ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି କମିଶନ ଫାଇଲ ନିଖୋଜ ଘଟଣାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଏହି ମାମଲାରେ ପଚରାଉଚରା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା ବୁଧବାର କ୍ୟାପିଟାଲ ଥାନାରେ ହାଜର ହୋଇନଥିଲେ। …
Odisha
ଭୁବନେଶ୍ୱର, ୨୨ ଜୁଲାଇ: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ପରିସର ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ …
ବାହୁଡା ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା; ଆଇନ-ଶୃଙ୍ଖଳାରେ କୌଣସି ସାଲିସ ନୁହେଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୪ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରାକୁ ନେଇ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନ-ଶୃଙ୍ଖଳା ଓ …
ଅଗଷ୍ଟ ୩ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ ୩ ଦିନିଆ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଏହି …
ଭୁବନେଶ୍ୱରରେ ପୂର୍ବାଞ୍ଚଳ ପୋଲିସ ସମନ୍ୱୟ କମିଟି ବୈଠକ; ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ
ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସୋମବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC)-୨୦୨୬ର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ସାଇବର ଅପରାଧ ରୋକିବା ଓ ରାଜ୍ୟମାନଙ୍କ ମଧ୍ୟରେ ସୁରକ୍ଷା …
ହେରା ପଞ୍ଚମୀର ଅନନ୍ୟ ପରମ୍ପରା: ଶ୍ରୀଜଗନ୍ନାଥ ଫେରିବାକୁ ମନା କରିବାରୁ ରାଗିଲେ ମା’ ମହାଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଓ ଭାବପ୍ରବଣ ନୀତି ମଧ୍ୟରୁ ଅନ୍ୟତମ ହେରା ପଞ୍ଚମୀ ସୋମବାର ରାତିରେ ପାରମ୍ପରିକ ରୀତିନୀତି ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ଅବସରରେ ମା’ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ …
ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ‘ଦକ୍ଷିଣ ମୋଡ଼’। ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ତିନି ରଥକୁ ସ୍ଥାନାନ୍ତର କରାଯିବାର ପ୍ରକ୍ରିୟାକୁ ଦକ୍ଷିଣ ମୋଡ଼ ବୋଲି କୁହାଯାଏ। ଏହି ନୀତି କେବଳ …
ପଞ୍ଚାୟତ ନିର୍ବାଚନ ପାଇଁ ତତ୍ପରତା; କାଲି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ରାଜ୍ୟରେ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଜୋରଦାର କରିଛନ୍ତି। ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାବେଳେ ଆସନ୍ତାକାଲି (ମଙ୍ଗଳବାର) ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ …
ଢେଙ୍କାନାଳ: ଲଗାଣ ବର୍ଷା ଢେଙ୍କାନାଳ ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାବେଳେ ରାସ୍ତାଘାଟ ନଦୀରେ ପରିଣତ ହୋଇଛି। ବନ୍ୟାସଦୃଶ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ …
ପୁରୀ: ଆଜି ଶ୍ରୀକ୍ଷେତ୍ରରେ କେବଳ ଏକ ପାରମ୍ପରିକ ନୀତି ନୁହେଁ, ବରଂ ପ୍ରେମ, ଅଭିମାନ ଓ ଦାମ୍ପତ୍ୟର ଅପୂର୍ବ ଲୀଳାର ସାକ୍ଷୀ ହେବେ ଲକ୍ଷଲକ୍ଷ ଭକ୍ତ। ନବଦିନାତ୍ମକ ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ହେରାପଞ୍ଚମୀ ନୀତି ଶ୍ରୀଜଗନ୍ନାଥ ସଂସ୍କୃତିର ଭାବ, ଭକ୍ତି …
