ରାଜ୍ୟର ରୋଲର୍ ସ୍ପୋର୍ଟସ୍ ପାଇଁ ଆସିଛି ଉତ୍ସାହଜନକ ଖବର। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଇନ୍ଲାଇନ୍ ଓପନ୍ ଜାତୀୟ ମାନ୍ୟତାପ୍ରାପ୍ତ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାର ୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଶେଷ କଥା ହେଉଛି, …
Sunita Jena
ରାଜ୍ୟରେ ନୂତନ ଭାବେ ଉନ୍ନୀତ ହୋଇଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ଲକ୍ଷ୍ୟରେ ଏକ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱରସ୍ଥିତ ବି.ଜେ.ବି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି …
ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ମଜବୁତ ଓ ଆଧୁନିକ କରିବା ପାଇଁ ସରକାର ବଡ଼ ନିବେଶ ଯୋଜନା ହାତକୁ ନେଇଛନ୍ତି। ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ଲାଗି ୧୫,୯୪୮.୭୦ କୋଟି ଟଙ୍କା ବ୍ୟୟ କରାଯିବ। ଶକ୍ତି କ୍ଷେତ୍ରରେ ଏହା ରାଜ୍ୟର ସବୁଠାରୁ ବଡ଼ …
ଶିକ୍ଷା ଓ ସଚେତନତା ବଢ଼ିବା ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଯୌତୁକ ପ୍ରଥାର ଭୟାବହ ପ୍ରଭାବ ଚିନ୍ତାର କାରଣ ହୋଇଛି। ଗତ ପାଞ୍ଚ ବର୍ଷର ତଥ୍ୟ ଅନୁଯାୟୀ, ଅଞ୍ଚଳର ୧୦ଟି ଜିଲ୍ଲାରେ ଯୌତୁକ ନିର୍ଯାତନା ସହ ଜଡ଼ିତ ହଜାର ହଜାର ମାମଲା ରୁଜୁ …
ଆଧ୍ୟାତ୍ମିକତା ସହ ଜୀବନଧାରାର ଅନେକ ଦିଗକୁ ଦିଗଦର୍ଶନ ଦେଇଥାଏ ଶ୍ରୀମଦ୍ ଭାଗବତ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଓ ଧର୍ମୀୟ ଚିନ୍ତନକୁ ନେଇ ରଚିତ ଏହି ଗ୍ରନ୍ଥର ଶିକ୍ଷା ଆଜିର ଆଧୁନିକ ସମାଜରେ ମଧ୍ୟ ଗୁରୁତ୍ୱ ବହନ କରୁଛି। ଭାଗବତରେ ଥିବା ୧୮ …
ଶିଳ୍ପାଞ୍ଚଳ ଅନୁଗୋଳରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତା ବଢ଼ାଇଛି। ସହର ମଧ୍ୟଦେଇ ପ୍ରତିଦିନ ଚାଲୁଥିବା କୋଇଲା ବୋଝେଇ ଭାରୀ ଯାନବାହନରୁ ଉଡୁଥିବା ଧୂଳି ଓ କୋଇଲା ଗୁଣ୍ଡ ପ୍ରଦୂଷଣର ମାତ୍ରା ବଢ଼ାଉଥିବା ଅଭିଯୋଗ ହେଉଛି। ବର୍ଷା ଋତୁରେ ମଧ୍ୟ ବାୟୁ ଗୁଣବତ୍ତା …
ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି। ସେପ୍ଟେମ୍ବର ୮ରୁ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୟୁଏଇର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ …
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଦେଖିବାକୁ ବଣମଣିଷ ବା ଓରାଙ୍ଗଉଟାନ ଭଳି ଲାଗୁଥିବା ଏହି ଜୀବଗୁଡ଼ିକର ପ୍ରକୃତ ପରିଚୟକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି। …
ନୂଆପଡ଼ା ସବ୍ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ଜଣେ ଦଣ୍ଡିତ କଏଦୀଙ୍କ ଫେରାର ଘଟଣା। ସୋମବାର ସକାଳେ ଜେଲ୍ ପରିସରରୁ ଜଣେ କଏଦୀ ଖସି ପଳାଇଥିବା ଜଣାପଡ଼ିଛି। ଫେରାର କଏଦୀ ହେଲେ ସିନାପାଲି ଥାନା ଅଞ୍ଚଳର କାନ୍ଦୁଲକୋନା ଗାଁର ୩୦ …
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣସିଂହପୁର ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି। ସ୍କୁଲରେ ଶିଶୁ …
