ଭାରତର ପାରମ୍ପରିକ ଜ୍ଞାନକୁ ଆଧୁନିକ ବିଜ୍ଞାନ, ଚିକିତ୍ସା ଓ ଉଦୀୟମାନ ପ୍ରଯୁକ୍ତି ସହ ଅଧିକ ଗଭୀର ଭାବେ ଯୋଡ଼ିବା ଆବଶ୍ୟକ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ CSIR-ଟ୍ରାଡିସନାଲ୍ ନଲେଜ୍ ଡିଜିଟାଲ୍ …
ଡିଜିଟାଲ୍ ଯୁଗରେ ଯୁବପିଢ଼ି, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଅଧିକ ସଂଳାପ, ସହାନୁଭୂତି ଓ ପାରସ୍ପରିକ ବୁଝାମଣାର ଆବଶ୍ୟକତା ରହିଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ‘ଦ …
ଦେଶରେ ଇସ୍ପାତ ଚାହିଦା ମଜବୁତ ରହିଥିବାର ସଙ୍କେତ ମିଳିଛି। ଇସ୍ପାତ ମନ୍ତ୍ରଣାଳୟର ପ୍ରାଥମିକ ତଥ୍ୟ ଅନୁସାରେ, ୨୦୨୬ ଏପ୍ରିଲ୍ରୁ ଜୁଲାଇ ମଧ୍ୟରେ ଭାରତର ଫିନିସ୍ଡ ଷ୍ଟିଲ୍ ଉତ୍ପାଦନ ବର୍ଷକୁ ବର୍ଷ ୪.୭% ବୃଦ୍ଧି ପାଇ ୫୪.୭ ନିୟୁତ ଟନ୍ରେ ପହଞ୍ଚିଛି। ତେବେ …
ଖିଜାଡିଆରେ ବ୍ଲାକ୍-ନେକ୍ଡ ଷ୍ଟର୍କର ବଡ଼ ସଫଳତା: ୪ଟି ବସାରୁ ୮ ଛୁଆ, ରେକର୍ଡ ହେଲା ୧୦୦% ଫ୍ଲେଜିଂ ସକ୍ସେସ୍
ଗୁଜରାଟର ଜାମନଗର ଜିଲ୍ଲାର ରାମସାର ମାନ୍ୟତାପ୍ରାପ୍ତ ଖିଜାଡିଆ ବାର୍ଡ ସାଙ୍କ୍ଚୁଆରୀରେ ବ୍ଲାକ୍-ନେକ୍ଡ ଷ୍ଟର୍କର ସଫଳ ପ୍ରଜନନ ନେଇ ଆସିଛି ବଡ଼ ଖୁସି ଖବର। ଗୁଜରାଟ ଇକୋଲଜିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (GEER) ଫାଉଣ୍ଡେସନ୍ର ଏକ ନୂଆ ବୈଜ୍ଞାନିକ ଅଧ୍ୟୟନରେ ଅଭୟାରଣ୍ୟରେ ୪ଟି …
ଡାକସେବାରେ ଡିଜିଟାଲ୍ ବିପ୍ଳବ: ଲଞ୍ଚ ହେଲା ଅପଗ୍ରେଡ୍ ‘ଡାକ୍ ମିତ୍ର’ ଓ ‘ଡାକ୍ ସେବା’ ଆପ୍, ନୂଆ ରୂପ ପାଇଲା ୧୪ ପୋଷ୍ଟ ଅଫିସ୍
ଦେଶର ଡାକସେବାକୁ ଆହୁରି ଆଧୁନିକ, ଡିଜିଟାଲ୍ ଓ ନାଗରିକକୈନ୍ଦ୍ରିକ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଡାକ ବିଭାଗ। ସୋମବାର ଅପଗ୍ରେଡ୍ ‘ଡାକ୍ ମିତ୍ର’ ଓ ‘ଡାକ୍ ସେବା’ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଥିବା ବେଳେ ଦେଶର ୧୪ଟି ନବୀକରଣ ହୋଇଥିବା …
୮ ମିନିଟ୍ରେ ବୁଡ଼ିଗଲା ‘ଓସେନ୍ ୱିନର’: ୨୨ କର୍ମଚାରୀ ନିଖୋଜ, ଏବେ ବି ଚାଲିଛି ଖୋଜାଖୋଜି
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗଭୀର ସମୁଦ୍ରରେ ଜାହାଜଟି ହଠାତ୍ ଗୋଟିଏ ପଟକୁ ଢଳିବା ପରେ ଭାଙ୍ଗି ଯାଇଥିବା ଏବଂ ଅତି …
ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍, ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆତଙ୍କ
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଈଶ୍ୱରପୁର ଫାଣ୍ଡି ଅଧୀନ କାଣ୍ଡଗରଡ଼ି ଗାଁର ସାଇପ୍ରଭା ପାଣିଗ୍ରାହୀ ସ୍କୁଲ ଶେଷ …
ନୂଆ କୋଚ୍ ଜାବି ଆଲୋନ୍ସୋଙ୍କ ଅଧୀନରେ ଚେଲସି ଧମାକାଦାର ବିଜୟ ସହ ପ୍ରିମିୟର ଲିଗ୍ ଅଭିଯାନ ଆରମ୍ଭ କରିଛି। ସୋମବାର ଲଣ୍ଡନର ପଡ଼ୋଶୀ ଫୁଲହାମକୁ ରୋମାଞ୍ଚକ ମୁକାବିଲାରେ ୩-୨ ଗୋଲ୍ରେ ପରାସ୍ତ କରିଛି ଚେଲସି। ଦଳର ଷ୍ଟାର୍ ଫରୱାର୍ଡ ଜୋଆଓ ପେଡ୍ରୋ, …
ଦେବୋତ୍ତର ଆଇନରେ ବଡ଼ ସଂଶୋଧନ ପ୍ରସ୍ତାବ: ମନ୍ଦିର-ମଠ ପରିଚାଳନା ହେବ ଅଧିକ ସୁଦୃଢ଼
ରାଜ୍ୟର ମନ୍ଦିର, ମଠ ଓ ଅନ୍ୟାନ୍ୟ ହିନ୍ଦୁ ଧାର୍ମିକ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ସମୟୋପଯୋଗୀ କରିବା ପାଇଁ ଦେବୋତ୍ତର ଆଇନରେ ସଂଶୋଧନ ଆଣିବା ନେଇ ଆଲୋଚନା ହୋଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏନେଇ …
୭ ହଜାରରୁ ଅଧିକ ପ୍ଲାଷ୍ଟିକ୍ ଓ ପୁନଃନିର୍ମାଣ ଅସ୍ତ୍ରୋପଚାର; ଶୀଘ୍ର ହେବ ସ୍କିନ୍ ବ୍ୟାଙ୍କ ଓ ଟିସୁ ପ୍ରତିରୋପଣ ୟୁନିଟ୍ ଶଲ୍ୟଚିକିତ୍ସା, ନବସୃଜନ, ରୋଗୀ ସେବା, ତାଲିମ ଓ ଶୈକ୍ଷିକ ଉତ୍କର୍ଷତାରେ ଏକ ଦଶନ୍ଧିର ସଫଳ ଯାତ୍ରା ପୂରଣ କରିଛି ଏମ୍ସ …
