ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ୩୮୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟି (ସପା)କୁ କଡ଼ା ସମାଲୋଚନା କରିଛନ୍ତି। ସେ …
ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର କାଳୀଘାଟ …
ଇଣ୍ଡୋନେଶିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ଏହା ୧୪୦ କୋଟି ଭାରତବାସୀଙ୍କର ସମ୍ମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେଶିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେଶିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା କେବଳ ତାଙ୍କର ସମ୍ମାନ ନୁହେଁ, …
କରୁର ଦୁର୍ଘଟଣା ମାମଲାରେ ଡିଏମକେକୁ ସୁପ୍ରିମ କୋର୍ଟର ଝଟକା, ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଅଟକାଇବାକୁ ମନା କଲେ କୋର୍ଟ
ତାମିଲନାଡୁର କରୁରରେ ହୋଇଥିବା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଶୁଣାଣିରେ ଡିଏମକେକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ବିଜୟ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କୁ ଭେଟି କ୍ଷତିପୂରଣ ଓ ଚାକିରି ଘୋଷଣା କରିବାକୁ ଯାଉଥିବା …
ଭୁବନେଶ୍ୱର/ଯାଜପୁର/ସମ୍ବଲପୁର: ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଚିନ୍ତା ବଢ଼ିଛି। ବିଶେଷ କରି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରଶାସନ ସତର୍କ ରହିଛି। ଅନ୍ୟପଟେ, ସମ୍ବଲପୁରରେ …
ଭୁବନେଶ୍ୱର: ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନକୁ ସୁରକ୍ଷିତ ଓ ସଂଗଠିତ କରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଆଡଭେଞ୍ଚର ଟୁରିଜମ୍ ଗାଇଡଲାଇନ୍-୨୦୨୫ ଅନୁଯାୟୀ ରାଜ୍ୟସ୍ତରୀୟ ବୈଷୟିକ କମିଟି (SLTC) ରାଜ୍ୟର ୨୪ଟି ନୂଆ ଆଡଭେଞ୍ଚର ପର୍ଯ୍ୟଟନ ପ୍ରକଳ୍ପକୁ ଅନୁମୋଦନ …
ଭୁବନେଶ୍ୱର, ୬ ଜୁଲାଇ: ଓଡ଼ିଶାରୁ ଗୁଜୁରାଟ ଯାତାୟାତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର-ଉଧ୍ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେଠାରୁ ସାପ୍ତାହିକ ପରିବର୍ତ୍ତେ ଦୈନିକ ଚଳାଚଳ କରିବ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ …
ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନକୁ ନେଇ ରାଜନୈତିକ ତାତି ବଢ଼ିଛି। ଜନ ସୁରାଜ ପାର୍ଟିର ସୂତ୍ରଧାର ପ୍ରଶାନ୍ତ କିଶୋର ଏହି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବା ପରେ ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପି ସାଂସଦ ମନନ ମିଶ୍ର …
ଭୁବନେଶ୍ୱର, ଜୁଲାଇ ୬: ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ କାର୍ଯ୍ୟ ଦେଶପ୍ରେମ, ରାଷ୍ଟ୍ରବାଦ ଏବଂ ଜନସେବାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ଭାରତୀୟ ଜନତା ପାର୍ଟିର ଓଡ଼ିଶା ସଭାପତି ତଥା ରାଜ୍ୟସଭା …
ପଶ୍ଚିମବଙ୍ଗର ୩ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା, ତୃଣମୂଳର ଆଭ୍ୟନ୍ତରୀଣ ସମୀକରଣ ଉପରେ ସବୁଙ୍କ ନଜର
ପଶ୍ଚିମବଙ୍ଗର ତିନୋଟି ରାଜ୍ୟସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗ ଉପନିର୍ବାଚନ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୨୪ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ସେହିଦିନ ହିଁ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହି ନିର୍ବାଚନରେ ତୃଣମୂଳ …
