟ ଧୀରେଧୀରେ ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ଏହା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପହଞ୍ଚିପାରେ। …
ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତିଛି। ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ଭାରତୀୟ ଦଳ ୧୨୭ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଶୃଙ୍ଖଳାକୁ କ୍ଲିନ୍ ସୁଇପ୍ …
ଦକ୍ଷତା ବିକାଶରେ ଓଡ଼ିଶାର ମଡେଲ୍: ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନୀତି ଆୟୋଗର ପ୍ରଶଂସା
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ମାନବ ସମ୍ବଳର ଦକ୍ଷତା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ସୁଯୋଗ ସହ ଦକ୍ଷତାକୁ ଯୋଡ଼ିବା ଦିଗରେ ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ର …
ମହାରାଷ୍ଟ୍ର ଯାଇଥାନ୍ତେ ୫ ଓରାଂଉଟାନ୍: ହୋଟେଲ୍ ମାଲିକ ବାପପୁଅଙ୍କ ଆକାଉଣ୍ଟ ଓ କଲ୍ ରେକର୍ଡ ଯାଞ୍ଚ
ଭୋଗରାଇ ବ୍ଲକ୍ର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍ ଶାବକ ମିଳିବା ଘଟଣାର ତଦନ୍ତ ଏବେ ଆହୁରି ଗଭୀର ହୋଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ବିଭିନ୍ନ ଦିଗରୁ ଘଟଣାର ଖୋଳତାଡ଼ କରୁଛି। ପ୍ରାଥମିକ ତଦନ୍ତରେ ଦୀଘାର ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ର …
