ବିହାର ବିଜେପିର ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ସରାୱଗୀ ବାଙ୍କୀପୁର ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର ବଡ଼ ବିଜୟ ହେବ ବୋଲି ଦାବି କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ, ବାଙ୍କୀପୁରର ପୂର୍ବ ସ୍ଥିତି ଏବଂ ବର୍ତ୍ତମାନର ବିକାଶକୁ ଦେଖିଲେ ଲୋକଙ୍କ …
Politics
ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ୩୮୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟି (ସପା)କୁ କଡ଼ା ସମାଲୋଚନା କରିଛନ୍ତି। ସେ …
ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର କାଳୀଘାଟ …
କରୁର ଦୁର୍ଘଟଣା ମାମଲାରେ ଡିଏମକେକୁ ସୁପ୍ରିମ କୋର୍ଟର ଝଟକା, ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଅଟକାଇବାକୁ ମନା କଲେ କୋର୍ଟ
ତାମିଲନାଡୁର କରୁରରେ ହୋଇଥିବା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଶୁଣାଣିରେ ଡିଏମକେକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ବିଜୟ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କୁ ଭେଟି କ୍ଷତିପୂରଣ ଓ ଚାକିରି ଘୋଷଣା କରିବାକୁ ଯାଉଥିବା …
ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନକୁ ନେଇ ରାଜନୈତିକ ତାତି ବଢ଼ିଛି। ଜନ ସୁରାଜ ପାର୍ଟିର ସୂତ୍ରଧାର ପ୍ରଶାନ୍ତ କିଶୋର ଏହି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବା ପରେ ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପି ସାଂସଦ ମନନ ମିଶ୍ର …
ପଶ୍ଚିମବଙ୍ଗର ୩ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା, ତୃଣମୂଳର ଆଭ୍ୟନ୍ତରୀଣ ସମୀକରଣ ଉପରେ ସବୁଙ୍କ ନଜର
ପଶ୍ଚିମବଙ୍ଗର ତିନୋଟି ରାଜ୍ୟସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗ ଉପନିର୍ବାଚନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ସେହିଦିନ ହିଁ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହି ନିର୍ବାଚନରେ ତୃଣମୂଳ …
ପ୍ରଭୁ ଜଗନ୍ନାଥଙ୍କ ମୁହଁ କାହିଁକି କଳା? ଜାଣନ୍ତୁ ଏହା ପଛରେ ଥିବା ଲୋକପ୍ରଚଳିତ କିମ୍ବଦନ୍ତୀ
ଭକ୍ତଙ୍କ ଭାବରେ ବନ୍ଧା ପ୍ରଭୁ ଜଗନ୍ନାଥଙ୍କୁ ସ୍ନେହରେ ସମସ୍ତେ “କାଳିଆ” ବୋଲି ଡାକନ୍ତି। ଅଧାଗଢ଼ା ଦାରୁବିଗ୍ରହ, ବିଶାଳ ଚକ୍ଷୁ ଓ ଅନନ୍ୟ ରୂପ ପାଇଁ ସେ ବିଶ୍ୱରେ ସ୍ୱତନ୍ତ୍ର। ତେବେ ଅନେକଙ୍କ ମନରେ ଏକ ପ୍ରଶ୍ନ ଉଠେ—ପ୍ରଭୁ ଜଗନ୍ନାଥଙ୍କ ମୁହଁର ରଙ୍ଗ …
ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ! ସଙ୍ଗଠନକୁ ଫେରିପାରନ୍ତି ବିଜେପିର କିଛି ପ୍ରମୁଖ ନେତା
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ପୁନର୍ଗଠନ ହୋଇପାରେ। ସୂତ୍ର ଅନୁସାରେ, ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଏହି ଅଦଳବଦଳ ଚୂଡ଼ାନ୍ତ ରୂପ ନେଇପାରେ। ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା …
ଭୁବନେଶ୍ୱର, ୨ ଜୁଲାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୁଲାଇ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବିତ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇ କହିଛନ୍ତି ଯେ, ବିଶେଷ କାର୍ଯ୍ୟବ୍ୟସ୍ତତା ଯୋଗୁଁ …
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୩ ତାରିଖରୁ ଓଡ଼ିଶାର ଏକ ୩ ଦିନିଆ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର, କଟକ ଏବଂ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। …
