ଭୁବନେଶ୍ୱର: ରାଜ୍ୟର ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ନେଇ …
bjp
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜୀନଗର ବିଧାନସଭା ଆସନର ଉପ-ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ। ସେ କହିଛନ୍ତି ଯେ ଏହି ଉପ-ନିର୍ବାଚନ ଠିକ୍ ଭାବେ ହୋଇନାହିଁ ଏବଂ EVMରେ ଗଡ଼ବଡ଼ …
ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ପ୍ରବକ୍ତା ଗୌରବ ଭାଟିଆ ପ୍ରେସ୍ କନଫରେନ୍ସ କରି ବିରୋଧୀ ଦଳ ଏବଂ ପଞ୍ଜାବ ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। SIRକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ …
ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ସେ ଲେଖିଛନ୍ତି ଯେ, ଭଗବାନ ଶ୍ରୀ ଗଣେଶଙ୍କ ନିକଟରେ ଦେଶବାସୀଙ୍କ ସୁଖ-ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ …
ଭୁବନେଶ୍ୱର, ୬/୧୦: ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମୁଦ୍ଦାହୀନ ହୋଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି, ଜନସାଧାରଣ ବିଜେପି ସରକାର …
ୟୁପି ରାଜ୍ୟସଭା ନିର୍ବାଚନ: ବିଜେପିର ୮ ପ୍ରାର୍ଥୀ ଘୋଷଣା, ସ୍ମୃତି ଇରାନୀଙ୍କୁ ନେଇ ଚର୍ଚ୍ଚାରେ ଲାଗିଲା ବ୍ରେକ୍
ଉତ୍ତରପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ସୋମବାର ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏହି ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାମ ନଥିବାରୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟସଭା …
ବାଣିଜ୍ୟିକ LPG ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ମୋଦୀ ସରକାରଙ୍କ ନୀତି ଉପରେ ଉଠାଇଲା ପ୍ରଶ୍ନ
ଅକ୍ଟୋବର ଆରମ୍ଭରୁ ବାଣିଜ୍ୟିକ LPG ସିଲିଣ୍ଡର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ଦଳ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ଅଭିଯୋଗ ହେଉଛି, …
ଭୁବନେଶ୍ୱର: ସିଏଜି ରିପୋର୍ଟ ଏବଂ ଡିଏମଏଫ୍ ଅର୍ଥ ବ୍ୟବହାରକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି। ଦଳର ମୁଖପାତ୍ର ଅନିଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ କରି MMDR ପ୍ରସଙ୍ଗରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଅନିଲ …
ଚଳିତ ମୌସୁମୀ ଅଧିବେଶନରେ ଲଗାତାର ତୃତୀୟ ଦିନରେ ମଧ୍ୟ ବିଧାନସଭାର ସ୍ୱାଭାବିକ କାର୍ଯ୍ୟ ଚାଲିପାରିନାହିଁ। ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବାରୁ ଦୁଇଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଅଳ୍ପ ସମୟ ମଧ୍ୟରେ ମୁଲତବୀ ହୋଇଛି। …
୨୦୨୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ସାଂଗଠନିକ ଦାୟିତ୍ୱରେ ପରିବର୍ତ୍ତନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ସେପ୍ଟେମ୍ବର ୨୩ରେ ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନୂଆ ତାଲିକା ଜାରି କରିଛନ୍ତି। ଏହି ତାଲିକା ଅନୁସାରେ …
