ଓଡ଼ିଶା ପାଇଁ ଗର୍ବର ଖବର। ଭୁବନେଶ୍ୱରର ଯୁବ ଗାୟିକା ଜ୍ୟୋତିର୍ମୟୀ ନାୟକ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛନ୍ତି। ନିଜର ସୁମଧୁର କଣ୍ଠ ଓ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ସେ ଦେଶବ୍ୟାପୀ …
mohan majhi
ରସୁଲଗଡ଼ରୁ ପଳାଶୁଣୀ ଯାତ୍ରା ହେବ ସହଜ, ରାଜ୍ୟର ପ୍ରଥମ ସ୍କାଏୱାକ୍ ସହ ୬ ଲେନ୍ ପୋଲ ନିର୍ମାଣ ଜୋରଦାର
ଭୁବନେଶ୍ୱରର ରସୁଲଗଡ଼ରୁ ପଳାଶୁଣୀ ଛକ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଅଞ୍ଚଳରେ ୬ ଲେନ୍ ପୋଲ, ସର୍ଭିସ୍ ରୋଡ୍ ଏବଂ ଓଡ଼ିଶାର ପ୍ରଥମ ସ୍କାଏୱାକ୍ ନିର୍ମାଣ କାମ …
୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ: ବନ ସୁରକ୍ଷାରେ ଓଡ଼ିଶାର ସଫଳତା, ସବୁଜ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବଢ଼ୁଥିବା ଉଷ୍ମତାର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ସବୁଠାରୁ ପ୍ରଭାବଶାଳୀ ଉପାୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କପିଳେଶ୍ୱରଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଇ ସେ କହିଥିଲେ …
ଭୁବନେଶ୍ୱର, ୬ ଜୁଲାଇ: ଓଡ଼ିଶାରୁ ଗୁଜୁରାଟ ଯାତାୟାତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେଠାରୁ ସାପ୍ତାହିକ ପରିବର୍ତ୍ତେ ଦୈନିକ ଚଳାଚଳ କରିବ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ …
ଭୁବନେଶ୍ୱର, ଜୁଲାଇ ୬: ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ କାର୍ଯ୍ୟ ଦେଶପ୍ରେମ, ରାଷ୍ଟ୍ରବାଦ ଏବଂ ଜନସେବାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ଭାରତୀୟ ଜନତା ପାର୍ଟିର ଓଡ଼ିଶା ସଭାପତି ତଥା ରାଜ୍ୟସଭା …
ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ସମନ୍ୱୟ ଓ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର, ଜୁଲାଇ ୭: ଚଳିତ ବର୍ଷର ଶ୍ରୀଜଗନ୍ନାଥ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନ୍ ହଲ୍ରେ …
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀକୁ ଓଡ଼ିଶାବାସୀ ସହ୍ୟ କରିବେ ନାହିଁ : ଡ. ଯତୀନ ମହାନ୍ତି
ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିବେ ନାହିଁ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି। ଗଣମାଧ୍ୟମକୁ …
ଭୁବନେଶ୍ୱର, ୨ ଜୁଲାଇ: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶକୁ ନେଇ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC) ଗ୍ରୁପ୍ …
ଭୁବନେଶ୍ୱର, ୧ ଜୁଲାଇ: ଅଙ୍ଗଦାନର ମହତ୍ତ୍ୱ ଏବଂ ମାନବିକ ମୂଲ୍ୟବୋଧକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଆଫା’କୁ ରାଜ୍ୟ ସରକାର କରମୁକ୍ତ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିବା ସୂଚନା ମିଳିଛି। …
ସମବାୟ ସମିତି ମାଧ୍ୟମରେ ସାର ବଣ୍ଟନକୁ ପ୍ରୋତ୍ସାହନ: ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଇବା ଏବଂ କଳାବଜାରୀକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ସମବାୟ ବିଭାଗର ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି। “ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ …
