୯ ଲକ୍ଷ ନିଯୁକ୍ତିର ସମ୍ଭାବନା, ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ଛୁଇଁଲା ₹୨୨.୫ ଲକ୍ଷ କୋଟି, ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ରାଜ୍ୟର ଶିଳ୍ପାୟନ ଅଭିଯାନକୁ ନୂଆ ଗତି …
uae
ଦୁବାଇରେ ଓଡ଼ିଆ ମାଟିର ମହକ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ଭବ୍ୟ ସ୍ୱାଗତ
ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଯାଇଛି। ଏହି ଅବସରରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ଲୋକ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଆତ୍ମୀୟତାର ସହ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ପାରମ୍ପରିକ …
୬.୧୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ, ନୂଆ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଭୁବନେଶ୍ୱର/ଦୁବାଇ, ୧୧ ସେପ୍ଟେମ୍ବର ୨୦୨୬: ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ୟୁଏଇରେ ଚାଲିଥିବା ତିନିଦିନିଆ ନିବେଶ ଅଭିଯାନ …
୮,୪୧୭ କୋଟିର ପୁଞ୍ଜିନିବେଶ ଆଗ୍ରହ; ୧୪,୩୧୦ ନିଯୁକ୍ତି ସମ୍ଭାବନା, ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଅଭିଯାନକୁ ବଡ଼ ସଫଳତା, ବିଦେଶୀ ପୁଞ୍ଜିକୁ ଓଡ଼ିଶା ମୁହାଁ କରିବା ଦିଗରେ ରାଜ୍ୟ ସରକାରଙ୍କ ଅଭିଯାନକୁ ମିଳିଛି ବଡ଼ ସଫଳତା। ୟୁଏଇ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା, ଓଡ଼ିଶାରେ ନିବେଶ ପାଇଁ ଦେଲେ ଆମନ୍ତ୍ରଣ
ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ଏବଂ ୟୁଏଇ ସହ ରାଜ୍ୟର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ୟୁଏଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇ କ୍ୟାବିନେଟ୍ର ସଦସ୍ୟ ତଥା ଅର୍ଥନୀତି …
ଓଡ଼ିଶାରେ ₹୨.୧୦ ଲକ୍ଷ କୋଟି ନିବେଶର ସମ୍ଭାବନା, ଆଦାନୀ-ଆଇଏଚ୍ସି ମଧ୍ୟରେ ଆଲୋଚନା
ଓଡ଼ିଶାକୁ ଦେଶ-ବିଦେଶର ବଡ଼ ନିବେଶକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟରେ ପରିଣତ କରିବା ଉଦ୍ୟମ ମଧ୍ୟରେ ବଡ଼ ନିବେଶ ସମ୍ଭାବନା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ସମୟରେ ଆଦାନୀ ଗ୍ରୁପ୍ ଓ ଆବୁଧାବିର ଇଣ୍ଟରନ୍ୟାସନାଲ୍ …
