ଦ୍ରୁତ ଗତିରେ ଦୁର୍ବଳ ହେଉଛି ଅକଭାନ । ଏବେ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହା ପରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ଅକଭାନ । ସ୍ଥଳଭାଗ ଛୁଇଁବା ପରେ …
OdishaNews
ବାତ୍ୟାର ଭୟ… ଚାରିଆଡ଼େ ଆଶଙ୍କା… ଆଉ ଏହାରି ଭିତରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଜୋରଦାର ପ୍ରସ୍ତୁତି। ବାତ୍ୟା ଅକୱାନକୁ ମୁକାବିଲା କରିବା ପାଇଁ ସତର୍କ ରହିଛନ୍ତି ରାଜ୍ୟ ସରକାର। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି …
ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର। ପୁଣି ବଢ଼ିଲା ବସ୍ ଭଡ଼ା। କିଲୋମିଟର ପିଛା ୨୬ ପଇସାରୁ ୧ ଟଙ୍କା ୧୧ ପଇସା ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି ହୋଇଛି। ତେବେ କିଛି ବର୍ଗର ଯାତ୍ରୀଙ୍କ ପାଇଁ ରହିଛି ସମ୍ପୂର୍ଣ୍ଣ ଭଡ଼ା ଛାଡ଼ …
କୋଟା ବ୍ୟବସ୍ଥା ଉଚ୍ଛେଦ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆଉ କରିବାକୁ ପଡ଼ିବନି ଦୀର୍ଘ ଅପେକ୍ଷା, ପେନସନ ପରିଚାଳନା ପାଇଁ ନୂଆ ଡିଜିଟାଲ୍ ପୋର୍ଟାଲ।ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ ଅସହାୟ …
ଗଞ୍ଜାମ ବନ୍ୟାକୁ ନେଇ ତେଜୁଛି ରାଜନୀତି। ବନ୍ୟା ପରିଚାଳନା ଓ ସରକାରୀ ପ୍ରସ୍ତୁତିକୁ ନେଇ ଉଠୁଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ …
ପୁଣି ଓଡ଼ିଶା ଆକାଶରେ ଘନେଇଲା ଲଘୁଚାପ ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ଆସନ୍ତା ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ। …
OCS ଆଶାୟୀଙ୍କ ପାଇଁ ବଡ଼ ଖବର। ଏଣିକି ପରୀକ୍ଷା ଦେବା ପାଇଁ ରହିବନି ପ୍ରୟାସ ସୀମା। ଯୋଗ୍ୟତା ଥିବା ପର୍ଯ୍ୟନ୍ତ ଯେତେଥର ଚାହିଁବେ, ସେତେଥର ଦେଇପାରିବେ OCS ପରୀକ୍ଷା। ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ …
ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ତତ୍ପରତା ଦେଖାଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖି ଯଥାଶୀଘ୍ର ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ, …
ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ। ଚାରି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ଓଡ଼ିଶା ସରକାର। ସ୍ୱାସ୍ଥ୍ୟ ବିଭାଗଠାରୁ ପଞ୍ଚାୟତିରାଜ ବିଭାଗ ପର୍ଯ୍ୟନ୍ତ ବଦଳିଛନ୍ତି ପ୍ରମୁଖ ଅଧିକାରୀ। ଏନେଇ ନଭେମ୍ବର ୫ ତାରିଖରେ ସାଧାରଣ ପ୍ରଶାସନ ଓ …
