ନୂଆଦିଲ୍ଲୀ, ୧୮ ଜୁନ୍:ଜୁନ୍ ୧୯ ତାରିଖରେ ଟ୍ରେନ୍ ଯାତ୍ରା ପାଇଁ ଯୋଜନା କରିଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ମୁଜାଫରନଗର–ଦେଓବନ୍ଦ ରେଳ ସେକ୍ସନରେ ଟ୍ରାକ୍ ଓ ସେତୁର ମରାମତି ଏବଂ ସୁଦୃଢୀକରଣ କାର୍ଯ୍ୟ ଚାଲିଥିବାରୁ ଅନେକ ଟ୍ରେନ୍ର ଚଳାଚଳରେ ପରିବର୍ତ୍ତନ କରାଯାଇଛି। …
ପୁରୀ: ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲାର ଜଣେ ଫରେଷ୍ଟରଙ୍କୁ ଗୁରୁବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଫରେଷ୍ଟରଙ୍କ ନାମ ରାକେଶ କୁମାର ପଣ୍ଡା। ସେ ଡେଲାଙ୍ଗ ଫରେଷ୍ଟ ରେଞ୍ଜ ଅଧୀନ ଅଙ୍କୁଇ ଅଞ୍ଚଳରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିଲେ। …
ଭୁବନେଶ୍ୱର, ୧୮ ଜୁନ:ଦୀର୍ଘ ଖରା ଛୁଟି ପରେ ଆଜିଠାରୁ ରାଜ୍ୟର ୨୦ଟି ଜିଲ୍ଲାରେ ସ୍କୁଲ ଖୋଲିଛି। ନୂଆ ଶିକ୍ଷାବର୍ଷ, ନୂଆ ପାଠ୍ୟପୁସ୍ତକ ଏବଂ ନୂଆ ଉତ୍ସାହ ସହ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଫେରିଛନ୍ତି। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ …
ଭୁବନେଶ୍ୱର, ୧୮ ଜୁନ:ଓଡ଼ିଶାର ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ କ୍ରୁଟ୍ (CRUT) ଏକ ନୂତନ ଅଧ୍ୟାୟ ରଚନା କରିଛି। ବୈଦ୍ୟୁତିକ ବସ୍ ସେବା, ଡିଜିଟାଲ୍ ଟିକେଟିଂ ବ୍ୟବସ୍ଥା ଓ ଆଧୁନିକ ଯାତ୍ରୀ ସୁବିଧା ମାଧ୍ୟମରେ ଏହା ରାଜ୍ୟରେ ସାର୍ବଜନୀନ ପରିବହନକୁ ଅଧିକ ସୁଗମ …
ଭୁବନେଶ୍ୱର, ୧୮ ଜୁନ:ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବ୍ୟାପକ ମୁଦ୍ରଣ ଓ ତଥ୍ୟଗତ ତୃଟିର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ତିନି ସଦସ୍ୟିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଗତକାଲି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ …
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ପୁଣି ଏକ ବଡ଼ ଝଟକା ଲାଗିଛି। ବିରାଟ କୋହଲି ଆଘାତ ଯୋଗୁଁ ଦଳରୁ ବାହାରେ ଥିବା ବେଳେ ବର୍ତ୍ତମାନ ଯୁବ ୱିକେଟକିପର ବ୍ୟାଟର ଇଶାନ କିଶନ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଆଘାତକୁ ନେଇ ଭାରତୀୟ ଦଳର …
ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା ବୋର୍ଡ (OJEEB) ପକ୍ଷରୁ OJEE କାଉନସେଲିଂ-୨୦୨୬ର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ କରାଯାଇଛି। OJEEରେ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଅନଲାଇନ୍ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେଇପାରିବେ। ଏଥିପାଇଁ ପ୍ରାର୍ଥୀମାନେ OJEEର ଅଫିସିଆଲ ୱେବସାଇଟ୍ ମାଧ୍ୟମରେ …
ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ୫୮ତମ ଦିନରେ ପହଞ୍ଚିଛି। ଆଜି ରଥଖଳାରେ ତିନି ରଥର ଈଷ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଯଦିଓ ସକାଳେ କିଛି ସମୟ ପାଇଁ ବିବାଦ ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ …
ଏଲ୍-ନିନୋ ପ୍ରଭାବକୁ ନେଇ କେନ୍ଦ୍ରର ସତର୍କବାଣୀ, ଓଡ଼ିଶା ସମେତ ୧୨ ରାଜ୍ୟରେ ଚାଷ ଉପରେ ପଡ଼ିପାରେ ବଡ଼ ପ୍ରଭାବ
ଆଗାମୀ ଖରିଫ ଋତୁକୁ ନଜରରେ ରଖି କେନ୍ଦ୍ର ସରକାର ଚାଷ ପ୍ରସ୍ତୁତିକୁ ନେଇ ସତର୍କ ହୋଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଧିକାରୀମାନଙ୍କୁ ପ୍ରତି ସପ୍ତାହରେ ରଣନୀତି ବୈଠକ କରି ଜମି ସ୍ତରର ପରିସ୍ଥିତି, ଜଳଭଣ୍ଡାରର ଜଳସ୍ତର ଏବଂ ମଣ୍ଡିରେ …
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତ ଏବଂ ଜାଲ୍ ଲେଟରହେଡ୍ ବ୍ୟବହାର କରି ସରକାରୀ କର୍ମଚାରୀଙ୍କ ବଦଳି ସୁପାରିଶ କରିବା ଅଭିଯୋଗରେ ପୋଲିସ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ …
