ପୂର୍ବ ସରକାରଙ୍କ ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ଯୋଜନାକୁ ନେଇ ବିଧାନସଭାରେ ଉଠିଛି ଅର୍ଥ ହେରଫେର ପ୍ରସଙ୍ଗ। ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ଅର୍ଥର ସଠିକ୍ ବିନିଯୋଗ ହୋଇନଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଏହି ଅଭିଯୋଗକୁ ଗୁରୁତ୍ୱ …
Tag:
