GRP କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାକୁ ନେଇ ବିବାଦରେ ଥିବା IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ …
Gulshan Pandey
ରାଉରକେଲାରେ ଅଏଲ ଇଣ୍ଡିଆର ବାୟୋ ପ୍ଲାଣ୍ଟ ନିର୍ମାଣ ଆରମ୍ଭ; କଡ଼ା ସୁରକ୍ଷା ମଧ୍ୟରେ ଚାଲିଲା କାର୍ଯ୍ୟ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଲୁହାକେରା ନିକଟରେ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରାୟ ୧୦ ଏକର ଜମିରେ ଏକ ବାୟୋ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ସ୍ତରରେ ବିରୋଧର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା …
ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ଏବେ ବି ପରୀକ୍ଷଣ ପର୍ଯ୍ୟାୟରେ; ଆସନ୍ତା ବର୍ଷ ସ୍ପଷ୍ଟ ହେବ ପ୍ରଭାବ: ସୁପ୍ରିମକୋର୍ଟରେ କେନ୍ଦ୍ର
ନୂଆଦିଲ୍ଲୀ: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ବ୍ୟବସ୍ଥା ବର୍ତ୍ତମାନ ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ବାସ୍ତବ ପ୍ରଭାବ ସ୍ପଷ୍ଟ ହେବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କର୍ଣ୍ଣାଟକ …
ଶିଶୁ ମଙ୍ଗଳ ସମିତିର ନବନିଯୁକ୍ତ ସଦସ୍ୟଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଆରମ୍ଭ, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁ ମଙ୍ଗଳ ସମିତି (ଚାଇଲ୍ଡ ୱେଲଫେୟାର କମିଟି)ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୋମବାର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। …
ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲକୁ ନେଇ ଏକ ପୋଷ୍ଟର ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ, ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବାରୁ ଗାଡ଼ି ଖରାପ ହେଉଛି, ଫ୍ୟୁଏଲ ଟ୍ୟାଙ୍କରେ ପାଣି ଜମୁଛି ଏବଂ ସରକାର ଏହା ପାଇଁ …
ବହୁ ଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟା ମାମଲାରେ ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ରାୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳର ରାକେଶ କୁମାର ସ୍ୱାଇଁଙ୍କୁ ଅଦାଲତ ଆଜୀବନ କାରାଦଣ୍ଡାଦେଶ …
ଅପରେସନ ସିନ୍ଦୂର ପରେ ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସ୍ଥିତିକୁ ନେଇ ଚର୍ଚ୍ଚା ଜାରି ଥିବାବେଳେ, ଭାରତ ବିରୋଧରେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ନେତାମାନେ। ସିନ୍ଧୁ ଜଳ ବିବାଦକୁ ନେଇ ପାକିସ୍ତାନର ଜଳବାୟୁ ମନ୍ତ୍ରୀ ମୁସାଦିକ ମଲିକ …
କମିଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର, ତଥାପି ଅପରିବର୍ତ୍ତିତ ପେଟ୍ରୋଲ-ଡିଜେଲ ଦାମ; ଜାଣନ୍ତୁ କାହିଁକି
ଅନ୍ତର୍ଜାତୀୟ ବଜାରରେ ଆଜି ଅଶୋଧିତ ତୈଳର ଦର କମିଛି। ବ୍ରେଣ୍ଟ କ୍ରୁଡ୍ର ଦର ୧ ପ୍ରତିଶତରୁ ଅଧିକ ହ୍ରାସ ପାଇ ବ୍ୟାରେଲ ପିଛା ୭୨.୪୦ ଡଲାରକୁ ଖସି ଆସିଛି। ସେହିପରି WTI କ୍ରୁଡ୍ର ଦର ୦.୮୩ ପ୍ରତିଶତ କମି ବ୍ୟାରେଲ ପିଛା …
ରାମ ମନ୍ଦିର ଦାନ ବିବାଦ ପରେ ବଦଳିଲା ଚିତ୍ର, ପୁଣି ବଢ଼ିଲା ଦୈନିକ ଦାନ; ଅଧିକ ଭକ୍ତ ଅନଲାଇନ୍ ମାଧ୍ୟମ ବାଛୁଛନ୍ତି
ଅଯୋଧ୍ୟା ରାମ ମନ୍ଦିରରେ ଦାନ ଚୋରିର କଥିତ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଏହି ମାମଲାରେ ଟିନ୍ନୁ ଯାଦବଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ପୁଲିସ ଚଢ଼ାଉ ଶେଷ କରିଛି। ଏହି ଅଭିଯାନ ସମୟରେ …
ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ରବି ଧାନ କ୍ରୟ ଅବଧିକୁ ଆସନ୍ତା ଜୁଲାଇ ୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ବୋଲି …
