ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏଥିପାଇଁ ୧ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ସିଧାସଳଖ …
ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମଶତବାର୍ଷିକୀ, ଐତିହ୍ୟ ଗ୍ରାମ ହେବ ଗୁରୁଜାଙ୍ଗ
ଅନୁଗୋଳ ଜିଲ୍ଲାର ତାଳଚେର ନିକଟ ଗୁରୁଜାଙ୍ଗରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ବିଶେଷ ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନ, ସେବା ଓ ଆଦର୍ଶକୁ ସ୍ମରଣ କରିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀ …
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ବର୍ଷୀୟାନ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ …
ୟୁଏସ୍ ଓପନ୍ରେ ରେକର୍ଡ ପୁରସ୍କାର ରାଶି: ଚାମ୍ପିଅନଙ୍କୁ ମିଳିବ ୫.୫ ମିଲିୟନ୍ ଡଲାର ଟେନିସ୍ ଜଗତରେ ନୂଆ ରେକର୍ଡ। ଚଳିତ ବର୍ଷର ୟୁଏସ୍ ଓପନ୍ରେ ମୋଟ ୧୦୮ ମିଲିୟନ୍ ଡଲାର ପୁରସ୍କାର ରାଶି ବଣ୍ଟନ କରାଯିବ। ଆୟୋଜକଙ୍କ ଘୋଷଣା ଅନୁସାରେ, ଏହା …
NTAର ବଡ଼ ସ୍ପଷ୍ଟୀକରଣ: ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ଫି’ ନେଇ କହିଲା—‘ଗୋଟିଏ ଚ୍ୟାଲେଞ୍ଜ, ସମସ୍ତଙ୍କୁ ଫାଇଦା’
ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ପ୍ରକ୍ରିୟାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ଉତ୍ତରକୁଞ୍ଜି ଚ୍ୟାଲେଞ୍ଜ ବ୍ୟବସ୍ଥା ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାୟସଙ୍ଗତ ଭାବେ ପ୍ରସ୍ତୁତ ହୋଇଛି ବୋଲି NTA କହିବା ସହ ଏହି ପ୍ରକ୍ରିୟା …
ଭାରତର ସମୁଦ୍ର ସମ୍ପଦ ଓ ଗଭୀର ସମୁଦ୍ରର ଜୈବ ବିବିଧତାକୁ ନେଇ ଆସିଛି ଏକ ବଡ଼ ଅଧ୍ୟୟନ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟର ଫର୍ ମେରାଇନ୍ ଲିଭିଂ ରିସୋର୍ସେସ୍ ଆଣ୍ଡ ଇକୋଲୋଜି (CMLRE) ପକ୍ଷରୁ ‘ନ୍ୟାସନାଲ୍ ରିପୋର୍ଟ ଅନ୍ ଡିପ୍-ସି …
ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ଭାରତୀୟ ଶେୟାର ବଜାର ଦ୍ୱିତୀୟ ଦିନ ପାଇଁ ଉଚ୍ଚସ୍ତରରେ ଖୋଲିଛି। ରିଅଲ୍ଟି, ମେଟାଲ୍ ଓ ଫାର୍ମା ଷ୍ଟକ୍ରେ କିଣାବିକା ଜୋର ରହିବାରୁ ବଜାର ନିକଟ ଅତୀତର କ୍ଷତିରୁ ରିକଭରି ଜାରି ରଖିଛି। କାରବାର ଆରମ୍ଭରେ …
ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ବଡ଼ ପଦକ୍ଷେପ ନେଇଛି IMFA Group। ବନ୍ୟା ପୀଡ଼ିତଙ୍କ ପ୍ରତି ସଦଭାବନା ଓ ସହଯୋଗର ଅଂଶ ଭାବେ Chief Minister’s Relief Fund (CMRF)କୁ ୧ କୋଟି ଟଙ୍କା ଦାନ କରିଛି IMFA। …
ଇଂଲିଶ୍ ପ୍ରିମିୟର ଲିଗ୍କୁ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଇଂଲଣ୍ଡର ଷ୍ଟାର୍ ଷ୍ଟ୍ରାଇକର୍ ହ୍ୟାରି କେନ୍। ବର୍ତ୍ତମାନ ପ୍ରିମିୟର ଲିଗ୍ର ଆକର୍ଷଣ ତାଙ୍କୁ ପୂର୍ବଭଳି ଟାଣୁନାହିଁ ବୋଲି କହିଛନ୍ତି କେନ୍। ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ …
ଗବେଷଣା, ବିକାଶ ଓ ନବସୃଜନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର RDI ଫଣ୍ଡକୁ ଆହୁରି ସୁଦୃଢ଼ କରୁଛନ୍ତି। Research, Development and Innovation (RDI) Fundରେ ସ୍ୱାର୍ଥ ସଂଘାତ ରୋକିବା ସହ ସରକାରୀ ଟଙ୍କା ଓ ବେସରକାରୀ …
