କ୍ୟାପିଟାଲ୍ ହସ୍ପିଟାଲ୍ର ଜଣେ ଡାକ୍ତରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଧରିଛି। ଏନ୍ଜିଓର ବିଲ୍ ପଇଠ ପାଇଁ ଆବଶ୍ୟକ ଥିବା ୱାର୍କ ସାର୍ଟିଫିକେଟ୍ରେ ସ୍ୱାକ୍ଷର କରିବା ବଦଳରେ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, …
Sunita Jena
ଭଦ୍ରକରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ବାରିପଦାରେ ବନ୍ୟା ପାଣିରେ ଦବିଲା ରେଳଧାରଣା, ଯାଜପୁରରେ ବନ୍ୟା ପରିଚାଳନା ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା
ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଧୀରେଧୀରେ ଗମ୍ଭୀର ହେଉଛି। ଲଗାତାର ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ସହ ଅନେକ ଅଞ୍ଚଳରେ ରାସ୍ତାଘାଟ ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। …
ଓଡ଼ିଶାର ପରବର୍ତ୍ତୀ ପୁଲିସ ଡିଜି ଚୟନ ପ୍ରକ୍ରିୟା ଏବେ ଆଇନଗତ ବିବାଦ ମଧ୍ୟରେ ପହଞ୍ଚିଛି। ଡିଜିପି ଚୟନ ସମ୍ପର୍କିତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ, କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଚୟନ କମିଟିର ବୈଠକ …
ରାଉରକେଲାବାସୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବରରୁ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ପୁଣି ଥରେ ବଡ଼ ବିମାନ ଚଳାଚଳ ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି। ଆଲିଆନ୍ସ ଏୟାର୍ ପକ୍ଷରୁ ୭୨ …
୪ଜି ନେଟୱର୍କ ବିସ୍ତାର: ମାର୍ଚ୍ଚ ସୁଦ୍ଧା ଆଉ ୮୬୫ ଗାଁରେ ପହଞ୍ଚିବ ବିଏସ୍ଏନ୍ଏଲ୍ ସେବା
ଓଡ଼ିଶାର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକୁ ଦ୍ରୁତ ଇଣ୍ଟରନେଟ୍ ସେବା ସହ ଯୋଡ଼ିବା ଦିଗରେ ବିଏସ୍ଏନ୍ଏଲ୍ ପକ୍ଷରୁ ନେଟୱର୍କ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୭୪୧ଟି ନୂଆ ୪ଜି ଟାୱାର ସ୍ଥାପନ କରାଯାଇଥିବାବେଳେ ୨୪୮୭ଟି ଦୁର୍ଗମ ଗ୍ରାମକୁ ୪ଜି …
ସବୁ ସହରାଞ୍ଚଳରେ ୪ଥାକିଆ ବାଇପାସ୍ ନିର୍ମାଣ ନେଇ ନୂଆ ନୀତି, ଜାତୀୟ ରାଜପଥରେ ଟ୍ରାଫିକ୍ ଭିଡ଼ କମାଇବାକୁ ସରକାରଙ୍କ ପଦକ୍ଷେପ
ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଭିଡ଼ କମାଇବା, ଦୁର୍ଘଟଣା ହ୍ରାସ କରିବା ଏବଂ ଭବିଷ୍ୟତର ସହରୀକରଣକୁ ଦୃଷ୍ଟିରେ ରଖି ‘ସହରାଞ୍ଚଳ ଭିଡ଼ ହ୍ରାସ ନୀତି’ ଲାଗୁ କରିବାକୁ ଯୋଜନା ହୋଇଛି। ଦୀର୍ଘମିଆଦୀ ସହର ବିକାଶକୁ ଧ୍ୟାନରେ ରଖି ନୂଆ …
ସମସ୍ତ ଅଞ୍ଚଳରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଆଗାମୀ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁସିଆ ଡ୍ୟାମ ନିକଟରେ ଅଘଟଣ ଘଟିଛି। ପ୍ରଖର ପାଣି ସୁଅରେ ଭାସିଯାଇ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିଲେ। ପ୍ରାୟ ୬ ଘଣ୍ଟାର ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। …
ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ୨ ମାଫିଆ
ଗଞ୍ଜେଇ ଚୋରାଚାଲାଣ ପାଇଁ ମାଫିଆମାନେ ନୂଆ ଉପାୟ ଆପଣାଉଥିବା ବେଳେ ମାଲକାନଗିରିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସରେ ଲୁଚାଇ ଗଞ୍ଜେଇ ମହାରାଷ୍ଟ୍ରକୁ ନେବା ଉଦ୍ୟମକୁ କାଲିମେଳା ପୁଲିସ ବିଫଳ କରିଛି। ସୂଚନା ଅନୁଯାୟୀ, ସୁଧାକୋଣ୍ଡା ଜଙ୍ଗଲ ଅଞ୍ଚଳରୁ ଏକ …
ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି। ମୋରଡା ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର …
