ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ପରେ ଓଡ଼ିଶା ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ଓ କୃଷି ଏବଂ …
Weather
୨୬ରେ ବାତ୍ୟାର ରୂପ ନେବା ସମ୍ଭାବନା, ୨୭ରୁ ପ୍ରବଳ ବର୍ଷା ଆଶଙ୍କା ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଓଡ଼ିଶା ଉପକୂଳରେ ବଢ଼ିଛି ପାଣିପାଗ ଚିନ୍ତା। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଅକ୍ଟୋବର ୨୪ରେ ଅବପାତ …
ଓଡ଼ିଶାରେ ପୁଣି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୪୦ କିମି ବେଗରେ ବହିପାରେ ଝଡ଼ପବନ
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୁଣି ବର୍ଷା, ବଜ୍ରପାତ ଓ ଝଡ଼ପବନର ଆଶଙ୍କା ଦେଖାଦେଇଛି। ରାଜ୍ୟର ଉପକୂଳ ଓ ଦକ୍ଷିଣାଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର …
ଓଡ଼ିଶାରେ ପୁଣି ବର୍ଷା ଓ ବଜ୍ରପାତ ଆଶଙ୍କା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୪୦ କିମି ବେଗରେ ବହିପାରେ ଝଡ଼ପବନ
ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇଥିଲେ ମଧ୍ୟ ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ପ୍ରଣାଳୀ ପ୍ରଭାବରେ ଆସନ୍ତା କିଛି ଦିନ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା …
ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିପାରେ ପବନ; ୧୭ ଅକ୍ଟୋବରରେ କୋରାପୁଟକୁ ପ୍ରବଳ ବର୍ଷା ସତର୍କତା, ଓଡ଼ିଶା ସମେତ ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗୁରୁବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ …
୪୦–୫୦ କିମି ବେଗରେ ବହିପାରେ ପବନ; ନୀଳଗିରି, ଇରୋଡ୍, ସାଲେମ୍ ସହ ଅନେକ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା, ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବୁଧବାର ଭାରି ବର୍ଷା ସହ ବଜ୍ରପାତ ଏବଂ ଝଡ଼ ପବନର ସମ୍ଭାବନା ରହିଛି। ଆବହା ବିଭାଗର ପୂର୍ବାନୁମାନ …
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି। ଏହାର ପ୍ରଭାବରେ ଗଜପତି, ନବରଙ୍ଗପୁର ସମେତ ୫ଟି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର …
ଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୩୩ ଓଡ୍ରାଫ୍ ଟିମ୍ ମୁତୟନ, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସ୍ଥିତି ସମୀକ୍ଷା କରିଛନ୍ତି। ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ …
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଧୀରେଧୀରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ପାଣିପାଗ ପ୍ରଣାଳୀ ଗଠନ ହୋଇଛି। ବୁଧବାର ସକାଳ ସାଢ଼େ ୮ଟା ସୁଦ୍ଧା ଅବପାତଟି ୧୭.୯ ଡିଗ୍ରୀ ଉତ୍ତର …
ଭୁବନେଶ୍ୱର: ଆସନ୍ତା କିଛି ଦିନରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ସମସ୍ତ ସହରାଞ୍ଚଳକୁ ସତର୍କ କରାଯାଇଛି। ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ଓ …
