ଭୁବନେଶ୍ୱର, ୨୫ ଜୁଲାଇ: ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ତମ ଜୟନ୍ତୀ ବର୍ଷକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୨୯ ଜୁଲାଇ ୨୦୨୬ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଗୁରୁ ରବିଦାସ ଜୟନ୍ତୀ) ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ଶ୍ରୀ …
Odisha
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମବେଦୀ ଲୀଳା ସମାପ୍ତ କରି ଚତୁର୍ଦ୍ଧା ବିଗ୍ରହ ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିଛନ୍ତି। ଅନୁକୂଳ ପାଗ ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ …
ଜାତୀୟ ରାଜପଥରେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ଥି : ବ୍ରିଜ୍, ସୁଡ଼ଙ୍ଗ ଓ ଫ୍ଲାଏଓଭରରେ କମିବ ଟୋଲ୍ ଶୁଳ୍କ
ନୂଆଦିଲ୍ଲୀ: ଜାତୀୟ ରାଜପଥ (NH)ରେ ଯାତ୍ରା କରୁଥିବା ଲକ୍ଷାଧିକ ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHAI) ଟୋଲ୍ ଶୁଳ୍କ ଗଣନା ପ୍ରଣାଳୀରେ ପରିବର୍ତ୍ତନ ଆଣିଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଦୀର୍ଘ ବ୍ରିଜ୍, ସୁଡ଼ଙ୍ଗ, ଫ୍ଲାଏଓଭର …
କ୍ୟାପିଟାଲ ଥାନାରେ ହାଜର ହେବେନି ଭି.କେ. ପାଣ୍ଡିଆନ; ଭିଡିଓ କନଫରେନ୍ସିଂରେ ବୟାନ ରେକର୍ଡ ପାଇଁ ଅନୁରୋଧ
ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ବିଜେଡି ନେତା ଭି.କେ. ପାଣ୍ଡିଆନ ବର୍ତ୍ତମାନ କ୍ୟାପିଟାଲ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ। ଏନେଇ ସେ ଇ-ମେଲ୍ ମାଧ୍ୟମରେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି। ପୁଲିସ ପକ୍ଷରୁ ଜାରି କରାଯାଇଥିବା ନୋଟିସର …
ପରାମର୍ଶଦାତାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି; ପାରିଶ୍ରମିକ ବ୍ୟବସ୍ଥାର ଅବଧି ଆଉ ୩ ମାସ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ୍ ଓ ପ୍ରକଳ୍ପରେ କାର୍ଯ୍ୟରତ ପରାମର୍ଶଦାତା (Consultants), ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU), ଟେକ୍ନିକାଲ୍ ସପୋର୍ଟ ୟୁନିଟ୍ (TSU) ଏବଂ ଅନ୍ୟ ସମାନ ପ୍ରକାରର ସଂସ୍ଥାମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ଆଶ୍ୱସ୍ତି ଘୋଷଣା …
ଭୁବନେଶ୍ୱର: ପ୍ରାୟ ୨୩ ବର୍ଷ ଧରି ନିର୍ମାଣାଧୀନ ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ବି ଅସ୍ପଷ୍ଟ। ରାଜ୍ୟସଭାରେ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ, ବନ ଅନୁମୋଦନ ଓ …
ଓଡ଼ିଶାରେ ଟେକ୍ ବିପ୍ଳବ: HCLTech ଓ Sarvam AI ସହ ଦୁଇଟି ବଡ଼ MoU, ୭୩୦ କୋଟି ନିବେଶରେ ଗଢ଼ିବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ଓ AI Park
ଭୁବନେଶ୍ୱର, ୨୪ ଜୁଲାଇ: ଓଡ଼ିଶାର ଆଇଟି ଓ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ HCLTech ଏବଂ ଦେଶର ସ୍ୱଦେଶୀ AI କମ୍ପାନୀ Sarvam AI …
ନୀତି ଆୟୋଗ IFI-2026: ନିବେଶ ବନ୍ଧୁତ୍ୱ ସୂଚକାଙ୍କରେ ଶୀର୍ଷ ୫ରେ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଶିଳ୍ପପତି
ଭୁବନେଶ୍ୱର, ୨୩ ଜୁଲାଇ: ନୀତି ଆୟୋଗ ପ୍ରକାଶ କରିଥିବା ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI)-୨୦୨୬ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବିଶେଷକରି ପୂର୍ବ ଓ ଉତ୍ତର ଭାରତରୁ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏହି ତାଲିକାରେ …
ଦେଶର ବିଭିନ୍ନ ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ, ରାଜ୍ୟସଭାରେ ସାଂସଦ ଦିଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କ ସୂଚନା
ନୂଆଦିଲ୍ଲୀ, ୨୩ ଜୁଲାଇ: ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ କୁମାର ରାୟ ଆଜି ରାଜ୍ୟସଭାରେ ଦେଶର ବିଭିନ୍ନ ଅଦାଲତରେ ବଢ଼ିଚାଲିଥିବା ବିଚାରାଧୀନ ମାମଲା ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟ, ବିଭିନ୍ନ ହାଇକୋର୍ଟ ଏବଂ ଜିଲ୍ଲା ତଥା ଅଧସ୍ତନ ଅଦାଲତରେ …
ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା; ଆଜି ଆଡ଼ପ ଦର୍ଶନର ଶେଷ ଦିନ, ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ପୁରୀ: ରଥଯାତ୍ରାର ଶେଷ ପର୍ଯ୍ୟାୟକୁ ନେଇ ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ହେଉଛି ଆଡ଼ପ ଦର୍ଶନର ଶେଷ ଦିନ। ଏହାକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ହିଁ ହଜାର …
