ଓଲିଉଡ୍ରେ ଦୁଇ ଦଶକର ଯାତ୍ରା ପୂରଣ କରିଥିବା ଅନେକ କଳାକାର ନିଜ ଅଭିନୟ ଓ ପରିଶ୍ରମ ବଳରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଅରିନ୍ଦମ ରାୟ, ବୁଦ୍ଧାଦିତ୍ୟ ମହାନ୍ତି, ସମରେଶ ରାଉତରାୟ, ଜୀନା ସାମଲ, ଚନ୍ଦନ କର ଓ …
Entertainment
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଚାଲିଛି। ଏହି ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର କପୁର। ଚରିତ୍ରଟିକୁ ପରଦାରେ ବିଶ୍ୱସନୀୟ ଭାବେ ଉପସ୍ଥାପନ କରିବା ପାଇଁ ରଣବୀରଙ୍କ ପ୍ରସ୍ତୁତି କେବଳ ଶରୀର …
ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆଗାମୀ ଫିଲ୍ମ ‘ଦି ୱାନ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ୁଛି। ଫିଲ୍ମରେ ଛଠ ପୂଜାକୁ ନେଇ ଏକ ସ୍ୱତନ୍ତ୍ର ଗୀତ ରହିଛି। ‘ଛଠୀ ମୈୟା’ ନାମକ ଏହି ଗୀତରେ ତମନ୍ନାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ …
ଦୀର୍ଘ ସମୟର ବିରତି ପରେ ପୁଣିଥରେ ଅଭିନୟ ଜଗତରେ ସକ୍ରିୟ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ। ପ୍ରସିଦ୍ଧ ନିର୍ଦ୍ଦେଶକ ହଂସଲ ମେହତାଙ୍କ ଆଗାମୀ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘ବାରାବାଙ୍କି’ରେ ତାଙ୍କୁ ଦେଖିବାକୁ ମିଳିବ। ଏହି ପ୍ରୋଜେକ୍ଟରେ ବିପାଶାଙ୍କ ସହ …
ଓଲିଉଡ୍ରେ ଏବେ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ପଶାପାଲି’। ସିନେମାର ସୁଟିଂ ଶେଷ ହୋଇଥିବାବେଳେ ବର୍ତ୍ତମାନ ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଏହାର ଏଡିଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି।ରାଜନୈତିକ ପୃଷ୍ଠଭୂମିକୁ ଆଧାର କରି ଫିଲ୍ମର କାହାଣୀ …
ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍’ ବକ୍ସ ଅଫିସରେ ଜୋରଦାର ଓପନିଂ କରିଛି। ରିଲିଜ୍ର ପ୍ରଥମ ଦିନରେ ହିଁ ଫିଲ୍ମର ଆୟ ୬୦ କୋଟି ଟଙ୍କା ପାର କରିଛି। ଅପରାହ୍ନ ୫ଟା ସୁଦ୍ଧା ଫିଲ୍ମଟି ୬୧.୧୩ କୋଟି ଟଙ୍କା ଆୟ କରିଥିବା …
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ସାମୁକ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୂଆ ଜନର୍ ଓ ଚ୍ୟାଲେଞ୍ଜିଂ ଚରିତ୍ର ସହ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଥିବା ଅକ୍ଷୟ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମର ପ୍ରଥମ ପର୍ଯ୍ୟାୟର …
ହିନ୍ଦୀ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନକୁ ନେଇ ତିଆରି ହେବାକୁ ଯାଉଛି ଏକ ବାୟୋପିକ୍। ଏହି ପ୍ରକଳ୍ପ ସହ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ଯୋଡ଼ିଥିବା ବେଳେ, ସାରା ଅର୍ଜୁନ ମଧୁବାଲାଙ୍କ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।ଫିଲ୍ମର …
ପୁଣି ଚର୍ଚ୍ଚାରେ ‘କ୍ୟାପ୍ଟେନ୍ ଇଣ୍ଡିଆ’, କାର୍ତ୍ତିକଙ୍କ ସହ ନଜର ଆସିପାରନ୍ତି ପାର୍ବତୀ
ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘କ୍ୟାପ୍ଟେନ୍ ଇଣ୍ଡିଆ’କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ୨୦୨୧ରେ ଘୋଷଣା ହୋଇଥିବା ଏହି ପ୍ରୋଜେକ୍ଟ ଦୀର୍ଘ ସମୟ ଧରି ଅନିଶ୍ଚିତତାରେ ରହିଥିଲା। ଏବେ ଫିଲ୍ମର କାଷ୍ଟ ଓ ନିର୍ଦ୍ଦେଶନାକୁ ନେଇ ନୂଆ ଖବର …
ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ପରେ ବିବାଦରେ ଉଦୟନିଧି ଷ୍ଟାଲିନ, ଏଫ୍ଆଇଆର୍ ପରେ ପୋଲିସ ହିରାସତରେ
ତାମିଲନାଡୁରେ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରାଯାଇଥିବା ଏକ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ରାଜନୈତିକ ବିବାଦ ଦେଖାଦେଇଛି। ଏହି ମାମଲାରେ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ପରେ ପୋଲିସ ତାଙ୍କୁ ଚେନ୍ନାଇସ୍ଥିତ ବାସଭବନରୁ ହିରାସତକୁ ନେଇଛି। ସୂଚନା ଅନୁସାରେ, …
