ହିନ୍ଦୀ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଭାରତର ଭାଷାଗତ ବିବିଧତାକୁ ଦେଶର ଶକ୍ତି ବୋଲି କହିଛନ୍ତି। ଭାରତ ଭାଷାଗତ ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧିର ଏକ ଅନନ୍ୟ ଦେଶ ବୋଲି ସେ କହିଛନ୍ତି। ଅମିତ …
₹୧୬ ହଜାର କୋଟିରେ ସୁଦୃଢ଼ ହେବ ଟ୍ରାନ୍ସମିଶନ୍ ବ୍ୟବସ୍ଥା, ସ୍ମଲ୍ ହାଇଡ୍ରୋ ପ୍ରକଳ୍ପକୁ ମିଳିବ ନୂଆ ଗତି, ଓଡ଼ିଶାର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ନୂଆ ଦିଗ ଦେବା ପାଇଁ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଉପରେ ବଡ଼ ପଦକ୍ଷେପ ନେଇଛି ରାଜ୍ୟ ସରକାର। …
୨୦୨୨ରେ ଆମ୍ ଆଦମୀ ପାର୍ଟି (AAP) ଗୋଆର ନିର୍ବାଚନୀ ରାଜନୀତିରେ ନିଜର ଉପସ୍ଥିତି ଜାହିର କରି ୨ଟି ବିଧାନସଭା ଆସନ ଏବଂ ୬.୭୭ ପ୍ରତିଶତ ଭୋଟ୍ ଶେୟର ହାସଲ କରିଥିଲା। ଏବେ ୫ ବର୍ଷ ପରେ ଦଳ ଏହି ଆଧାରକୁ ଆହୁରି …
କେନ୍ଦ୍ର ସରକାର ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ୍ ସୋସାଇଟିଜ୍ (CRCS) ଅଧୀନରେ ‘ସହାରା ରିଫଣ୍ଡ ପୋର୍ଟାଲ’କୁ ପୁଣିଥରେ ଚାଲୁ କରିଛନ୍ତି। ସହାରା ଗ୍ରୁପ୍ର କୋଅପରେଟିଭ୍ ସୋସାଇଟିରେ ଟଙ୍କା ଜମା କରି ରିଫଣ୍ଡକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ଏହା ଆଶ୍ୱସ୍ତିର ଖବର। …
ପୂର୍ବ ଭାରତର ରାଜ୍ୟ ବିହାର ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ଭୟଙ୍କର ବନ୍ୟା ଏବଂ ଜଳପ୍ଲାବନର ସାମ୍ନା କରିଥାଏ। ବର୍ଷ ଓ ତାରିଖ ବଦଳୁଛି, କିନ୍ତୁ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶା ଶେଷ ହେଉନାହିଁ। ଚଳିତ ବର୍ଷ ମଧ୍ୟ …
‘AIକୁ ଯିଏ ଜିତିବ, ସେ ଜିତିବ’; ଚୀନଠାରୁ ଆଗରେ ରହିବାକୁ ଆମେରିକାର ଜୋରଦାର ପ୍ରୟାସ, କୃତ୍ରିମ ବୁଦ୍ଧିମତ୍ତା ବା AIକୁ ନେଇ ସାରା ବିଶ୍ୱରେ ସୁରକ୍ଷା ଓ ନିୟନ୍ତ୍ରଣ ଉପରେ ବିତର୍କ ତୀବ୍ର ହେଉଥିବାବେଳେ ଆମେରିକା ଏହି ଦୌଡ଼ରେ କୌଣସି ପରିସ୍ଥିତିରେ …
ମୋହସିନ ନକଭିଙ୍କ ହାତରୁ ଏସିଆ କପ୍ ଟ୍ରଫି ଗ୍ରହଣ ନକରିବା ନେଇ ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ BCCIର ପ୍ରତିକ୍ରିୟା ସାମ୍ନାକୁ ଆସିଛି। BCCI ସଚିବ ଦେବଜିତ ସୈକିଆ କହିଛନ୍ତି ଯେ, ପହଲଗାମ ଆକ୍ରମଣ ପରେ ଦେଶର ଲୋକଙ୍କ ଭାବନା ଏବଂ …
ଦୁବାଇରେ ଓଡ଼ିଆ ମାଟିର ମହକ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ଭବ୍ୟ ସ୍ୱାଗତ
ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଯାଇଛି। ଏହି ଅବସରରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ଲୋକ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ପାରମ୍ପରିକ …
ଚଳିତ ମହିଳା ଟି-୨୦ ଏସିଆ କପ୍ର ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ବିଜୟ ସହ ଫାଇନାଲ ଟିକେଟ୍ ହାତେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ୪ ୱିକେଟ୍ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଟାଇଟଲ ଲଢ଼େଇରେ ପହଞ୍ଚିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ …
ବିପଦ ସଙ୍କେତ ତଳେ ସବୁ ନଦୀ; ମାଲକାନଗିରି-କଳାହାଣ୍ଡି ଉପରେ କଡ଼ା ନଜର, ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ …
