ମୟୂରଭଞ୍ଜରେ ଦୁଇ ଅଡିଟ୍ ଅଧିକାରୀଙ୍କ ନିକଟରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ଘଟଣା ଏବେ ଚର୍ଚ୍ଚାରେ। ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଦୁଇ ଅଡିଟରଙ୍କୁ ଧରିଥିଲା। ସେମାନଙ୍କ ପାଖରୁ …
Tag:
vigilance
ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଦୁର୍ନୀତି ମାମଲାରେ ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ଅଭିଯୋଗ ଅନୁସାରେ, ଜଣେ ଟ୍ରକ୍ ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ …
FeaturedOdisha
ଆୟଠାରୁ ଅଧିକ ସମ୍ପତ୍ତି ମାମଲା: OCC ଇଞ୍ଜିନିୟର ସଞ୍ଜୟ କିସପଟ୍ଟାଙ୍କ ଘର ସମେତ ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍ (OCC) ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Executive Engineer) ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ସୋମବାର ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ। ସୂଚନା …
ପୁରୀ: ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲାର ଜଣେ ଫରେଷ୍ଟରଙ୍କୁ ଗୁରୁବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଫରେଷ୍ଟରଙ୍କ ନାମ ରାକେଶ କୁମାର ପଣ୍ଡା। ସେ ଡେଲାଙ୍ଗ ଫରେଷ୍ଟ ରେଞ୍ଜ ଅଧୀନ ଅଙ୍କୁଇ ଅଞ୍ଚଳରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ। …
