ଭୁବନେଶ୍ୱର: ପୂର୍ତ୍ତ ବିଭାଗକୁ ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। ବୈଠକରେ ପୂର୍ତ୍ତ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବିଭିନ୍ନ …
CM ମାଝୀଙ୍କ UAE ଗସ୍ତରେ ବୈଶ୍ୱିକ ମଞ୍ଚରେ ପହଞ୍ଚିଲା ଓଡ଼ିଶା, ₹୨.୪୩ ଲକ୍ଷ କୋଟିର ନିବେଶ ଓ ରୋଜଗାରର ନୂଆ କିରଣ
ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ସେପ୍ଟେମ୍ବରରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁନାଇଟେଡ୍ ଆରବ ଏମିରେଟ୍ସ (UAE) ଗସ୍ତରେ ଥିଲେ। ଏହି ଗସ୍ତ ସମୟରେ ସେ ଆବୁଧାବି ଓ ଦୁବାଇରେ ବିଭିନ୍ନ ବୈଶ୍ୱିକ ନିବେଶକଙ୍କ ସହ ବୈଠକ କରି ଓଡ଼ିଶାରେ …
ନରାଜରେ ୮୭୦ ଏକର ଜମିରେ ହେବ ‘ଓଡ଼ିଶା ସିଲିକନ୍ ଭାଲି’, ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ସେପ୍ଟେମ୍ବର: ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି। ନୂଆଦିଲ୍ଲୀରେ ଚାଲିଥିବା ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ମୁଖ୍ୟମନ୍ତ୍ରୀ …
ଦିନ ଗଡ଼ୁଛି, ବଢ଼ୁଛି ଚିନ୍ତା: ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଆଡ଼କୁ ମୁହାଁଇପାରେ ପାଣିପାଗ ପ୍ରଣାଳୀ
ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ୁଛି। ଉତ୍ତର ଥାଇଲ୍ୟାଣ୍ଡ ଉପରେ ରହିଥିବା ଘୂର୍ଣ୍ଣିବଳୟ ଧୀରେଧୀରେ ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ଏହା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପହଞ୍ଚିପାରେ। …
ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତିଛି। ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ଭାରତୀୟ ଦଳ ୧୨୭ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଶୃଙ୍ଖଳାକୁ କ୍ଲିନ୍ ସୁଇପ୍ …
ଦକ୍ଷତା ବିକାଶରେ ଓଡ଼ିଶାର ମଡେଲ୍: ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନୀତି ଆୟୋଗର ପ୍ରଶଂସା
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ମାନବ ସମ୍ବଳର ଦକ୍ଷତା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ସୁଯୋଗ ସହ ଦକ୍ଷତାକୁ ଯୋଡ଼ିବା ଦିଗରେ ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ର …
ମହାରାଷ୍ଟ୍ର ଯାଇଥାନ୍ତେ ୫ ଓରାଂଉଟାନ୍: ହୋଟେଲ୍ ମାଲିକ ବାପପୁଅଙ୍କ ଆକାଉଣ୍ଟ ଓ କଲ୍ ରେକର୍ଡ ଯାଞ୍ଚ
ଭୋଗରାଇ ବ୍ଲକ୍ର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍ ଶାବକ ମିଳିବା ଘଟଣାର ତଦନ୍ତ ଏବେ ଆହୁରି ଗଭୀର ହୋଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ବିଭିନ୍ନ ଦିଗରୁ ଘଟଣାର ଖୋଳତାଡ଼ କରୁଛି। ପ୍ରାଥମିକ ତଦନ୍ତରେ ଦୀଘାର ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ର …
ଭୁବନେଶ୍ୱର ଡିସିପି ପଦରୁ ବିଦାୟ, ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀଙ୍କ ସେବାରେ ଅବସାନ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ରାଷ୍ଟ୍ରପତି ତାଙ୍କ …
ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ବିବାଦ, ଗତକାଲି ରାତିରୁ ବନ୍ଦ ନୀତିକାନ୍ତି ଭୁବନେଶ୍ୱର: ପୁଣି ଥରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି। ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ସେବାକୁ ନେଇ ବିବାଦ ଉପୁଜିବା ପରେ ଗତକାଲି ରାତି …
ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଅନୁମୋଦନ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ରାଜ୍ୟରେ ସରକାରୀ ଯୋଜନା ଓ ବୃହତ୍ ପ୍ରକଳ୍ପଗୁଡ଼ିକର କାମ ନିର୍ଦ୍ଧାରିତ ସମୟରେ ଆଗେଇ ନେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ୩୦ଟି ଜିଲ୍ଲାରେ ବିଭିନ୍ନ ଯୋଜନାର …
