ୱାଶିଂଟନ୍: ଆମେରିକାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ନେଇ ନୂଆ ନାମକରଣ ଆଣିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଣିକି ସରକାରୀ ଯୋଗାଯୋଗରେ ‘Artificial Intelligence’ ବଦଳରେ ‘Super Intelligence’ ଶବ୍ଦ ବ୍ୟବହାର କରାଯିବ। ଏନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି …
odisha
ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ବିଭିନ୍ନ ଦାବିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ …
ଏକ ସୁପୋଷିତ ଓଡ଼ିଶା ପାଇଁ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୯/୯: ଏକ ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଜରିଆରେ ସରକାର କାର୍ଯ୍ୟ କରୁଛି। …
ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ମାମଲାରେ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ଡିଜି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ବିବାଦ ମଧ୍ୟରେ ଆଜିର ଶୁଣାଣି ଉପରେ ନଜର ରହିଛି। ଏହି ମାମଲାରେ ଜେଲ୍ ଡିଜି ସୁଶାନ୍ତ …
ଭୁବନେଶ୍ୱର: ମହାନଦୀରେ ଦେଖାଦେଇଛି ଛୋଟ ବନ୍ୟା। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା କମିଥିବାରୁ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୮୨ ହଜାର …
ଭୁବନେଶ୍ୱର: ମହାନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ମୁଣ୍ଡୁଳିରେ ମଧ୍ୟ ଜଳ ପ୍ରବାହ ବୃଦ୍ଧି ପାଉଛି। ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ବେଳେ ଏହା ବଢ଼ି …
ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ବିଜେଡିର ଆନ୍ଦୋଳନ ଜୋରଦାର ହୋଇଛି। ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭରେ ବିଜେଡି ନେତ୍ରୀ ସୁଜାତା କାର୍ତ୍ତିକେୟନ ଯୋଗଦେଇ ସଂଶୋଧିତ ଆଇନ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। …
MMDR ସଂଶୋଧନ ବିରୋଧରେ କାଲି କଂଗ୍ରେସର ବିକ୍ଷୋଭ, ୨୦ ସାଂସଦଙ୍କ ନିରବତାକୁ ନେଇ ତାରାଙ୍କ ପ୍ରଶ୍ନ
ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ଜାରି ରହିଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିଧାନସଭା ଘେରାଉ ପାଇଁ କଂଗ୍ରେସ ସହ ବାମଦଳଗୁଡ଼ିକ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। କଂଗ୍ରେସ …
ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ରାଜ୍ୟରେ ରାଜନୈତିକ ତାତି ଜାରି ରହିଛି। ଏହି ଆଇନର ବିରୋଧରେ ସେପ୍ଟେମ୍ବର ୨୮ରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଜେଡି ପକ୍ଷରୁ ବିଶାଳ ବିକ୍ଷୋଭ ଓ ଗଣଧାରଣା ଆୟୋଜନ କରାଯାଇଛି। ଏଥିରେ ଦଳର ସୁପ୍ରିମୋ ତଥା …
ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଜୟପୁର: ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶମାର୍ଗରେ ବନ୍ୟା ପ୍ରଭାବିତ …
