କେନ୍ଦୁଝର: ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣାରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାମଲାର ତଦନ୍ତ ପରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ମଲ୍ଲୀପଶି ଶାଖା …
ସୋସିଆଲ ମିଡିଆ ପରେ ଏବେ AI ଚାଟବଟ୍ ଉପରେ ମଧ୍ୟ କଟକଣା ଆରମ୍ଭ ହୋଇଛି। ନରୱେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲରେ ଜେନେରେଟିଭ AI ଟୁଲ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି। …
କୃତ୍ରିମ ବୁଦ୍ଧିମତା ବା AI ଦିନକୁ ଦିନ ଅଧିକ ଉନ୍ନତ ହେଉଛି। ଚାଟ୍ବଟ୍ଠାରୁ ଆରମ୍ଭ କରି ଗବେଷଣା, ତଥ୍ୟ ବିଶ୍ଳେଷଣ ଏବଂ ଜଟିଳ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ AIର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି। ଏହା ମଧ୍ୟରେ ବିଶ୍ୱର …
ଖରାଦିନ ଆସିଲେ ଘରକୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଖୋଜିଥାନ୍ତି। ଏସି ଓ କୁଲର ସହ ପଖା ମଧ୍ୟ ଏବେ ବି ଅଧିକାଂଶ ଘରର ପ୍ରମୁଖ ଥଣ୍ଡା ପାଇବାର ମାଧ୍ୟମ ହୋଇ ରହିଛି। ପଖା ଏସି ତୁଳନାରେ ଶସ୍ତା …
ଯଦି ଆପଣ ନିୟମିତ ଭାବେ ହାଇୱେରେ ଯାତ୍ରା କରୁଛନ୍ତି, ତେବେ କେବେ ନା କେବେ ଟୋଲ୍ ପ୍ଲାଜାରେ ଲମ୍ବା ଲାଇନ୍ କିମ୍ବା ପେମେଣ୍ଟରେ ବିଳମ୍ବ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବେ। ଅନେକ ସମୟରେ ଲୋକମାନେ ଏହାକୁ ଟୋଲ୍ ସିଷ୍ଟମର ଟେକ୍ନିକାଲ୍ ତ୍ରୁଟି …
ସ୍ମାର୍ଟଫୋନ୍ ପରେ ଏବେ ସ୍ମାର୍ଟ ଗ୍ଲାସେସ୍ କିମ୍ବା ସ୍ମାର୍ଟ ଚଷମାକୁ ଟେକ୍ନୋଲୋଜି ଦୁନିଆର ପରବର୍ତ୍ତୀ ବଡ଼ ଉଦ୍ଭାବନ ବୋଲି ଦେଖାଯାଉଛି। ଗୁଗୁଲ, ସାମସଙ୍ଗ ଓ ଆପଲ୍ ଭଳି ବଡ଼ କମ୍ପାନୀମାନେ ଏହି ସ୍ମାର୍ଟ ଚଷମା ଉପରେ କାମ କରୁଛନ୍ତି। ଏବେ ଏହି …
ଭରତ ତିୱାରୀ ଏନକାଉଣ୍ଟରକୁ ନେଇ ଅନିରୁଦ୍ଧାଚାର୍ଯ୍ୟଙ୍କ ବୟାନ, ସରକାର ଓ ପୋଲିସ ପ୍ରଶାସନ ଉପରେ ଉଠାଇଲେ ପ୍ରଶ୍ନ
ବିହାରରେ ଚର୍ଚ୍ଚାରେ ଥିବା ଭରତ ତିୱାରୀ ଏନକାଉଣ୍ଟର ଘଟଣାକୁ ନେଇ ପ୍ରସିଦ୍ଧ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ସରକାର ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ କଥା କାର୍ଯ୍ୟକ୍ରମ ସମୟରେ ସେ ଏହି ଘଟଣା ସମ୍ପର୍କରେ ନିଜ ମତ ରଖିଥିଲେ। …
ଆଟଲାଣ୍ଟା: ପୂର୍ବତନ ଚାମ୍ପିଅନ୍ ସ୍ପେନ୍ ଚଳିତ ଫିଫା ବିଶ୍ୱକପ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ମ୍ୟାଚ୍ରେ ନବାଗତ କେପ୍ ବର୍ଡେ ବିପକ୍ଷରେ ଡ୍ର’ କରିବା ପରେ ସମାଲୋଚନାର ସମ୍ମୁଖୀନ ହୋଇଥିବା ସ୍ପେନ୍ ରବିବାର ସାଉଦି ଆରବକୁ ୪-୦ ଗୋଲ୍ରେ ପରାସ୍ତ କରି …
ଟିଏମସିରେ ବଡ଼ ରାଜନୈତିକ ହଲଚଲ, ମମତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ଦାବି; ଦୁଇ ଗୋଷ୍ଠୀ ନିଜ ନିଜ କମିଟି ଗଠନ କଲେ
ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ରେ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଦଳର ଏକ ବିଦ୍ରୋହୀ ଗୋଷ୍ଠୀ ନୂଆ ୱର୍କିଂ କମିଟି ଗଠନ କରି ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇଥିବା ଦାବି କରିଛି। ଏହି ଗୋଷ୍ଠୀ …
ଲସ୍ ଏଞ୍ଜେଲ୍ସ: ଆମେରିକା ସହ ଚାଲିଥିବା ତିକ୍ତ ପରିସ୍ଥିତି ମଧ୍ୟରେ ଇରାନ ଫୁଟ୍ବଲ୍ ପଡ଼ିଆରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି। ମେକ୍ସିକୋରେ ଅଭ୍ୟାସ କରି ଆମେରିକାରେ ମ୍ୟାଚ୍ ଖେଳିବାକୁ ଯିବାର ଚ୍ୟାଲେଞ୍ଜ ସତ୍ତ୍ୱେ, ଚଳିତ ଫିଫା ବିଶ୍ୱକପ୍ରେ ଇରାନ ରବିବାର …
