ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ମାଓବାଦୀ ପ୍ରଭାବିତ ଅଞ୍ଚଳର ଛାତ୍ର ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଭାରତୀୟ ପ୍ରଯୁକ୍ତି ବିଦ୍ୟାପୀଠ (IIT) ଧାନବାଦରେ ନାମ ଲେଖାଇ ସଫଳତାର ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜାତଳା ବ୍ଲକ ଅଧୀନ ଡୁମୁରିକୁଦର …
ପୁରୀ ରେଳ ଷ୍ଟେସନରେ ନଜର ରଖିବ AI ରୋଭର ‘DAC Arjun’, ରଥଯାତ୍ରାରେ ଯାତ୍ରୀ ସୁରକ୍ଷାକୁ ମିଳିବ ବଡ଼ ସହାୟତା
ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ଏକ ନୂଆ AI ଆଧାରିତ ରୋଭର ବ୍ୟବହାର ଆରମ୍ଭ କରିଛି। ‘DAC Arjun’ ନାମର ଏହି ସ୍ମାର୍ଟ ରୋବୋଟିକ୍ ସର୍ଭେଲାନ୍ସ ସିଷ୍ଟମ ଷ୍ଟେସନ …
ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନିଟି ରଥର ଦକ୍ଷିଣ ମୋଡ଼ ନୀତି ସମ୍ପୂର୍ଣ୍ଣ ହୋଇଛି। ଏହା …
ସିଏମଓରୁ କମିଶନ ଫାଇଲ ଗାଏବ ମାମଲା: ପୋଲିସ ନୋଟିସ ପରେ ବି ହାଜର ହେଲେନି ପୂର୍ବତନ IAS ରାଜେଶ ବର୍ମା
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି କମିଶନ ଫାଇଲ ନିଖୋଜ ଘଟଣାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଏହି ମାମଲାରେ ପଚରାଉଚରା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା ବୁଧବାର କ୍ୟାପିଟାଲ ଥାନାରେ ହାଜର ହୋଇନଥିଲେ। …
ଭୁବନେଶ୍ୱର, ୨୨ ଜୁଲାଇ: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ପରିସର ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ …
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ରମାନଙ୍କ ପ୍ରତିବାଦ ଓ ପୋଲିସ ଲାଠିଚାର୍ଜକୁ ନେଇ ରାଜନୈତିକ ତର୍ଜମା ଜାରି ଥିବାବେଳେ, ବୁଧବାର ସଂସଦ ଭବନରେ ଏନସିପି (ଶରଦ ପାୱାର ଗୋଷ୍ଠୀ)ର ମୁଖ୍ୟ ଶରଦ ପାୱାର ଓ ସାଂସଦ ସୁପ୍ରିୟା ସୁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ …
ବାହୁଡା ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା; ଆଇନ-ଶୃଙ୍ଖଳାରେ କୌଣସି ସାଲିସ ନୁହେଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୪ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରାକୁ ନେଇ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନ-ଶୃଙ୍ଖଳା ଓ …
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ; ‘ଛାତ୍ରଙ୍କୁ ରାଜନୀତିକ ହତିଆର କରୁଛି କଂଗ୍ରେସ’
ନୂଆଦିଲ୍ଲୀ: ‘ଚାଲୋ ସଂସଦ’ ପଦଯାତ୍ରା ସମୟରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ …
ଅଗଷ୍ଟ ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ ୩ ଦିନିଆ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଏହି …
ଭୁବନେଶ୍ୱରରେ ପୂର୍ବାଞ୍ଚଳ ପୋଲିସ ସମନ୍ୱୟ କମିଟି ବୈଠକ; ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ
ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସୋମବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC)-୨୦୨୬ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ସାଇବର ଅପରାଧ ରୋକିବା ଓ ରାଜ୍ୟମାନଙ୍କ ମଧ୍ୟରେ ସୁରକ୍ଷା …
