ଅକ୍ଟୋବର ଆରମ୍ଭରୁ ବାଣିଜ୍ୟିକ LPG ସିଲିଣ୍ଡର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ଦଳ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ଅଭିଯୋଗ ହେଉଛି, …
National
ଅଶୋଧିତ ତୈଳ ଦର ବୃଦ୍ଧିରେ ଚାପ; ହେଲ୍ଥକେୟାର ଓ ଫାର୍ମା ଶେୟାରରେ ବିକ୍ରି, ମିଡ୍କ୍ୟାପ୍-ସ୍ମଲ୍କ୍ୟାପ୍ରେ ସାମାନ୍ୟ ସୁଧାର, ଭାରତୀୟ ଶେୟାର ବଜାରରେ ବୁଧବାର ଲଗାତାର ତୃତୀୟ କାରବାରି ଦିନ ପାଇଁ ହ୍ରାସ ଦେଖାଦେଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି …
୧୩୫ GW ଅକ୍ଷୟ ଶକ୍ତି ପରିବହନ ପାଇଁ ସୁଦୃଢ଼ ହେବ ଗ୍ରିଡ୍; ୫୦ GWh ବ୍ୟାଟେରି ଷ୍ଟୋରେଜ୍ ବ୍ୟବସ୍ଥା, ୨୦୩୨-୩୩ ସୁଦ୍ଧା କାର୍ଯ୍ୟକାରୀ ଲକ୍ଷ୍ୟ ,ଦେଶର ଅକ୍ଷୟ ଶକ୍ତି କ୍ଷେତ୍ର ଓ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର …
ସ୍ୱାଧୀନ ଅଡିଟର୍ଙ୍କ ଦ୍ୱାରା AI ସିଷ୍ଟମ୍ ଯାଞ୍ଚ ଉପରେ ସହମତି; ଡାଟା ସେଣ୍ଟର ବିସ୍ତାରକୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତିଙ୍କ ସମର୍ଥନ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ସୁରକ୍ଷିତ ବିକାଶ ଓ ବ୍ୟବହାରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଆମେରିକାରେ ଏକ ନୂଆ …
ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ନିଜ ବାର୍ତ୍ତା ପହଞ୍ଚାଇବା ପାଇଁ ଇରାନ ଏବେ ପପ୍ କଲ୍ଚର ଓ ସୋସିଆଲ ମିଡିଆ ମିମ୍କୁ ମଧ୍ୟ ବ୍ୟବହାର କରୁଛି। ଭାରତସ୍ଥିତ ଇରାନୀ ଦୂତାବାସ ଏଥର ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଶୋଲେ’ର ଠାକୁର ବଳଦେବ ସିଂହଙ୍କ ଚରିତ୍ରକୁ …
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଓ କାନ୍ଥରେ କଳା ରଙ୍ଗରେ ସ୍ଲୋଗାନ ଲେଖାଯିବା ଘଟଣାରେ ପୁଲିସ ୬ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି। ସୋମବାର ବିଜୟ ନଗର ଅଞ୍ଚଳରେ ଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ …
ନେପାଳରେ ପୁଣି ଥରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ମୂଷଳଧାରା ବର୍ଷା, ଫୁଲିଥିବା ନଦୀ ଏବଂ ପାହାଡ଼ ଧସିବା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟା ଓ ଭୂସ୍ଖଳନରେ ରାସ୍ତା, ପୋଲ ଏବଂ ଘର ଭାସିଯାଇଥିବା ବେଳେ ଅନେକ …
ଦେଶବ୍ୟାପୀ ପଟାକା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ନୁହେଁ: ସୁପ୍ରିମକୋର୍ଟ, ଦୀପାବଳି ଓ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ଉପରେ ଜୋର
ସାରା ଦେଶରେ ପଟାକା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଦୀପାବଳି ପର୍ବ ଲୋକଙ୍କ ଭାବନା ସହ ଜଡ଼ିତ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। …
ୱାଶିଂଟନ୍: ଆମେରିକାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ନେଇ ନୂଆ ନାମକରଣ ଆଣିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଣିକି ସରକାରୀ ଯୋଗାଯୋଗରେ ‘Artificial Intelligence’ ବଦଳରେ ‘Super Intelligence’ ଶବ୍ଦ ବ୍ୟବହାର କରାଯିବ। ଏନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି …
ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲା ଅନ୍ତର୍ଗତ ୟୁସମାର୍ଗ ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଚାଲିଥିବା ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଜଣେ ଟପ୍ କମାଣ୍ଡର ନିହତ ହୋଇଛି। ନିହତ ଆତଙ୍କୀକୁ ମହମ୍ମଦ ଆସିଫ ଓରଫ ହାଶିମ ମୂସା ବୋଲି …
