ଭୁବନେଶ୍ୱର, ୧ ଜୁଲାଇ: ଅଙ୍ଗଦାନର ମହତ୍ତ୍ୱ ଏବଂ ମାନବିକ ମୂଲ୍ୟବୋଧକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଆଫା’କୁ ରାଜ୍ୟ ସରକାର କରମୁକ୍ତ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିବା ସୂଚନା ମିଳିଛି। …
mohan majhi
ସମବାୟ ସମିତି ମାଧ୍ୟମରେ ସାର ବଣ୍ଟନକୁ ପ୍ରୋତ୍ସାହନ: ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଇବା ଏବଂ କଳାବଜାରୀକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ସମବାୟ ବିଭାଗର ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି। “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ …
ଭୁବନେଶ୍ୱର, ୨୭ ଜୁନ୍: ଅପରାଧିକ ମାମଲାରେ ଗିରଫ ହୋଇଥିବା ନବନିଯୁକ୍ତ ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ ଆକାଉଣ୍ଟ୍ସ ସର୍ଭିସ୍ (OT&AS) ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ସେବାରୁ ବରଖାସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଏହି କଠୋର …
ସ୍କୁଲ ବହି ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକଙ୍କ ସମେତ ୪ ଜଣ ନିଲମ୍ବିତ, ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୨୬ ଜୁନ:ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାହାର ରିପୋର୍ଟ ପ୍ରଦାନ କରିଛି। କମିଟିର ସୁପାରିଶ ଆଧାରରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। …
ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ସରକାରଙ୍କୁ ରିପୋର୍ଟ ଦେଲା ୩ ଜଣିଆ କମିଟି, ଏବେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ
ସ୍କୁଲ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିର ତଦନ୍ତ ପାଇଁ ଗଠନ କରାଯାଇଥିବା ୩ ଜଣିଆ କମିଟି ନିଜର ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାଖଲ କରିଛି। ମୁଖ୍ୟମନ୍ତ୍ରୀ ଦେଇଥିବା ୭ ଦିନର ସମୟସୀମା ମଧ୍ୟରେ କମିଟି ଏହି ରିପୋର୍ଟ ଦାଖଲ …
ରାଜ୍ୟରେ ଏଲପିଜି ସଙ୍କଟକୁ ଦୃଷ୍ଟିରେ ରଖି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଯେଉଁ ସବୁ ଅଞ୍ଚଳରେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ ସୁବିଧା ଉପଲବ୍ଧ ରହିଛି, ସେଠାରେ ଥିବା ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ହଷ୍ଟେଲ ରୋଷେଇ ଘରରେ ଶୀଘ୍ର …
ପୁରୀ ରଥଯାତ୍ରା ୨୦୨୬: ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ଉପରେ ସରକାରଙ୍କ ବିଶେଷ ଫୋକସ୍, ମୋହନ ମାଝୀ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ୨୦୨୬କୁ ନେଇ ଓଡ଼ିଶା ସରକାର ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ Mohan Charan Majhi ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଚଳିତ ବର୍ଷ ରଥଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶ୍ରଦ୍ଧାଳୁ-କେନ୍ଦ୍ରିକ …
ଭୁବନେଶ୍ୱର, ୨୪ ଜୁନ୍: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟରେ ସାମାଜିକ ନ୍ୟାୟ …
ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ; ସମୁଦ୍ର ହେଉଛି ସମୃଦ୍ଧି ଓ ପ୍ରଗତିର ପ୍ରବେଶ ପଥ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୪ ଜୁନ୍: ଲୋକସେବା ଭବନରେ ଆଜି ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ …
ଓଡ଼ିଶାର ସଡ଼କ ଓ ପରିବହନ ବ୍ୟବସ୍ଥାକୁ ବଡ଼ ଉପହାର, ୧,୧୯୧ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ଭୁବନେଶ୍ୱର: ଓଡ଼ିଶାର ସଡ଼କ ଓ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ୧,୧୯୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବିଧାଜନକ ଓ ଦ୍ରୁତ କରିବ ବୋଲି …
