ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହତ୍ୱାକାଙ୍କ୍ଷୀ ‘ଜ୍ଞାନଦ୍ୱୟ: ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ସୁବିଧା ପ୍ରଦାନ ପାଇଁ ଲାଭାର୍ଥୀଙ୍କ ଯୋଗ୍ୟତା, ଉପସ୍ଥାନ, ଫି ପ୍ରଦାନ ଏବଂ କଲେଜଗୁଡ଼ିକ ପାଇଁ ଅର୍ଥ ବଣ୍ଟନ ସମ୍ବନ୍ଧୀୟ ସ୍ପଷ୍ଟ ନିୟମାବଳୀ …
Odisha
ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି; ବଡଦାଣ୍ଡରେ ୮ ଅସ୍ଥାୟୀ ଡାକ୍ତରଖାନା, ୪୬ ଆମ୍ବୁଲାନ୍ସ ରହିବ ମୁତୟନ
ଭୁବନେଶ୍ୱର, ୧୩ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଚିକିତ୍ସା ଓ ଜରୁରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି। ଭିଡ଼ ଭିତରେ କୌଣସି ଅସୁସ୍ଥତା, ଦୁର୍ଘଟଣା କିମ୍ବା ଜରୁରୀ …
ଶ୍ରୀଜଗନ୍ନାଥଙ୍କ ଜମି ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ, ରାଜସ୍ୱ ଅଧିକାରୀଙ୍କୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶ
ଭୁବନେଶ୍ୱର, ୧୩ ଜୁଲାଇ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା …
ଭୁବନେଶ୍ୱର, ୧୩ ଜୁଲାଇ: ରାଜ୍ୟର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ ସିଜିନାଲ୍ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକାଧିକ କଲ୍ୟାଣମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଲକ୍ଷାଧିକ କେନ୍ଦୁପତ୍ର ସଂଗ୍ରହକାରୀ ଓ …
ବୌଦ୍ଧ ଜିଲ୍ଲାରେ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗଞ୍ଜେଇ ଚୋରାଚାଲାଣ ସହ ଏହାର ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ଯାଞ୍ଚରୁ ଖସିଯିବା ପାଇଁ ଦୁର୍ବୃତ୍ତମାନେ ଏକ କାର୍କୁ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିଥିବା …
ଓସିସିଏଲ୍ ଇଞ୍ଜିନିୟର ସଞ୍ଜୟ କିସ୍ପଟ୍ଟାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀ ବିଶିଷ୍ଟ ଲଜ୍ ସହ ବିପୁଳ ସମ୍ପତ୍ତି ଠାବ
ଅନୁପାତହୀନ ସମ୍ପତ୍ତି (ଡିଏ) ମାମଲାରେ ସୋମବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଚଢ଼ାଉ ବେଳେ ଓସିସିଏଲ୍ (OCCL)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସ୍ପଟ୍ଟାଙ୍କର ବ୍ୟାପକ ସମ୍ପତ୍ତି ଠାବ କରାଯାଇଛି। ଭିଜିଲାନ୍ସ ତଦନ୍ତରେ କୋରାପୁଟ ସହରରେ ଥିବା ୨୩ଟି କୋଠରୀ ବିଶିଷ୍ଟ ଏକ …
ବଡ଼ ସହରରେ ଭଲ ଭଡ଼ାଘର ମିଳିବା ଯେତିକି କଷ୍ଟକର, ସେଠାରେ ରହିବା ପରେ ଅନେକ ସମୟରେ ଘର ମାଲିକଙ୍କ ମନମାନି ନିୟମ ସାମ୍ନା କରିବା ମଧ୍ୟ ସେତିକି ଚ୍ୟାଲେଞ୍ଜିଂ ହୋଇଥାଏ। ରାତିରେ ଘରକୁ ଫେରିବା ସମୟ ନିର୍ଦ୍ଧାରଣ, ବନ୍ଧୁମାନଙ୍କ ଆସିବା ଉପରେ …
ପୁରୀ: ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ୍ ଭାରତୀୟ ଶାଖା ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ବର୍ଲିନରେ ଅଦିନିଆ ରଥଯାତ୍ରା ପାଇଁ ସେ ଅନୁମତି ଦେଇଥିଲେ କିମ୍ବା ଏହାକୁ …
ଭୁବନେଶ୍ୱର: ଚଳିତ ବର୍ଷର ରଥଯାତ୍ରାରେ ସାମିଲ ହେବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଆସିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାରଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବ ଏବଂ ଆସନ୍ତା ଜୁଲାଇ ୧୭ ତାରିଖ …
ବିଜେପିରେ ବଡ଼ ମିଶ୍ରଣ: ପ୍ରଭାତ ବିଶ୍ୱାଳ ଓ ଜଗଦୀଶ ପ୍ରସାଦ ସାହୁଙ୍କ ସମେତ ବହୁ ନେତା-କର୍ମୀଙ୍କ ଯୋଗଦାନ
ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ଅନେକ ବରିଷ୍ଠ ନେତା ଓ ସ୍ଥାନୀୟ ଜନପ୍ରତିନିଧି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ …
