ଡାଟା ସେଣ୍ଟର, AI ଓ ସେମିକଣ୍ଡକ୍ଟରକୁ ଗୁରୁତ୍ୱ; ୫୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ଭୁବନେଶ୍ୱର, ୨୩ ସେପ୍ଟେମ୍ବର: ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ …
odisha
ଆୟୁର୍ବେଦ କେବଳ ରୋଗ ନିରାକରଣର ଏକ ପାରମ୍ପରିକ ପଦ୍ଧତି ନୁହେଁ, ବରଂ ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ସମଗ୍ର ଧାରଣା। ଶରୀର, ମନ ଓ ଆତ୍ମା ମଧ୍ୟରେ ସନ୍ତୁଳନ ରଖି ନିରୋଗ ଜୀବନ ବିତାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଖାଦ୍ୟପାନୀୟ, …
ଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୩୩ ଓଡ୍ରାଫ୍ ଟିମ୍ ମୁତୟନ, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସ୍ଥିତି ସମୀକ୍ଷା କରିଛନ୍ତି। ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ …
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ। ଅକ୍ଟୋବର ୨୭ ତାରିଖରୁ ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେବ। ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ। ସେଠାରେ ଆୟୋଜିତ ହେବାକୁ ଥିବା ଏକ ବଡ଼ …
ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ମହାନଦୀ ଅଫଶୋର ବେସିନରେ ମିଳିଛି ପ୍ରାକୃତିକ ଗ୍ୟାସ୍। ଭାରତର ଗଭୀର ସମୁଦ୍ର ତୈଳ ଓ ଗ୍ୟାସ୍ ଅନ୍ୱେଷଣ କ୍ଷେତ୍ରରେ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ଗ୍ୟାସ୍ …
ଭୁବନେଶ୍ୱର: ଆସନ୍ତା କିଛି ଦିନରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ସମସ୍ତ ସହରାଞ୍ଚଳକୁ ସତର୍କ କରାଯାଇଛି। ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ଓ …
ରାୟଗଡ଼ା: MMDR ସଂଶୋଧନ ଆଇନ-୨୦୨୬କୁ ରଦ୍ଦ କରିବା ଦାବିରେ ରାୟଗଡ଼ା ସଦର ମହକୁମାରେ ଇଣ୍ଡି ମେଣ୍ଟ ପକ୍ଷରୁ ଐକ୍ୟବଦ୍ଧ ଗଣସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍) ଓ ସିପିଆଇ(ଏମ୍ଏଲ୍) ଲିବରେସନ୍ ସମେତ ବିଭିନ୍ନ ବିରୋଧୀ ଦଳର ନେତା ଓ କର୍ମୀମାନେ …
ଭୁବନେଶ୍ୱର: ବଙ୍ଗୋପସାଗରରେ ଗଠିତ ଅବପାତ ଏବେ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁଯାୟୀ, ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ଏହି ପାଣିପାଗ ପ୍ରଣାଳୀ ଆସନ୍ତା ୨୪ ଘଣ୍ଟାରେ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇପାରେ। IMDର …
ଭୁବନେଶ୍ୱର: ଓଡ଼ିଶାରେ ଶେଷ ହୋଇଛି ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ ପ୍ରକ୍ରିୟା ବା SIR (Special Intensive Revision)। ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଓଡ଼ିଶାରେ ଏବେ ମୋଟ ୩ କୋଟି ୧୬ ଲକ୍ଷ …
ଭୁବନେଶ୍ୱର: ଦିବ୍ୟାଙ୍ଗ ଶିଶୁ ଶିବାଙ୍ଗୀ ବୈଷ୍ଣବୀ ନାୟକଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛନ୍ତି ଓଡ଼ିଶା ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ପରେ ଶିବାଙ୍ଗୀଙ୍କ ଆବଶ୍ୟକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ବ୍ୟବସ୍ଥା …
