ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗଭୀର ସମୁଦ୍ରରେ ଜାହାଜଟି ହଠାତ୍ ଗୋଟିଏ ପଟକୁ ଢଳିବା ପରେ ଭାଙ୍ଗି ଯାଇଥିବା ଏବଂ ଅତି …
Odisha
ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍, ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆତଙ୍କ
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଈଶ୍ୱରପୁର ଫାଣ୍ଡି ଅଧୀନ କାଣ୍ଡଗରଡ଼ି ଗାଁର ସାଇପ୍ରଭା ପାଣିଗ୍ରାହୀ ସ୍କୁଲ ଶେଷ …
ଦେବୋତ୍ତର ଆଇନରେ ବଡ଼ ସଂଶୋଧନ ପ୍ରସ୍ତାବ: ମନ୍ଦିର-ମଠ ପରିଚାଳନା ହେବ ଅଧିକ ସୁଦୃଢ଼
ରାଜ୍ୟର ମନ୍ଦିର, ମଠ ଓ ଅନ୍ୟାନ୍ୟ ହିନ୍ଦୁ ଧାର୍ମିକ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ସମୟୋପଯୋଗୀ କରିବା ପାଇଁ ଦେବୋତ୍ତର ଆଇନରେ ସଂଶୋଧନ ଆଣିବା ନେଇ ଆଲୋଚନା ହୋଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏନେଇ …
୭ ହଜାରରୁ ଅଧିକ ପ୍ଲାଷ୍ଟିକ୍ ଓ ପୁନଃନିର୍ମାଣ ଅସ୍ତ୍ରୋପଚାର; ଶୀଘ୍ର ହେବ ସ୍କିନ୍ ବ୍ୟାଙ୍କ ଓ ଟିସୁ ପ୍ରତିରୋପଣ ୟୁନିଟ୍ ଶଲ୍ୟଚିକିତ୍ସା, ନବସୃଜନ, ରୋଗୀ ସେବା, ତାଲିମ ଓ ଶୈକ୍ଷିକ ଉତ୍କର୍ଷତାରେ ଏକ ଦଶନ୍ଧିର ସଫଳ ଯାତ୍ରା ପୂରଣ କରିଛି ଏମ୍ସ …
୫ ରାମ୍ପରେ ଦର୍ଶନ କରିବେ ଭକ୍ତ, ଘଣ୍ଟାକରେ ୮ରୁ ୧୦ ହଜାରଙ୍କୁ ମିଳିବ ସୁଯୋଗ ଶ୍ରୀମନ୍ଦିରରେ ବଢ଼ୁଥିବା ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ …
ସୁନ୍ଦରଗଡ଼ ଜଙ୍ଗଲରୁ ମାଓ ଡମ୍ପ ଠାବ: ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ବିଭିନ୍ନ ସାମଗ୍ରୀ ଜବତ
ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସିଲକୁଟା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏକ ଗୁପ୍ତ ମାଓ ଡମ୍ପ ଠାବ କରାଯାଇଛି। ଆତ୍ମସମର୍ପଣ କରିଥିବା କିଛି ନକ୍ସଲଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଡମ୍ପ ସମ୍ପର୍କରେ ସୁରକ୍ଷା …
ବୌଦ୍ଧରେ ଗଞ୍ଜେଇ କାରବାରକୁ ନେଇ ଭାଇରାଲ୍ ଅଡିଓ: ପୁଲିସ ସମ୍ପୃକ୍ତି ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ
ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଏକ ଭାଇରାଲ୍ ଅଡିଓ ରେକର୍ଡିଂ ଏବେ ଚର୍ଚ୍ଚାର କେନ୍ଦ୍ରରେ। ଅଡିଓରେ ଗଞ୍ଜେଇ କାରବାର, ଟଙ୍କା ନେଣଦେଣ ଏବଂ କିଛି ପୁଲିସ ଅଧିକାରୀଙ୍କ ନାମ ନେଇ କଥାବାର୍ତ୍ତା ହୋଇଥିବା ଦାବି କରାଯାଉଛି। ତେବେ ଅଡିଓଟିର ସତ୍ୟତା …
କଳାହାଣ୍ଡି ଜିଲ୍ଲାର ମାଟି ତଳେ ରହିଛି ମୂଲ୍ୟବାନ ରତ୍ନପଥରର ଭଣ୍ଡାର। ହେଲେ ଏହି ଖଣିଜ ସମ୍ପଦ ଅଞ୍ଚଳବାସୀଙ୍କ ପାଇଁ ରୋଜଗାରର ବାଟ ଖୋଲିବା ବଦଳରେ ଏବେ ବିବାଦ ଓ ବେଆଇନ ଖନନ ଅଭିଯୋଗର କାରଣ ପାଲଟିଛି। ଜୁନାଗଡ଼ ଅଞ୍ଚଳର ହିଞ୍ଜିଲିବାହାଲି ଓ …
ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ଦିନକୁ ଦିନ ଗରମ ହେଉଛି। ବିଲ୍ର ବିଭିନ୍ନ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ପ୍ରଶ୍ନ କରୁଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଓ ନାଗରିକ ମଞ୍ଚ ମଧ୍ୟ ଏହାକୁ ବିରୋଧ …
ପାରାଦୀପରୁ ଚୀନ ଯାଉଥିବା ଜାହାଜ ନିଖୋଜ: ୨ ଉଦ୍ଧାର, ୨୨ କର୍ମଚାରୀଙ୍କ ପତ୍ତା ମିଳୁନି
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ପାନାମା ପତାକା ଲାଗିଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ଆଣ୍ଡାମାନ ନିକଟ ସମୁଦ୍ରରେ ବୁଡ଼ିଯାଇଥିବା ନିଶ୍ଚିତ ହୋଇଛି। ତେବେ ଘଟଣାର ଦେଢ଼ ଦିନ ପରେ ମଧ୍ୟ ଜାହାଜଟିକୁ ଠାବ କରିବାରେ ଉଦ୍ଧାରକାରୀ …
