ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ପୁନର୍ଗଠନ ହୋଇପାରେ। ସୂତ୍ର ଅନୁସାରେ, ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଏହି ଅଦଳବଦଳ ଚୂଡ଼ାନ୍ତ ରୂପ ନେଇପାରେ। ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା …
ଭାରତ ସାମ୍ନାରେ ପାକିସ୍ତାନର ସ୍ୱୀକାରୋକ୍ତି! କୋଚ୍ ମାଇକ୍ ହେସନ୍ କହିଲେ— ‘ଭାରତ ହିଁ ବିଶ୍ୱର ନମ୍ବର ୱାନ୍ ଦଳ’
ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ୍ ଦଳ। ତାଙ୍କ କହିବା ଅନୁସାରେ, କେବଳ ପାକିସ୍ତାନ ନୁହେଁ, ବରଂ ବିଶ୍ୱର ପ୍ରାୟ ସମସ୍ତ ଦଳ ଭାରତକୁ ପରାସ୍ତ …
ଅୟାତୁଲ୍ଲା ଅଲି ଖାମେନେଇଙ୍କ ରାଜକୀୟ ଶେଷକୃତ୍ୟ ପାଇଁ ଭାରତୀୟ ନେତାଙ୍କୁ ଇରାନର ନିମନ୍ତ୍ରଣ, ଯୋଗ ଦେବେ ମହବୁବା ମୁଫ୍ତି
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ରାଜକୀୟ ଶେଷକୃତ୍ୟରେ ଯୋଗଦେବା ପାଇଁ ଇରାନ ସରକାର ଭାରତର ଅନେକ ନେତାଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇଛନ୍ତି। ଜୁଲାଇ ୪ରୁ ଜୁଲାଇ ୯, ୨୦୨୬ ପର୍ଯ୍ୟନ୍ତ ତେହରାନ, କୋମ୍ ଓ ମଶହଦ ସହରରେ …
ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ ରଘୁବଂଶୀଙ୍କ ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ମିଳିଥିବା ଜାମିନ ଉପରେ ତୁରନ୍ତ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ମେଘାଳୟ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ନୋଟିସ ଜାରି କରିଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି …
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଇଲେକ୍ଟ୍ରିକ୍ ଭେହିକଲ୍ (ଇଭି) ବଜାର ଭାବେ ଉଭା ହୋଇଛି। ଗୁରୁଗ୍ରାମ ସ୍ଥିତ ଏକ ଅଟୋ-ଟେକ୍ କମ୍ପାନୀ ପକ୍ଷରୁ କରାଯାଇଥିବା ଦେଶବ୍ୟାପୀ ସର୍ଭେ ଅନୁଯାୟୀ, ମେ’ ୨୦୨୫ରୁ ମେ’ ୨୦୨୬ ମଧ୍ୟରେ …
ପାଠ୍ୟପୁସ୍ତକ ବିବାଦ ପରେ ବଡ଼ ପଦକ୍ଷେପ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ସଂଶୋଧିତ ପୁସ୍ତକ ଉପରେ ଜନମତ ମାଗିଲେ ଓଡ଼ିଶା ସରକାର
ରାଜ୍ୟରେ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଦେଖାଦେଇଥିବା ବିବାଦ ପରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସଂଶୋଧିତ ପାଠ୍ୟପୁସ୍ତକକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହା ସହ ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ …
ଝାରସୁଗୁଡ଼ାରେ ରାସ୍ତା କଡ଼ରେ ମିଳିଲା ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ
ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଥାନା ଅଧୀନ ମୁଚବାହାଲ ଅଞ୍ଚଳରେ ଗୁରୁବାର ଏକ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ରାସ୍ତା ଉପରୁ ଉଦ୍ଧାର ହୋଇଛି। ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ସର୍ବସାଧାରଣ ରାସ୍ତା ଉପରେ ଫିଙ୍ଗି ଫେରାର ହୋଇଯାଇଥିବା …
କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ (8th Pay Commission)ର କାମ ଏବେ ଜୋରଦାର ଭାବେ ଆଗକୁ ବଢ଼ୁଛି। ବିଭିନ୍ନ ରାଜ୍ୟରେ ବୈଠକ ହେଉଛି ଏବଂ କର୍ମଚାରୀ ସଂଗଠନମାନଙ୍କଠାରୁ ପରାମର୍ଶ ନିଆଯାଉଛି। ଏହି …
ଦେଶର ସବୁଠାରୁ ବଡ଼ ଘରୋଇ ବିମାନ ସେବା କମ୍ପାନୀ IndiGo ନୋଏଡା ଇଣ୍ଟରନ୍ୟାସନାଲ୍ ବିମାନବନ୍ଦରରୁ ୮ଟି ନୂଆ ସହରକୁ ବିମାନ ସେବା ଆରମ୍ଭ କରିଛି। ଏଥିପାଇଁ କମ୍ପାନୀ ଗୋଟିଏ ଦିନରେ ରେକର୍ଡ ୩୧ଟି ନୂଆ ଉଡ଼ାଣ ଆରମ୍ଭ କରିଛି। ଏହା ସହ …
କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ନିଜର ପ୍ରାୟ ୮ କୋଟି ସକ୍ରିୟ ସଦସ୍ୟଙ୍କ ପାଇଁ PF ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ଫଳରେ ଅନେକ କର୍ମଚାରୀଙ୍କ ହାତକୁ ମିଳୁଥିବା ଦରମା (Take Home Salary) ବଢ଼ିପାରେ। EPFOର …
