ଭୁବନେଶ୍ୱର, ୧୮ ଜୁଲାଇ: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ରାଜନୀତି କ୍ଷମତା …
Odisha
କଟକ: ଲଗାଣ ବର୍ଷା ଓ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ମଧ୍ୟ ଆଠଗଡ଼ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ …
ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ ମଧ୍ୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତିନି ରଥ ଶରଧାବାଲିରେ ପହଞ୍ଚିଛି। ଭକ୍ତମାନେ ଭାବର ଡୋରିରେ ମହାପ୍ରଭୁଙ୍କୁ ଜନ୍ମବେଦି ଗୁଣ୍ଡିଚା ମନ୍ଦିରକୁ …
ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ରାଜ୍ୟର ସାତଟି ପୁନଃବିକଶିତ ରେଳ ଷ୍ଟେସନ୍କୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ଏହି ସାତଟି …
ପୁରୀ: ଗତକାଲି ସମୟାଭାବରୁ ଅଧାରେ ଅଟକି ରହିଥିବା ଶ୍ରୀଜିଉଙ୍କ ରଥଯାତ୍ରା ଆଜି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ତିନି ରଥ ମା’ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ଆଜି …
ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ସମ୍ପନ୍ନ ହେଲା ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା–୨୦୨୬
ଭୁବନେଶ୍ୱର, ୧୬ ଜୁଲାଇ ୨୦୨୬:ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା–୨୦୨୬ ଆଜି ପୁରୀରେ ଭକ୍ତି, ଭାବ, ଉତ୍ସାହ ଓ ସୁଦୃଢ଼ ପ୍ରଶାସନିକ ସମନ୍ୱୟ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଦିନତମାମ …
ବଡ଼ଦାଣ୍ଡରେ ତିନି ଦିବ୍ୟ ରଥ; କେଉଁ ରଥ ଦର୍ଶନରେ କ’ଣ ଫଳ ମିଳେ? ଜାଣନ୍ତୁ ଧାର୍ମିକ ମହତ୍ତ୍ୱ
ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ସମନ୍ୱୟ। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରାକୁ ‘ଗୁଣ୍ଡିଚା ମହୋତ୍ସବ’ ବୋଲି କୁହାଯାଏ। ଏହି ମହୋତ୍ସବର କେନ୍ଦ୍ରବିନ୍ଦୁ …
ପାରଳାଖେମୁଣ୍ଡି ରେଳ ଷ୍ଟେସନର ନୂଆ ରୂପ; ଅମୃତ ଭାରତ ଯୋଜନାରେ ନିର୍ମିତ ଷ୍ଟେସନକୁ ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାଇଁ ଏକ ଐତିହାସିକ ଦିନ ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ପୁନର୍ବିକଶିତ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଲୋକାର୍ପଣ ଆସନ୍ତା ୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ କରିବେ। ପ୍ରାୟ ୧୭ କୋଟି ଟଙ୍କା …
ପୁରୀ: ପବିତ୍ର ରଥଯାତ୍ରାରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଭକ୍ତମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି। ସନ୍ଧ୍ୟା ପ୍ରାୟ ୫ଟାରୁ ତିନି ରଥ କ୍ରମାନୁସାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ଼ଦାଣ୍ଡରେ ଗଡ଼ିଥିବାବେଳେ, ଏହା ପଛକୁ …
ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠୁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଆସି ପହଞ୍ଚିଛି। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଗଡ଼ିଛି ଶ୍ରୀବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’। ଶରଧାବାଲି ଅଭିମୁଖେ ରଥ ଅଗ୍ରସର ହେବା ସହ …
