ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ସ୍ୱତନ୍ତ୍ର ଭାରଦ୍ୱାଜଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ଏହି ମାମଲାରେ ଦିଲ୍ଲୀ ପୋଲିସକୁ ନିରପେକ୍ଷ ଭାବେ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି। ଏହା ସହିତ ନିଶୁ ଆଜାଦଙ୍କ …
latest in fashion
-
-
ଓଡ଼ିଶାର ରାୟଗଡ଼ା ଜିଲ୍ଲା ଗୁମା ଘାଟରେ ଶୁକ୍ରବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଏବଂ ଏକ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ରାୟଗଡ଼ା-କୋରାପୁଟ ରାସ୍ତାର ଗୁମା ଘାଟର ତୃତୀୟ ବୁଲାଣି …
-
ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ନିକଟରେ ଏକ MEMU ଯାତ୍ରୀବାହୀ ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି। ଟ୍ରେନ୍ଟି ଷ୍ଟେସନକୁ ପ୍ରବେଶ କରୁଥିବା ସମୟରେ ଏହାର ପାଣ୍ଟୋଗ୍ରାଫ୍ ଏକ କ୍ଷତିଗ୍ରସ୍ତ ଓଭରହେଡ୍ ଇକ୍ୱିପମେଣ୍ଟ ବା OHE ଅଂଶରେ ଛନ୍ଦି ଯାଇଥିଲା। ଫଳରେ …
-
ଅମିତ ଶାହଙ୍କ ହାତରେ ଉଦ୍ଘାଟନ; ମ୍ୟାକ୍ସ ହସ୍ପିଟାଲର କ୍ଷମତା ୧,୨୦୦ ବେଡ୍କୁ ବୃଦ୍ଧି, ରୋବୋଟିକ୍ ସର୍ଜରୀରେ ନୂଆ ପଦକ୍ଷେପ, ରାଜଧାନୀ ଦିଲ୍ଲୀରେ ଆଧୁନିକ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମିଳିଛି ନୂଆ ଗତି। ସାକେତସ୍ଥିତ Max Smart Super Speciality Hospitalରେ …
-
ଓଡ଼ିଶାର ରାଉରକେଲା ରେଳ ଷ୍ଟେସନରେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ଟ୍ରେନ୍ ଟିକେଟ୍ ବୁକ୍ କରାଇଦେବାରେ ସାହାଯ୍ୟ କରିବା ବାହାନାରେ ଜଣେ ରେଳ କର୍ମଚାରୀ ଯୁବତୀଙ୍କୁ ସାଙ୍ଗରେ ନେଇଯାଇଥିବା ଏବଂ ପରେ ତାଙ୍କ ସହ ଯୌନ ଉତ୍ପୀଡ଼ନ …
-
ଓଡ଼ିଶାର କେନ୍ଦୁଝର ପୋଲିସ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ତାର ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଦୁଇ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର ମଧ୍ୟ …
healthy living
Featured Videos In This Week
ପୂଜା ଅବସରରେ ଓଡ଼ିଆ ସିନେମା ଜଗତରେ ନୂଆ ନୂଆ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଛି। ଏହି ଧାରାରେ ଭିନ୍ନ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଡବ୍ଲୁଏମ୍’। ଏହାର ସବଟାଇଟଲ୍ ରହିଛି ‘ଆଗ୍ନେ …
ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶନିବାର ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଫାଇନାଲ୍ ମୁକାବିଲା। ଗତ ସଂସ୍କରଣର ବିଜେତା ଭାରତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିବା ବେଳେ …
Latest Posts
-
ସାମୁଦ୍ରିକ ବାଣିଜ୍ୟିକ ବିବାଦକୁ କେନ୍ଦ୍ର କରି ପାରାଦୀପ ବନ୍ଦରରେ ଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୋଇଲରମ୍ୟାନ ଲିମିଟେଡ୍ ପକ୍ଷରୁ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନର ଶୁଣାଣି କରି …
-
ରାଉରକେଲା: ମାନବିକତାକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ରାଉରକେଲା ସହରର ଉଦିତନଗର ଶୀତପଡ଼ା ଅଞ୍ଚଳର ଏକ ନାଳ ନିକଟରୁ ଜୀବିତ ଅବସ୍ଥାରେ ଜଣେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କେହି ଶିଶୁଟିକୁ ଏକ …
-
‘ଚଲୋ ସଂସଦ’ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ବଳପ୍ରୟୋଗ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିବା …
-
ଆଗାମୀ ଏଏଚଏଫ୍ କନିଷ୍ଠ ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଡିଫେଣ୍ଡର ଅନମୋଲ ଏକ୍କାଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ଚୀନ୍ରେ ଆୟୋଜିତ ହେବାକୁ ଥିବା …
-
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ରାଜ୍ୟର ପାରମ୍ପରିକ ହସ୍ତତନ୍ତ କଳା ଓ ଐତିହ୍ୟକୁ ପ୍ରୋତ୍ସାହନ …
-
ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୬ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ …
-
ସୁନ୍ଦରଗଡ଼ ବନଖଣ୍ଡ ଅଧୀନ ବଡ଼ଗାଁ ବନାଞ୍ଚଳର ମହାବୀର ପାହାଡ଼ ପାଦଦେଶ ସ୍ଥିତ କଦୋପଡ଼ା ନିକଟରେ ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଠାବ ହୋଇଛି। ରାତି ସମୟରେ ହାତୀପଲଟି ଗାଁ ନିକଟସ୍ଥ ବିଲ ଅଞ୍ଚଳରେ …
-
ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ କୁର୍ଲୀ ପଞ୍ଚାୟତକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ୨୩ଟି ଡଙ୍ଗରିଆ ଗ୍ରାମର ଲୋକେ ଏକଜୁଟ ହୋଇ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗୁରୁବାର କୁର୍ଲୀଠାରେ ଆୟୋଜିତ ଏକ …
-
ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଚିକିତ୍ସାରେ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏକ ଔଷଧ ଦୋକାନରେ ଦିଆଯାଇଥିବା ଇଞ୍ଜେକ୍ସନ୍ ପରେ …
-
ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷାରେ ଅନେକ କଚ୍ଚା ଘର ଦୁର୍ବଳ ହୋଇପଡ଼ିଥିବାବେଳେ ନୁହାଝାଳିଆ ପଞ୍ଚାୟତର ନୁହାଝାଳିଆ ଗ୍ରାମରେ ଏକ …

