ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବେଙ୍ଗାଲୁରୁରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ସହ ପରିଚିତ ହେବାର ସୁଯୋଗ ମିଳିଛି। ସେମାନେ ଭାରତୀୟ ବିଜ୍ଞାନ ସଂସ୍ଥାନର ନାନୋ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ସେଣ୍ଟରରେ ଆୟୋଜିତ ଦୁଇ …
Odisha
ଭାରତର ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ସହରରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ …
ହାତୀ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ହାତୀଙ୍କ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଏବଂ ହାତୀଙ୍କ ବଂଶବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।କାର୍ଯ୍ୟକ୍ରମରେ ନନ୍ଦନକାନନର ଅଧିକାରୀ, କର୍ମଚାରୀ …
ଜାତୀୟ ରାଜପଥ ଦେଇ ଗୋରୁ ପରିବହନ ହେଉଥିବା ନେଇ ସୂଚନା ପାଇ ବୈଶିଙ୍ଗା ଅଞ୍ଚଳରେ ଏକ କଣ୍ଟେନରକୁ ଅଟକାଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କର୍ମୀ। ବେତନଟୀ ଅଞ୍ଚଳରୁ କଣ୍ଟେନରଟିକୁ ପିଛା କରି ୧୮ ନମ୍ବର ଜାତୀୟ ରାଜପଥର ହାତୀଝୁରି ନିକଟରେ ଅଟକାଯାଇଥିଲା।ସୂଚନା …
ବ୍ୟୟରେ ବଡ଼ ଲମ୍ଫ ରାଜସ୍ୱ ଆଦାୟ ୭.୩% ବୃଦ୍ଧି, କାର୍ଯ୍ୟକ୍ରମ ବ୍ୟୟ ୧୯.୧% ବଢ଼ିଲା, ପୁଞ୍ଜିବ୍ୟୟରେ ୨୦.୨% ବୃଦ୍ଧି
ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜସ୍ୱ ଆଦାୟ ଓ ବିକାଶମୂଳକ ବ୍ୟୟରେ ବୃଦ୍ଧି ଦେଖାଯାଇଛି। ବିଭିନ୍ନ ଉତ୍ସରୁ ରାଜ୍ୟର ମୋଟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବବର୍ଷର ସମାନ ଅବଧି ତୁଳନାରେ ଏହା …
ବିଡିଓଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ମଧ୍ୟରେ ବାଙ୍କୀ ଓ ଡମପଡ଼ା ବ୍ଲକ୍ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଭୟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ BNS ଧାରା ୧୬୩ ଜାରି କରାଯାଇଛି।ବିଡିଓଙ୍କ ବିରୋଧରେ ବିଭିନ୍ନ ଅଭିଯୋଗକୁ ନେଇ ଦୁଇ …
ରାଜ୍ୟରେ ଲୋକାୟୁକ୍ତ ଗଠନ ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆଗକୁ ବଢ଼ିବାର ସଙ୍କେତ ମିଳିଛି। ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ …
ଭୁବନେଶ୍ୱର ରେଳ ଅଡିଟୋରିଅମରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ୯ଟି ବିଭାଗର ମୋଟ ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଶକ୍ତି, କୃଷି, ସ୍ୱାସ୍ଥ୍ୟ, ମତ୍ସ୍ୟ ଓ ପ୍ରାଣିସମ୍ପଦ, କ୍ରୀଡ଼ା, ଦକ୍ଷତା …
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଅଞ୍ଚଳରେ ଆସନ୍ତାକାଲି ଏକ ନୂଆ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ …
ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ଲାଭରୁ ରାଜ୍ୟ ସରକାରଙ୍କୁ ପ୍ରାୟ ୨.୮୮ କୋଟି ଟଙ୍କା ଡିଭିଡେଣ୍ଡ୍ ପ୍ରଦାନ କରାଯାଇଛି। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ …
