କଟକ ଏସ୍ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ ନାମକ ଜଣେ ରୋଗୀ ନିଶାମୁକ୍ତି ଚିକିତ୍ସା ପାଇଁ ଏସ୍ସିବିର ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। …
death
ତିନି ଦିନରେ ଆଖି ବୁଜିଲା ଦ୍ୱିତୀୟ ଶାବକ, ପୋଷ୍ଟମର୍ଟମ୍ରେ ସାମ୍ନାକୁ ଆସିଲା ଜନ୍ମଜାତ ‘କ୍ଲେଫ୍ଟ ପ୍ୟାଲେଟ୍’ ସମସ୍ୟା, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟାର ଦୁଇ ନବଜାତ ଶାବକଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଥର ପାଇଁ ମା’ ହୋଇଥିବା ମାୟା ସେପ୍ଟେମ୍ବର …
ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷାରେ ଅନେକ କଚ୍ଚା ଘର ଦୁର୍ବଳ ହୋଇପଡ଼ିଥିବାବେଳେ ନୁହାଝାଳିଆ ପଞ୍ଚାୟତର ନୁହାଝାଳିଆ ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରର …
ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ପଞ୍ଚାୟତର ଗବାଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ବେକରେ ଓଢଣୀ ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି। ମୃତ ଛାତ୍ରୀ ହେଲେ ସୁନ୍ଦରସିଂ ମେହେରଙ୍କ ଝିଅ …
ବାଂଶପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ; ୩ ଗୁରୁତର
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ଶୂକ୍ରାସାହି ସ୍କୁଲ ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ …
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ବର୍ଷା ଓ ବଜ୍ରପାତ ଜାରି ରହିଥିବା ବେଳେ ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାରେ ଘଟିଥିବା ପୃଥକ ପୃଥକ ବଜ୍ରପାତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଦୁଇ ଜିଲ୍ଲାରେ ଶୋକର ଛାୟା …
