ରାଜ୍ୟର ପାଞ୍ଚଟି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା …
Weather
ଛତିଶଗଡ଼ର କିରନ୍ଦୁଲରେ ଆକାଶର ଅସ୍ୱାଭାବିକ ରଙ୍ଗକୁ ନେଇ ଚର୍ଚ୍ଚା, ପାଣିପାଗ ପରିବର୍ତ୍ତନ ଚାଷୀଙ୍କ ଚିନ୍ତା ବଢ଼ାଇଲ, ହଠାତ୍ ଆକାଶରେ ଦେଖାଦେଲା ନିଆରା ଦୃଶ୍ୟ। ନୀଳ ଆକାଶ ଓ ମେଘ ଉପରେ ଖେଳିଗଲା ଗାଢ଼ ଲାଲ୍ ରଙ୍ଗର ଆଭା। ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା …
ବାହୁଦା ନଦୀର ବନ୍ୟାଜଳରେ ରେଳ ଚଳାଚଳ ପ୍ରଭାବିତ: ଏକାଧିକ ଟ୍ରେନ୍ ବାତିଲ୍, ଅନେକ ଟ୍ରେନ୍ର ଯାତ୍ରାପଥରେ ପରିବର୍ତ୍ତନ
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ରେଳ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥର ବିଶାଖାପାଟଣା ଡିଭିଜନ୍ ଅନ୍ତର୍ଗତ ଇଚ୍ଛାପୁରମ୍ ଓ ଝାଡ଼ୁପୁଡ଼ି ଷ୍ଟେସନ୍ ମଧ୍ୟରେ ଥିବା …
ଓଡ଼ିଶାରେ ଲଗାଣ ବର୍ଷାର ପ୍ରଭାବ: ବାଲେଶ୍ୱରରେ ସର୍ବାଧିକ ୧୮୫ ମିମି, ଗଞ୍ଜାମ ଓ ପୁରୀରେ ବି ପ୍ରବଳ ବର୍ଷା
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅକ୍ଟୋବର ୩୦ ତାରିଖ ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ଜାରି ବର୍ଷା ତଥ୍ୟ …
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ ସେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ …
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ଶୂନ୍ୟ ଜୀବନହାନି ଓ ଫସଲ ସୁରକ୍ଷାକୁ ରାଜ୍ୟପାଳଙ୍କ ସର୍ବାଧିକ ଗୁରୁତ୍ୱ
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଲୋକଙ୍କ ଜୀବନ ସୁରକ୍ଷା ଓ ଚାଷୀଙ୍କ ଫସଲର କ୍ଷୟକ୍ଷତି ହ୍ରାସକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ। ବୁଧବାର ଲୋକଭବନରେ ସ୍ୱତନ୍ତ୍ର …
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଶକ୍ତି ବିଭାଗର ମେଗା ପ୍ରସ୍ତୁତି! କୋରାପୁଟରେ ରହି ସ୍ଥିତି ତଦାରଖ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଶକ୍ତି ବିଭାଗର ଜରୁରୀକାଳୀନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା, ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ଏବଂ ବାତ୍ୟା ପରେ ଯଥାଶୀଘ୍ର ବିଦ୍ୟୁତ୍ …
ବାତ୍ୟା ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି! ୮ ଜିଲ୍ଲାର ଦାୟିତ୍ୱରେ ୨ ଉପମୁଖ୍ୟମନ୍ତ୍ରୀ ଓ ୬ ମନ୍ତ୍ରୀ, ଉଦ୍ଧାରକାରୀ ଦଳ ମୁତୟନ
ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ପାଣିପାଗ ବ୍ୟବସ୍ଥା ବାତ୍ୟାର ରୂପ ନେବାର ଆଶଙ୍କା ମଧ୍ୟରେ ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବରୁ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ, ଉଦ୍ଧାରକାରୀ ବାହିନୀ ଏବଂ …
ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ସହ ଜିଲ୍ଲାସ୍ତରରେ ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାର ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ଏହାଦ୍ୱାରା ବାତ୍ୟା ପରିଚାଳନା, ପ୍ରଶାସନିକ ସମନ୍ୱୟ ଏବଂ ଜରୁରୀକାଳୀନ ପଦକ୍ଷେପ …
ବାତ୍ୟା ଆଶଙ୍କାରେ ହାଇଆଲର୍ଟରେ ଓଡ଼ିଶା! ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବଡ଼ ପ୍ରସ୍ତୁତି, ବିଦ୍ୟୁତ୍ ସେବାରୁ ଚାଷୀଙ୍କ ସୁରକ୍ଷା ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା
ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସରକାର ସତର୍କ ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ପରେ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଜନସାଧାରଣଙ୍କ …
