ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶେଷ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ପାଇବେ। ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ …
rath yatra 2026
ଭୁବନେଶ୍ୱର: ଚଳିତ ବର୍ଷର ରଥଯାତ୍ରାରେ ସାମିଲ ହେବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଆସିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାରଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବ ଏବଂ ଆସନ୍ତା ଜୁଲାଇ ୧୭ ତାରିଖ …
ପୁରୀ ରଥଯାତ୍ରା ନିକଟତର ହେଉଥିବା ବେଳେ ଭକ୍ତମାନଙ்କୁ ସତର୍କ ରହିବାକୁ ଆହ୍ୱାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ‘ଶ୍ରୀମନ୍ଦିର’ ନାମରେ ଏକ ଆପ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଭକ୍ତମାନଙ୍କୁ ଧାର୍ମିକ ସେବା ନାମରେ ଦାନ କରିବାକୁ ଆହ୍ୱାନ କରୁଥିବା ବେଳେ, ଏହାକୁ …
ପୁଣିଥରେ ଇସ୍କନ (ISKCON) ଆୟୋଜିତ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି। କାନାଡାର ଟୋରୋଣ୍ଟୋ ସହରରେ ଜୁଲାଇ ୧୧ ଓ ୧୨ ତାରିଖରେ ଦୁଇ ଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିବାବେଳେ ଏହାକୁ ନେଇ ଅନେକ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚଳିତ …
ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଶୁକ୍ରବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ …
