ବିହାରର ବେଗୁସରାୟରେ ଏକ ସମ୍ବେଦନଶୀଳ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନଗର ଥାନା ଅଞ୍ଚଳରେ ସକାଳୁ ସକାଳୁ ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ତାବଡ଼ତୋଡ଼ ଗୁଳି ଚଳାଇଥିଲେ। ଏହି ଗୁଳିମାଡ଼ରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଚିନ୍ତାଜନକ …
National
ଇରାନ ଏବଂ ୟମନରେ ସୋମବାର ସାମରିକ ଓ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିଆନ୍ ପ୍ରତିରକ୍ଷା ମନ୍ତ୍ରୀ ପଦ ପାଇଁ ମେହରଦାଦ ଅଖଲାଗୀଙ୍କ ନାମ ପ୍ରସ୍ତାବ କରିଛନ୍ତି। ଅନ୍ୟପଟେ, ୟମନର ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ସରକାରୀ ସେନା …
ବ୍ଲାକ୍ ସି’ରେ ଏକ କମର୍ଶିଆଲ୍ କାର୍ଗୋ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପରେ ହଇଚଇ ସୃଷ୍ଟି ହୋଇଛି। ତୁର୍କିଏର ମାଲିକାନାରେ ଥିବା MV ROYAD MAMMADOV ଜାହାଜ ଉପରେ ଏହି ଆକ୍ରମଣ ହୋଇଥିଲା। ଜାହାଜରେ ୩ ଜଣ ଭାରତୀୟ ନାଗରିକ ଥିଲେ। …
ନୂଆଦିଲ୍ଲୀ: ୨୦୨୬ ମସିହାର ମେଡିସିନ୍ କ୍ଷେତ୍ରର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ଏହି ସମ୍ମାନ ପାଇଛନ୍ତି ୩ ଜଣ ବୈଜ୍ଞାନିକ—କାର୍ଲ ଡିସେରୋଥ, ପିଟର ହେଗେମାନ୍ ଏବଂ ଜର୍ଜ ନାଗେଲ୍। ଆଲୋକ ଦ୍ୱାରା ନିୟନ୍ତ୍ରିତ ଆୟନ୍ ଚ୍ୟାନେଲ୍ ଏବଂ ‘ଅପ୍ଟୋଜେନେଟିକ୍ସ’ …
ଆଫଗାନିସ୍ତାନ ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକରେ NATOର ସାମରିକ ଭିତ୍ତିଭୂମି ମୁତୟନକୁ ନେଇ ରୁଷିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ, କୌଣସି ବାହାନାରେ ହେଉନା କାହିଁକି, ଆଫଗାନିସ୍ତାନ କିମ୍ବା ଏହାର ପଡ଼ୋଶୀ …
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର୍ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ଟିପ୍ପଣୀକୁ ନେଇ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଶୁଣାଣି ସମୟରେ ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ …
ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ପୁରୁଷ ୯୭ କେଜି ଫ୍ରିଷ୍ଟାଇଲ୍ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଶନିବାର ବ୍ରୋଞ୍ଜ ପଦକ ମୁକାବିଲାରେ ସେ ମଙ୍ଗୋଲିଆର ଗାନଖୁୟାଗ ଗାନବାତାରଙ୍କୁ ୨-୧ରେ ପରାସ୍ତ କରି ପୋଡିୟମ୍ରେ ସ୍ଥାନ ପକ୍କା କରିଥିଲେ। …
ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିନନ୍ଦନ; ଅଭିଷେକ ଶର୍ମାଙ୍କ ୬୧, ତିଲକ ବର୍ମାଙ୍କ ଅପରାଜିତ ୫୧ ରନ୍, ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍ ଫାଇନାଲ୍ରେ ପାକିସ୍ତାନକୁ ୧୯ ରନ୍ରେ ପରାସ୍ତ କରି ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ …
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିକୁ ଅଧିକ ଲୋକପ୍ରିୟ କରିବା ଓ ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଶେଖାୱତଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ …
ନୂଆଦିଲ୍ଲୀ, ୧ ଅକ୍ଟୋବର ୨୦୨୬: ମହାନଦୀ ଜଳ ବିବାଦର ସମାଧାନ ନେଇ ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସହ ଓଡ଼ିଶା …
