ସିନେମା ହଲ୍ରେ ଏବେ ଚାରିଟି ଫିଲ୍ମ ମଧ୍ୟରେ ବକ୍ସ ଅଫିସ୍ ଟକ୍କର ଚାଲିଛି। ନୂଆ ରିଲିଜ୍ ହୋଇଥିବା ‘ଦାୟରା’ ଏବଂ ‘ଭାଇବ୍’ ସହ ‘ମିର୍ଜାପୁର ଦି ମୁଭି’ ଓ ‘ହନୁମାନ ଅଂଶ’ ଦର୍ଶକଙ୍କ ପାଇଁ ସିନେମା ହଲ୍ରେ ଉପଲବ୍ଧ ରହିଛି। ତେବେ …
Entertainment
ଗୁଜରାଟର ଏକତା ନଗରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏଥର ଓଡ଼ିଆ ସିନେମା ପାଇଁ ମଧ୍ୟ ଆସିଛି ଗୌରବର ମୁହୂର୍ତ୍ତ। ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ହାତେଇଛି। ସମାରୋହରେ ବରିଷ୍ଠ …
ଲୋକପ୍ରିୟ ହିନ୍ଦୀ ୱେବ୍ ସିରିଜ୍ ଉପରେ ଆଧାରିତ ଫିଲ୍ମ ‘ମିର୍ଜାପୁର ଦ ମୁଭି’ ବକ୍ସ ଅଫିସରେ ଜବରଦସ୍ତ କମାଇ କରୁଛି। ଫିଲ୍ମଟି ସିନେମା ହଲ୍ରେ ଦୁଇ ସପ୍ତାହ ପୂରଣ କରି ତୃତୀୟ ସପ୍ତାହରେ ପ୍ରବେଶ କରିଛି। ଆରମ୍ଭରେ ଏହି ଫିଲ୍ମ ବକ୍ସ …
ଅଭିନେତା ସୂର୍ଯ୍ୟାଙ୍କ ପାଇଁ ୨୦୨୬ ବେଶ୍ ସଫଳ ବର୍ଷ ସାବ୍ୟସ୍ତ ହୋଇଛି। ଏହି ବର୍ଷରେ ତାଙ୍କ ଦୁଇଟି ଫିଲ୍ମ ୨୦୦ କୋଟିରୁ ଅଧିକ କଲେକ୍ସନ କରିଛି। ‘କରୁପ୍ପୁ’ ପରେ ‘ବିଶ୍ୱନାଥ ଆଣ୍ଡ ସନ୍ସ’ ମଧ୍ୟ ବକ୍ସ ଅଫିସରେ ବଡ଼ କଲେକ୍ସନ କରିଛି। …
ଶୁକ୍ରବାର ବକ୍ସ ଅଫିସରେ ନୂଆ ଫିଲ୍ମ ଓ ପୂର୍ବରୁ ଚାଲୁଥିବା ଫିଲ୍ମର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା। ନୂଆ ରିଲିଜ୍ ହୋଇଥିବା ‘ଦାୟରା’ ଓ ‘ଭାଇବ୍’ର ଆରମ୍ଭ ଧୀମା ରହିଥିବା ବେଳେ ‘ହନୁମାନ ଅଂଶ’ କମାଇ କ୍ଷେତ୍ରରେ ଆଗରେ ରହିଛି। ଅନ୍ୟପଟେ …
ମହାତ୍ମା ଗାନ୍ଧୀଙ୍କ ଜୀବନର ଏକ କମ୍ ଜଣାଶୁଣା ଅଧ୍ୟାୟକୁ ପରଦାରେ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଫିଲ୍ମମେକର ଅନୁଭବ ସିହ୍ନା ଓ ସୁଧୀର ମିଶ୍ର। ଗାନ୍ଧୀଙ୍କ ଜୀବନର ୨୧ ଦିନକୁ ଆଧାର କରି ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମରେ ନ୍ୟାସନାଲ ଆୱାର୍ଡ …
ଭୋଜପୁରୀ ଅଭିନେତ୍ରୀ କାଜଲ ରାଘୱାନୀଙ୍କୁ ଦେଖିବା ପାଇଁ ବିହାରଶରିଫରେ ଶନିବାର ପ୍ରବଳ ଭିଡ଼ ଜମିଥିଲା। ଏକ ଜ୍ୱେଲେରୀ ଶୋରୁମ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିଲେ। ତାଙ୍କ ଆସିବା ଖବର ପ୍ରଚାର ହେବା ପରେ ଶୋରୁମ୍ ନିକଟରେ …
ଡିସେମ୍ବର ୨୪ରେ ପରଦାକୁ ଆସିବ ଶାହରୁଖଙ୍କ ‘କିଙ୍ଗ୍’, ରିଲିଜ୍ ଡେଟ୍ ଘୋଷଣା ପରେ ବଢ଼ିଲା ଫ୍ୟାନ୍ସଙ୍କ ଉତ୍ସାହ
ବଲିଉଡ୍ର ସୁପରଷ୍ଟାର ଶାହରୁଖ୍ ଖାନ୍ଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘କିଙ୍ଗ୍’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି। ଶେଷରେ ଫିଲ୍ମର ମୁକ୍ତି ତାରିଖ ନେଇ ଅପେକ୍ଷାର ଅନ୍ତ ଘଟିଛି। ଆସନ୍ତା ଡିସେମ୍ବର ୨୪ରେ ‘କିଙ୍ଗ୍’ ସିନେମା ହଲ୍ରେ ରିଲିଜ୍ ହେବ …
ଓଟିଟିରେ ଧମାଲ କରିବ ‘ଇରୁମୁଡି’, ସେପ୍ଟେମ୍ବର ୧୮ରୁ ଦେଖିପାରିବେ ରବି ତେଜାଙ୍କ ଫିଲ୍ମ
ନୂଆଦିଲ୍ଲୀ: ବଡ଼ ପରଦାରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ହାସଲ କରିଥିବା ତେଲୁଗୁ ସୁପରଷ୍ଟାର ରବି ତେଜାଙ୍କ ଆକ୍ସନ୍-ଡ୍ରାମା ଫିଲ୍ମ ‘ଇରୁମୁଡି’ ଏବେ ଓଟିଟି ଦର୍ଶକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ। ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିବା ପରେ ଏହାର ଡିଜିଟାଲ୍ ରିଲିଜ୍ ତାରିଖ …
ଗଣେଶ ପୂଜାର ଉତ୍ସବମୁଖର ପରିବେଶ ମଧ୍ୟରେ ଓଡ଼ିଆ ସିନେମାପ୍ରେମୀଙ୍କ ପାଇଁ ଆସିଛି ମନୋରଞ୍ଜନର ନୂଆ ଖୋରାକ। ଏହି ଅବସରରେ ଭିନ୍ନ ଭିନ୍ନ କାହାଣୀ ଓ ଧାରାକୁ ନେଇ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ହରର୍ ଥ୍ରିଲର୍ଠାରୁ ଆରମ୍ଭ କରି …
