ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଉଭୟ କେନ୍ଦ୍ରମନ୍ତ୍ରୀ ଦିନିକିଆ ଗସ୍ତରେ ଆସି କୋରାପୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳକୁ ଯିବେ। ସେଠାରେ ଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିସର …
koraput
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ଅନ୍ତର୍ଗତ କଟ୍ରାକୁଣ୍ଡ ଗାଁରେ ଜମିକୁ ନେଇ ବିବାଦ ଯୋଗୁଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିଥିଲା। ଘଟଣା …
ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଜୟପୁର: ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶମାର୍ଗରେ ବନ୍ୟା ପ୍ରଭାବିତ …
କୋରାପୁଟର ପାରମ୍ପରିକ କୃଷି ପରମ୍ପରା ଏବେ ପରିବର୍ତ୍ତନର ଚାପରେ। ଅଳ୍ପ ସମୟରେ ଅଧିକ ଉତ୍ପାଦନ ମିଳିବା ଆଶାରେ ଚାଷୀମାନେ ହାଇବ୍ରିଡ୍ ଓ ଉନ୍ନତ କିସମର ଧାନ ବିହନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହାର ପ୍ରଭାବରେ ଡିଏପି, ୟୁରିଆ ଓ ପଟାସ୍ …
କୋରାପୁଟ ପୁଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ତଥା ବୋରିଗୁମ୍ମା ପାଟ୍ରୋଲିଂ ଗାଡ଼ି ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ଟୁନା ହରିଜନକୁ ଛତିଶଗଡ଼ର ଜଗଦଲପୁରରୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଟୁନା ଜଗଦଲପୁରରେ ଲୁଚିଥିବା ଖବର ପାଇବା ପରେ କୋରାପୁଟ …
ଓସିସିଏଲ୍ ଇଞ୍ଜିନିୟର ସଞ୍ଜୟ କିସ୍ପଟ୍ଟାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀ ବିଶିଷ୍ଟ ଲଜ୍ ସହ ବିପୁଳ ସମ୍ପତ୍ତି ଠାବ
ଅନୁପାତହୀନ ସମ୍ପତ୍ତି (ଡିଏ) ମାମଲାରେ ସୋମବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ବେଳେ ଓସିସିଏଲ୍ (OCCL)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସ୍ପଟ୍ଟାଙ୍କର ବ୍ୟାପକ ସମ୍ପତ୍ତି ଠାବ କରାଯାଇଛି। ଭିଜିଲାନ୍ସ ତଦନ୍ତରେ କୋରାପୁଟ ସହରରେ ଥିବା ୨୩ଟି କୋଠରୀ ବିଶିଷ୍ଟ ଏକ …
କୋଟପାଡ଼ ଏଇଇଙ୍କ ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ, ୪୯ଟି ପ୍ଲଟ୍ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ
ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କୁ ଶନିବାର ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ସହ ଜଡ଼ିତ ସାତଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ଏହି ଗିରଫଦାରୀ ହୋଇଛି। ଭିଜିଲାନ୍ସ …
