ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘କ୍ୟାପ୍ଟେନ୍ ଇଣ୍ଡିଆ’କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ୨୦୨୧ରେ ଘୋଷଣା ହୋଇଥିବା ଏହି ପ୍ରୋଜେକ୍ଟ ଦୀର୍ଘ ସମୟ ଧରି ଅନିଶ୍ଚିତତାରେ ରହିଥିଲା। ଏବେ ଫିଲ୍ମର କାଷ୍ଟ ଓ ନିର୍ଦ୍ଦେଶନାକୁ ନେଇ ନୂଆ ଖବର …
Sunita Jena
‘ବନ୍ଦେ ମାତରମ୍’ ଗୀତ ଗାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାନ କରିବା ନିଷ୍ପତ୍ତି ନେଇଥିବା ଖବର ପରେ …
ଲଣ୍ଡନର ଐତିହାସିକ ଲର୍ଡ୍ସ ମଇଦାନରେ ଭାରତୀୟ ମିଶ୍ରିତ ଦିବ୍ୟାଙ୍ଗ କ୍ରିକେଟ୍ ଦଳ ଚମତ୍କାର ବିଜୟ ହାସଲ କରିଛି। ଇଂଲଣ୍ଡ ବିପକ୍ଷ ସାତ ମ୍ୟାଚ୍ ବିଶିଷ୍ଟ ଦିବ୍ୟାଙ୍ଗ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ଭାରତ ୧୧୮ ରନ୍ର ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ …
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା ଓ ତିଥିକୁ ନେଇ ଇସ୍କନ୍ ବିରୋଧରେ ପୁଣିଥରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଜୁଲାଇ ୧୫ ଓ ୧୬ ତାରିଖରେ ୟୁରୋପ, ଇଂଲଣ୍ଡ, କାନାଡା, ଆମେରିକା, ନେଦରଲ୍ୟାଣ୍ଡସ୍, ସ୍ୱିଜରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ ସମେତ ବିଭିନ୍ନ ସ୍ଥାନରେ …
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଦୋଳିତା ଅଞ୍ଚଳର ରଜିଆ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଥିବାରୁ ପାଠପଢ଼ା ପ୍ରଭାବିତ …
ରାଜ୍ୟରେ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଜଣାଇବା ପ୍ରକ୍ରିୟାକୁ ଆହୁରି ସହଜ କରାଯାଇଛି। ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଥିବାକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ‘ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍’ ମାଧ୍ୟମରେ ନୂଆ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରିଛି।ଏଣିକି ରାଜସ୍ୱ ବିଭାଗର …
ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ ଅଟକ ରଖିବା ସହ ଗିରଫ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ବ୍ୟାବସାୟିକ ବିବାଦକୁ ନେଇ ଦାଏର ସାମୁଦ୍ରିକ ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଆସିଛି।ସୋଗ୍ଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ …
୨୩ ବର୍ଷ ପରେ ମିଳିଲା ନ୍ୟାୟ, ଅପିଲ୍ ଖାରଜ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଘଟଣା ଘଟିବାର ଦୀର୍ଘ ୨୩ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ଆଇନଗତ ନ୍ୟାୟ ମିଳିଛି। ଏକ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ଅପିଲ୍କୁ ନିମ୍ନ ଅଦାଲତରେ ଆବେଦନକାରୀ କିମ୍ବା ତାଙ୍କ ଆଇନଜୀବୀ ଉପସ୍ଥିତ ନଥିବାରୁ ଖାରଜ …
ଏସ୍ସିବିରେ ହେବ ଆଉ ଏକ ମେଡିସିନ୍ ବ୍ଲକ୍, ତ୍ୱରାନ୍ୱିତ ହେବ ମେଗା ପୁନଃବିକାଶ କାର୍ଯ୍ୟ
କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ସିବି)ର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏସ୍ସିବି ପରିସରରେ ନୂଆ ମେଡିସିନ୍ ବ୍ଲକ୍ ନିର୍ମାଣ ପାଇଁ ଖୁବଶୀଘ୍ର ଉପଯୁକ୍ତ ସ୍ଥାନ …
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଦମଦାର ଆରମ୍ଭ କରିଛି। ଗଲ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଭାରତ ଘରୋଇ ଦଳକୁ ୧୬୫ ରନ୍ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଏହି ବିଜୟ ଭାରତର ୬୦୦ତମ …
