ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ନିକଟରେ ଏକ MEMU ଯାତ୍ରୀବାହୀ ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି। ଟ୍ରେନ୍ଟି ଷ୍ଟେସନକୁ ପ୍ରବେଶ କରୁଥିବା ସମୟରେ ଏହାର ପାଣ୍ଟୋଗ୍ରାଫ୍ ଏକ କ୍ଷତିଗ୍ରସ୍ତ ଓଭରହେଡ୍ ଇକ୍ୱିପମେଣ୍ଟ ବା OHE ଅଂଶରେ ଛନ୍ଦି ଯାଇଥିଲା। ଫଳରେ …
cuttack
କଟକର ଐତିହାସିକ ବାଲିଯାତ୍ରାକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ଏହି ମହୋତ୍ସବ ଆୟୋଜିତ ହେବ। ଉପର ପଡ଼ିଆ ସହିତ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବାର ଯୋଜନା …
ବିଡିଓଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ମଧ୍ୟରେ ବାଙ୍କୀ ଓ ଡମପଡ଼ା ବ୍ଲକ୍ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଭୟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ BNS ଧାରା ୧୬୩ ଜାରି କରାଯାଇଛି।ବିଡିଓଙ୍କ ବିରୋଧରେ ବିଭିନ୍ନ ଅଭିଯୋଗକୁ ନେଇ ଦୁଇ …
କଟକ ଜିଲ୍ଲାର ତ୍ରିଶୁଳିଆ ବ୍ରିଜ୍ ଉପରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ଟ୍ରକ ଓ କାର୍ ମଧ୍ୟରେ ଧକ୍କା ହେବାରୁ କାର୍ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ତ୍ରିଶୁଳିଆ ବ୍ରିଜ୍ ଉପରେ ଯାଉଥିବା …
ବିଷ ମିଶା ମିଠା ଓ କୋଲ୍ଡ ଡ୍ରିଙ୍କ୍ ଖୁଆଇବା ଅଭିଯୋଗ, ୩ ସପ୍ତାହ ମୃତ୍ୟୁ ସହ ସଂଘର୍ଷ ପରେ ୫ ବର୍ଷର ଶିଶୁର ମୃତ୍ୟୁ
କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାହାବଲପୁର ଗାଁର ଜଣେ ୫ ବର୍ଷର ଶିଶୁର ମଙ୍ଗଳବାର ରାତିରେ କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରାୟ ତିନି ସପ୍ତାହ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶିଶୁଟି …
ଚୌଦ୍ୱାର ସର୍କଲ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ! ଗ୍ୟାଙ୍ଗଷ୍ଟରଙ୍କୁ ନେବାକୁ ଜେଲ ଭିତରକୁ ପଶିଲା ଥାର ଗାଡ଼ି, ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା
କଟକ: କଟକର ଚୌଦ୍ୱାର ସର୍କଲ ଜେଲ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଭିଡିଓରେ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଜେଲରୁ ମୁକ୍ତି ମିଳିବା ପରେ ତାଙ୍କୁ …
