ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଶନିବାର ଏକ ଅମା ବସ୍ର ଧକ୍କାରେ ଜଣେ ବାପା ଓ ତାଙ୍କ ଛୋଟ ଝିଅ ଆହତ ହୋଇଛନ୍ତି। ଅଭିଯୋଗ ହୋଇଛି ଯେ, ବସ୍ଟି ଭୁଲ ରାସ୍ତାରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ବାପା …
ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଶୁକ୍ରବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ …
ଭୁବନେଶ୍ୱର, ୨୭ ଜୁନ୍: ଅପରାଧିକ ମାମଲାରେ ଗିରଫ ହୋଇଥିବା ନବନିଯୁକ୍ତ ଓଡ଼ିଶା ଟ୍ୟାକ୍ସେସନ୍ ଆଣ୍ଡ ଆକାଉଣ୍ଟ୍ସ ସର୍ଭିସ୍ (OT&AS) ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ସେବାରୁ ବରଖାସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଏହି କଠୋର …
ବେଲଫାଷ୍ଟ: ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତକୁ ୩୪ ରନ୍ରେ ପରାସ୍ତ କରି ଘରୋଇ ଦଳ ଐତିହାସିକ ବିଜୟ ହାସଲ କରିଛି। ଏହି ପରାଜୟ ସହ ଭାରତର ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟର …
ନୂଆଦିଲ୍ଲୀ: ଲୋକସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ସଦସ୍ୟ ସଂଖ୍ୟା ୩୦୦ ଅତିକ୍ରମ କରିବା ପରେ ଦେଶର ରାଜନୈତିକ ସମୀକରଣରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଉପନିର୍ବାଚନର ଫଳାଫଳ ଓ କିଛି ଦଳରେ ସାଂସଦଙ୍କ ସ୍ଥିତିରେ ପରିବର୍ତ୍ତନ ପରେ ଏନ୍ଡିଏର ସଂଖ୍ୟାଗତ …
ହାଇଦ୍ରାବାଦ ପୋଲିସ ସୋସିଆଲ ମିଡିଆରେ ‘ଭାଇରାଲ ଗୋଲ୍ଡମ୍ୟାନ’ ଭାବେ ପରିଚିତ ସୂର୍ଯ୍ୟଭାଇଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଲୋକଙ୍କୁ ବିଦେଶରୁ କମ୍ ଦାମରେ ସୁନା ଆଣି ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୩୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। …
ପୁଣେ ରିଅଲ ଇଷ୍ଟେଟ ବ୍ୟବସାୟୀ ହତ୍ୟା ମାମଲାରେ ନୂଆ ମୋଡ଼, ପୁଅଙ୍କ ୱିଗ୍ ପିନ୍ଧିବାକୁ ନେଇ ବଡ଼ ଖୁଲାସା କଲେ ବାପା
ପୁଣେର ରିଅଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଲୋହାଗଡ଼ ଦୁର୍ଗର ଖାଇରେ କେତନଙ୍କୁ ତାଙ୍କର ହେବାକୁ ଥିବା ପତ୍ନୀ ସିଆ ଗୋଏଲ ଏବଂ ତାଙ୍କ ପ୍ରେମିକ ମିଶି ହତ୍ୟା କରିଥିବା …
ରାଜସ୍ଥାନର ଜୟପୁରରୁ ଜଣେ ୩୮ ବର୍ଷୀୟା ମହିଳାଙ୍କୁ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ହୋଇଥିବା ମହିଳାଙ୍କ ନାମ ବବିତା ଧାକଡ଼ ଓରଫ ଖଦିଜା। ରାଜସ୍ଥାନ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS) ତାଙ୍କୁ ରବିବାର …
ବେଙ୍ଗାଲୁରୁ ଟ୍ରିପଲ ମର୍ଡର ମାମଲାରେ ବଡ଼ ସଫଳତା, ମୁଖ୍ୟ ଅଭିଯୁକ୍ତ ଶ୍ୱେତାଙ୍କ ବୟଫ୍ରେଣ୍ଡ ମଧ୍ୟ ଗିରଫ
କର୍ଣ୍ଣାଟକର ବେଙ୍ଗାଲୁରୁର ଚର୍ଚ୍ଚିତ କେଆର୍ ପୁରମ ଟ୍ରିପଲ ମର୍ଡର ମାମଲାରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ଶ୍ୱେତାଙ୍କ ବୟଫ୍ରେଣ୍ଡ କେନେଥଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହାପୂର୍ବରୁ ଏହି ମାମଲାରେ ଶ୍ୱେତାଙ୍କୁ ପୁଡୁଚେରୀରୁ ଗିରଫ କରାଯାଇଥିଲା। …
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଉତ୍ତର-ପୂର୍ବ ଦିଲ୍ଲୀ ଓ ଟ୍ରାନ୍ସ-ୟମୁନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶବ୍ବୀର ଅଲି ଓରଫ ଶବ୍ବୀର ଚୌଧୁରୀଙ୍କୁ ଗିରଫ କରିଛି। ସେ ଏପ୍ରିଲ ୨୦୨୫ରୁ ମକୋକା (MCOCA) ମାମଲାରେ ଫେରାର ଥିଲେ। ତାଙ୍କ …
